ସୋସିଆଲ ମିଡିଆରେ ଅଧିକ ଟୁଇଟ୍‌ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛି ଏହି ୩ ନେତାଙ୍କ ନାମ

ଓ୍ବାଶିଂଟନ,୧୦ା୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସାଧାରଣ ଲୋକଙ୍କୁ ଟୁଇଟ୍‌ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ର ବାର୍ଷିକ ସମୀକ୍ଷା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବାଇଡେନ ଏବଂ ମୋଦି ଲୋକଙ୍କ ବିଷୟରେ ସର୍ବାଧିକ ଟୁଇଟ୍‌ କରିଛନ୍ତି। ଟ୍ରମ୍ପ ପ୍ରଥମ ସ୍ଥାନରେ ଥିବା ବେଳେ ବାଇଡେନ୍‌ ଦ୍ୱିତୀୟ ଏବଂ ମୋଦି ସପ୍ତମ ସ୍ଥାନରେ ଅଛନ୍ତି।

ଭାରତୀୟ-ଆମେରିକୀୟ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ ହେଉଛନ୍ତି ଏକମାତ୍ର ମହିଳା, ଯିଏକି ୧୦ମ ସ୍ଥାନରେ ରହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମକୁ ରାଜନୈତିକ ପରିବର୍ତ୍ତନ ପାଇଁ ତଥା ବିଶ୍ୱର ନେତାମାନଙ୍କୁ ଉତ୍ତରଦାୟୀ କରିବା ପାଇଁ କ୍ରମାଗତ ଭାବରେ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ବିଶ୍ୱବ୍ୟାପୀ ନିର୍ବାଚନ ବିଷୟରେ ୭୦୦ ମିଲିୟନରୁ ଅଧିକ ଟୁଇଟ୍‌ ହୋଇଛି । ବ୍ଲଗ ପୋଷ୍ଟ ଅନୁଯାୟୀ, ଏହା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ, ଚଳିତବର୍ଷ ଅଧିକାଂଶ ଲୋକଙ୍କ ଦ୍ୱାରା ବ୍ୟବହୃତ ସବୁଠାରୁ ଲୋକପ୍ରିୟ ହ୍ୟାସଟ୍ୟାଗ୍‌# COVID19 ବ୍ୟତୀତ ଅନ୍ୟ କିଛି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। ଏତିକିବେଳେ କିନ୍ତୁ ସହାୟତାର ହାତ ବଢାଇଛି...

ସ୍ତ୍ରୀଙ୍କୁ ଗୁଳି କଲେ ଯବାନ

ପାଟନା, ୬।୯: ଭାରତୀୟ ସେନାର ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କ ସମେତ ୩ ମହିଳାଙ୍କୁ ଗୁଳି କରିଛନ୍ତି। ବିହାର ଚମ୍ପାରନ୍‌ ଜିଲାରେ ଏହି ଘଟଣା ଘଟିଛି।...

କଶ୍ମୀରରେ ୨ ଆତଙ୍କବାଦୀ ଆକ୍ରମଣ; ପୋଲିସ ଅଫିସର ସମେତ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର,୨୨।୧୨: ଜାମ୍ମୁ କାଶ୍ମୀରରେ ବୁଧବାର ଆତଙ୍କବାଦୀଙ୍କ ଦ୍ୱାରା ଦୁଇଟି ପୃଥକ ଆକ୍ରମଣରେ ଜଣେ ପୋଲିସ ଅଫିସର ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ...

ମୁସେୱାଲାଙ୍କ ହତ୍ୟା ପାଇଁ ଏଏପି ସରକାର ଦାୟୀ: ଭାଜପା

ଅମୃତସର,୨୯।୫: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ହତ୍ୟା କରାଯାଇଛି। ମାନସାଗ୍ରାମରେ କେତେକ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ କରି ତାଙ୍କୁ ହତ୍ୟା...

ମୋଦିଙ୍କ ନେପାଳ ଗସ୍ତ, ଚାଇନା ଦ୍ୱାରା ନିର୍ମିତ ବିମାନ ବନ୍ଦରରେ ଅବତରଣ କରିବେନି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ମେ, ରେ ନେପାଳର ଲୁମ୍ବିନି ଗସ୍ତ କରିବାକୁ ଯାଉଛନ୍ତି। ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି...

ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ...

ସମଲିଙ୍ଗୀ ଯୋଡ଼ିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୧।୬ : ସୌଦି ଆରବରେ ଅଧ୍ୟୟନ ସମୟରେ ଆଦିଲା ନଜରୀନ୍‌ ଏବଂ ଫାତିମା ନୁରା ପରସ୍ପରର ନିକଟତର ହୋଇଥିଲେ। ପରେ ଦୁହେଁ ଏକାଠି ରହିବାକୁ...

୮ ରାଜ୍ୟରେ ୯୦% ସକ୍ରିୟ ମାମଲା

ନୂଆଦିଲ୍ଲୀ,୧୦ା୭(ପି.ଟି.):ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୭୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୭,୨୯୬ରେ ପହଞ୍ଚତ୍ଛି।...

Advertisement
Archives

Model This Week