୮ ମାସ ପରେ ଜେଲ୍ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ
ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର ସିନ୍ଧ ଜିଲାରେ ଥିବା ୨ଟି ଥାନାରେ ୫ଟି କୁକୁଡା ଥିଲେ। ପୋଲିସ କୁକୁଡାଗୁଡିକୁ ଗତ…
ପ୍ରଥମେ କାହାକୁ ଦିଆଯିବ କରୋନା ଟିକା
ନ୍ୟୁୟର୍କ,୩୧।୭: କରୋନା ଭୁତାଣୁ ସାରା ବିଶ୍ୱରେ ହୁ ହୁ ହୋଇ ବଢି ଚାଲିଛି। ଏବେ ଏହାର ଟିକା ପାଇଁ ବିଭିନ୍ନ ଦେଶ ଚେଷ୍ଟା ଚଳାଇଛନ୍ତି। କିଛି ଟିକା ପରୀକ୍ଷଣର ଶେୟ ପର୍ଯ୍ୟାୟରେ ଅଛି। ତେବେ ଏହି ଟିକାର ସମ୍ପୂର୍ଣ୍ଣ ମାତ୍ରା ପ୍ରଥମେ…
ନିର୍ବାଚନ ଘୁଞ୍ଚାଇବାକୁ ଟ୍ରମ୍ପ୍ଙ୍କ ପ୍ରସ୍ତାବ
ଓ୍ବାଶିଂଟନ, ୩୧ା୭:ମେଲ୍ ଜରିଆରେ ଭୋଟ ହେଲେ ଜାଲିଆତି ସମ୍ଭାବନା ଥିବା ଆଶଙ୍କା କରି ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତାବ ଦେଇଛନ୍ତି। ତେବେ ଜାଲିଆତି ହେବା ନେଇ ସେ କୌଣସି ପ୍ରମାଣ…
କାଠଗଡ଼ାରେ ଟେକ୍ନୋ ଟାଇକୁନ
ଓ୍ବାଶିଂଟନ,୩୧ା୭( :ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍ବୁକ୍ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ ଜେରା କରାଯାଇଛି। ଟେକ୍ନୋଲୋଜି ଦୁନିଆର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆଗକୁ ବଢ଼ିବାରେ ରୋକିବା ମାମଲାରେ କଂଗ୍ରେସରେ ବୁଧବାରଠାରୁ…
ଲାଲ୍ଗ୍ରହରେ ଜୀବସତ୍ତା ଅନ୍ବେଷଣ
ଓ୍ବାଶିଂଟନ,୩୧ା୭:ପର୍ସିଭରାନ୍ସ ୭ ମାସ ପରେ ମଙ୍ଗଳରେ ଅବତରଣ କରିବ। ୩.୫୦୦ ବିଲିୟନ ବର୍ଷ ପୂର୍ବେ ଲାଲ୍ଗ୍ରହରେ ଥିବା ଜେଜିରୋ ହ୍ରଦ ଏକ ବୃହତ୍ ଗର୍ତ୍ତରେ ପରିଣତ ହୋଇଛି। ୮୨୦ ଫୁଟ୍ ଗଭୀର ଏହି ଗର୍ତ୍ତରେ ପର୍ସିଭରାନ୍ସ ଅତୀତର ସମ୍ଭାବ୍ୟ ସୂକ୍ଷ୍ମ ଜୀବସତ୍ତା…
ଆମାଜନ, ଆପଲ, ଫେସ୍ବୁକ୍ ଓ ଗୁଗଲକୁ ଆମେରିକା କଂଗ୍ରେସର ଜେରା: କାଠଗଡ଼ାରେ ଟେକ୍ନୋ ଟାଇକୁନ
ଓ୍ବାଶିଂଟନ,୩୦ା୭- ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍ବୁକ୍ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ ଜେରା କରାଯାଇଛି। ଟେକ୍ନୋଲୋଜି ଦୁନିଆର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆଗକୁ ବଢ଼ିବାରେ ରୋକିବା ମାମଲାରେ କଂଗ୍ରେସରେ ବୁଧବାରଠାରୁ…
୯ ଦିନ ପରେ କରୋନା ଆକ୍ରାନ୍ତଙ୍କଠାରୁ ହୁଏନା ସଂକ୍ରମଣ
ଲଣ୍ଡନ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କଠାରୁ ସଂକ୍ରମଣ କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ ସେ ସମ୍ପର୍କରେ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ୯ ଦିନ ପରେ ଆକ୍ରାନ୍ତଙ୍କଠାରୁ ଅନ୍ୟଙ୍କୁ କୌଣସି ସଂକ୍ରମଣ…
ବ୍ରିଟେନ ପ୍ରଧାନମନ୍ତ୍ରୀ ଚଳାଇଲେ ଭାରତୀୟ କମ୍ପାନୀର ସାଇକେଲ, ଜାଣନ୍ତୁ କାହିଁକି
ଲଣ୍ଡନ,୩୦ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ‘ମେଡ ଇନ୍ ଇଣ୍ଡିଆ’ ଅର୍ଥାତ୍ ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ଜନସନ କୋଭିଡ୍ -୧୯ ସହିତ ଲଢ଼ିବା ପାଇଁ ସାଇକେଲ ଚଳାଇବା ଏବଂ ମେଦବହୁଳତା ହ୍ରାସ କରିବା ପାଇଁ ଏହି ଉପାୟ…
କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…
ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ କମ୍ପାନୀ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପରେ ଏହାର ଟ୍ରାଏଲ୍ ଜାରି ରଖିଛନ୍ତି। ତେବେ…
ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା
ଓ୍ବାଶିଂଟନ୍,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ନିଜର ମିଶନ ଲଞ୍ଚ କରିବାକୁ ଯାଉଛି। ଏହି ମିଶନର ମୁଖ୍ୟ…
ଅକ୍ଟୋବର ୧୫ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍
ରୋମ, ୩୦।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ଦେଶରେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଲକ୍ଡାଉନ୍ ସମୟସୀମା ବଢ଼ାଇବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୂର୍ବରୁ…
କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଲେ ବ୍ୟକ୍ତି
କାନବେରା,୨୯।୭: ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶର ବିଶେଷଜ୍ଞ ଭ୍ୟାକ୍ସିନ ବାହାର କରିବାରେ ଲାଗିପଡ଼ିଛନ୍ତି। ତେବେ ଭ୍ୟାକସିନ୍ ନ ବାହାରିବା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଏଥିରୁ…
Archives


