୧୮ମହଲାରୁ ତଳକୁ ଖସିପଡ଼ିଲା ଶିଶୁ, ତା’ପରେ…
ବେଜିଂ,୨୦।୮: ରଖେ ହରି ମାରେ କିଏ। ଅର୍ଥାତ୍ ଯାହାକୁ ଭଗବାନ ରକ୍ଷା କରିବାକୁ ଚାହାନ୍ତି ତା’କୁ କୌଣସି ଶକ୍ତି କ୍ଷତି ପହଞ୍ଚାଇପାରେ ନାହିଁ। ଏଭଳି କିଛି ଘଟିଛି ଜଣେ ୪ ବର୍ଷର ଶିଶୁ ସହ। ୧୮ ମହଲା ସ୍ଥିତ ଫ୍ଲାଟ୍ର ଝରକାରୁ…
ଓବାମା ଭଲକାମ ନ କରିବାରୁ ମୁଁ ହେଲି ରାଷ୍ଟ୍ରପତି: ଟ୍ରମ୍ପ
ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭଲକାମ ନ କରିବାରୁ ଟ୍ରମ୍ପ ରାଜନୀତିକୁ ଆସିଥିଲେ ଓ ରାଷ୍ଟ୍ରପତି ହୋଇଥିଲେ ବି କହିଛନ୍ତି। ସୂଚନାଯୋଗ୍ୟ,…
ବର୍ଷା ଆଉ ବନ୍ୟା ପରେ ଏବେ ଚିନ୍ତା ବଢାଇଲାଣି ବାତ୍ୟା ‘ହିଗୋସ’
ବେଜିଂ,୨୦।୮: ପ୍ରଥମେ କରୋନା ମହାମାରୀ ଏହାପରେ ବର୍ଷା ଓ ବନ୍ୟା ଚାଇନାବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ମାଡି ଆସିଛି ବାତ୍ୟା ‘ହିଗୋସ’। ବୁଧବାର ଏହା ଚାଇନାର ଦକ୍ଷିଣ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ବେଳେ ଏହା ସାଧାରଣ ଜୀବନ ଉପରେ…
ଆକାଶରୁ ହେଲା ଚକୋଲେଟ ବର୍ଷା
ଜୁରିକ୍, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍ ସହରରେ ଘଟିଛି। ସାରା ସହରରେ ଚକୋଲେଟର ବରଫ ଚାଦରରେ ଘୋଡ଼େଇ ହୋଇ ଯାଇଛି। ଏଠାରେ ଥିବା ଲିଣ୍ଡିଟ୍ ଆଣ୍ଡ୍ ସ୍ପ୍ରୁଞ୍ଜିଲି…
ଏଟିଏମ୍ରୁ ଟଙ୍କା ପରିବର୍ତ୍ତେ ବାହାରୁଛି ଗଞ୍ଜେଇ
କରୋନା ଯୋଗୁ ବିଶ୍ୱରେ ଅନେକ ପରିର୍ତ୍ତନ ଘଟିଛି। ଲୋକମାନେ ଏବେ ବିନା ଯୋଗାଯୋଗରେ ନିଜ କାମ ନିଜେ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହି ସମୟରେ ଏକ ସ୍ବତନ୍ତ୍ର ଏଟିଏମ୍ର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି…
କରୋନା ଚିକିତ୍ସା ପାଇଁ ବ୍ଲିଚିଂ ପାଉଡର, ହାର୍ପିକ୍ ପିଇବାକୁ ସରକାର ଦେଲେ ଅନୁମତି
ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାରିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଅନେକ ଦେଶ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। ରୁଷିଆ ଏଥିରେ ସଫଳ ହୋଇଥିବା ଘୋଷଣା ମଧ୍ୟ କରିସାରିଛି। ମାତ୍ର ଏବେ ବି ତା’ର…
ମେଦବହୁଳତା ଯୋଗୁ ଜେଲ ଯିବାରୁ ବର୍ତ୍ତିଗଲେ ବଳାତ୍କାରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କାନବେରା: ଅପରାଧୀ ଯେତେ ଚାଲାକ ହୋଇଥାଉ ନା କାହିଁକି ଆଇନ ହାତରେ ଦିନେ ନା ଦିନେ ସେ ଧରାପଡେ। ହେଲେ ଜଣେ ଅବରାଧୀ ନିଜର ମେଦବହୁଳତା ପାଇଁ ଜେଲ ଜିବାରୁ ବଞ୍ଚିତ ହୋଇଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।…
କରୋନା ସମୟରେ ମୃତ୍ୟୁ ବିଷୟରେ ଭାବିଲେ ଜୀବନ ହୋଇଯିବ ରଙ୍ଗହୀନ!
ବେଜିଂ: ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ପାଳନ…
ଭୟଙ୍କର ଅଗ୍ନି ଘୂର୍ଣ୍ଣିବଳୟ, ଚେତାବନୀ ଦେଲା ପାଣିପାଗ ବିଭାଗ
ଓ୍ବାଶିଂଟନ୍,୧୯ା୮: ଆମେରିକା ଜଙ୍ଗଲରେ ନିଆଁ ଲାଗିଯାଇଛି। ଏହି କାରଣରୁ ନିକଟରେ ଏକ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଆମେରିକାର କାଲିଫର୍ନିଆର ଲୟଲଟନ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ଜାତୀୟ ପାଣିପାଗ ବିଭାଗ ଏକ ଚେତାବନୀ…
ଚାଲିଥିଲା ଅନ୍ଲାଇନ୍ ବୈଠକ: କ୍ୟାମେରା ସମ୍ମୁଖରେ ଏମିତି କିଛି ଭୁଲ କରି ବସିଲେ ଦମ୍ପତି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ
ବ୍ରାସିଲିଆ,୧୯ା୮: କରୋନା ମହାମାରୀ ଯୋଗୁ ଅଧିକାଂଶ ଅଫିସ୍ ବନ୍ଦ ରହିଛି। ତେବେ ବନ୍ଦ ଥିବା ଅଫିସଗୁଡ଼ିକର କାର୍ଯ୍ୟ ପ୍ରାୟତଃ ଅନ୍ଲାଇନରେ କରାଯାଉଛି। ସମସ୍ତ ବୈଠକ ବା ସଭା ଅନ୍ଲାଇନ୍ ଭିଡିଓ କଲ୍ ମାଧ୍ୟମରେ କରାଯାଉଛି। ଏଭଳି ପରିସ୍ଥିତିରେ ଅନେକ ଲୋକ କ୍ୟାମେରା…
ଏକ ଛତ୍ରବାଦୀ ଶାସକ କିମ୍ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ
ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା କୁକୁର ରଖିବା ପୁଞ୍ଜିବାଦ ବିଚାରଧାରାର ପ୍ରତୀକ। ତେଣୁ କୁକୁରକୁ ହତ୍ୟା କରିବା ସହିତ ମାଂସ…
ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ବନ୍ଧକ
ବାମାକୋ, ୧୯।୮: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏବେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି। ସୈନ୍ୟ ବାହିନୀ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧ ବିଦ୍ରୋହ କରିଛନ୍ତି। ରାଷ୍ଟ୍ରପତି ଇବ୍ରାହିମ ବାଉବକର କିତା ଏବଂ ପ୍ରଧାନମନ୍ତ୍ରୀ ବାଇବୋ ସିସେଙ୍କୁ ବନ୍ଧକ ରଖିଛନ୍ତି ।…
Archives


