ପାମେଲାଙ୍କ ୫ମ ବିବାହ

ନୂଆଦିଲ୍ଲୀ,୨୯।୧: କାନାଡା-ଆମେରିକୀୟ ଅଭିନେତ୍ରୀ ତଥା ବଓ୍ବୋଚ୍‌ ଷ୍ଟାର ପାମେଲା ଆଣ୍ଡେରସନ ୫୩ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ଏହା ତାଙ୍କର ୫ମ ବିବାହ। ଏଥର ନିଜ ବଡିଗାର୍ଡ ଡେନ୍‌ ହେହର୍ଷ୍ଟଙ୍କୁ ବାହା ହୋଇଥିବା ପାମେଲା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଯେଉଁସ୍ଥାନରେ ତାଙ୍କ ମାତାପିତା ବିବାହ କରିଥିଲେ ସେହିଠାରେ ହିଁ ତାଙ୍କର ବାହାଘର ଆୟୋଜନ ହୋଇଥିଲା। ସେ ନିଜ ମନ ପସନ୍ଦର ବ୍ୟକ୍ତିଙ୍କ ହାତ ଧରିଥିବା ସାକ୍ଷାତ୍‌କାର ସମୟରେ କହିଛନ୍ତି। ୨୦୨୦ ଆରମ୍ଭରେ ହଲିଉଡ ଫିଲ୍ମ ନିର୍ମାତା ଜନ୍‌ ପିଟର୍ସଙ୍କୁ ବାହା ହୋଇଥିଲେ। ହେଲେ ମାତ୍ର ୧୨ ଦିନ ପରେ ହିଁ ଉଭୟେ ଅଲଗା ହୋଇଯାଇଥିଲେ। ପାମେଲା ଏକ କବିତାରେ ପିଟର୍ସଙ୍କୁ ‘ଅରିଜିନାଲ ବ୍ୟାଡ୍‌ ବଏ’ ବୋଲି ଦର୍ଶାଇଥିଲେ। ଏହା ପୂର୍ବରୁ ପାମେଲା ଟମ୍‌ ଲି, କିଡ୍‌ ରକ୍‌, ରିକ୍‌ ସାଲୋମୋନଙ୍କୁ ବିବାହ କରି ସେମାନଙ୍କଠାରୁ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ୨।୮: ସଂସଦରେ ଗୃହୀତ ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ବିଧେୟକକୁ ବିରୋଧ କରି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଅନିଶ୍ଚିତ କାଳ ପାଇଁ...

ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ,୧୩।୩(ପି.ଟି.): ଇରାନରେ ଅଟକିଥିବା ଭାରତୀୟ ପର୍ଯ୍ୟଟକମାନଙ୍କୁ ଫେରାଇଆଣିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନର ବିଭିନ୍ନ ପ୍ରଦେଶରେ ୬୦୦୦ରୁ...

କମଲା ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହେଁ, ଇଭାଙ୍କା ତାଙ୍କଠାରୁ ଭଲ: ଟ୍ରମ୍ପ

ଓ୍ବାଶିଂଟନ,୨୯।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାର ପ୍ରଚାର କର୍ଯ୍ୟରେ ବ୍ୟସ୍ତ ହୋଇ ଗଲେଣି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ସେ...

ଘରକୁ ଯିବା ପରେ ଜେଲ୍‌ ଫେରିବାକୁ ଅମଙ୍ଗ…

ନୂଆଦିଲ୍ଲୀ,୧୫।୪: ତିହାର ଜେଲ୍‌ର ୩ ହଜାର ୪୬୮ କଏଦୀଙ୍କର କୌଣସି ଖୋଜ ଖବର ମିଳୁନି l ଜେଲ୍‌ରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି...

ଫଡନବିସଙ୍କୁ ବିରୋଧୀ ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ଉଦ୍ଧବ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଆଉ ବିରୋଧୀ ଆସନରେ ବସିଛନ୍ତି...

‘ସଂରକ୍ଷଣ ବଦଳାଇବାକୁ ଚାହୁଁନାହାନ୍ତି ସରକାର’

ନୂଆଦିଲ୍ଲୀ,୨୪ା୪(ପି.ଟି.): ସଂରକ୍ଷଣ ସୁବିଧା ପାଇଆସୁଥିବା ଜାତି ତାଲିକାର ନା ସମୀକ୍ଷା କରାଯାଉଛି, ନା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ହେଉଛି। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା...

ମୋଦିଙ୍କ ନବରତ୍ନରେ ସ୍ଥାନ ପାଇବେ କିଏ?

ନୂଆଦିଲ୍ଲୀ, ୨୭।୫: ମେ ୩୦ରେ ଦେଶର ୧୭ତମ ଲୋକ ସଭାର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ତେବେ ମୋଦିଙ୍କ ରବରତ୍ନ ମନ୍ତ୍ରିମଣ୍ଡଳରେ କିଏ...

ମୋ ଜୀବନ ପ୍ରତି ବିପଦ ଅଛି: ଅର୍ଣ୍ଣବ ଗୋସ୍ୱାମୀ!

ମୁମ୍ବାଇ,୮ ।୧୧: ରିପବ୍ଲିକ ଟେଲିଭିଜନ ନେଟୱର୍କର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ପୋଲିସ...

Advertisement


Archives

Model This Week

Why Dharitri