ଅନ୍ତର୍ଜାତୀୟ

କରୋନା ଟିକା ନେଲେ ଲୋକେ ହୋଇଯିବେ କୁମ୍ଭୀର, ମହିଳାଙ୍କର ଉଠିବ ନିଶ ଦାଢ଼ି: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ କୁମ୍ଭୀର ହୋଇଯିବେ। ସେହିପରି ମହିଳାଙ୍କର ନିଶ ଦାଢ଼ି ଉଠିବ। ଏହାସହିତ କିଛି ପୁରୁଷଙ୍କ କଣ୍ଠସ୍ବର…

କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଡ. ମାଇକେଲ ରୟାନ ସୂଚନା ଦେଇଛନ୍ତି। ବିଶେଷଜ୍ଞ ଦଳ…

ପ୍ରଧାନମନ୍ତ୍ରୀଙ୍କ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ମୋଗାଦିସୁ,୧୯।୧୨: ସୋମାଲିଆରେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ହୁସେନ ରୋବେଲଙ୍କ ରାଲି ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ରୋବେଲ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏକ ଷ୍ଟାଡ଼ିୟମ୍‌ରେ କାର୍ଯ୍ୟକ୍ରମରେ ଯୋଗଦେବାର…

ଭୂତ ଡଙ୍ଗାରେ ଡ୍ରଗ୍ସ

ଓ୍ବାଶିଂଟନ,୧୯ା୧୨: ସମୁଦ୍ରରେ ବହୁ ସଂଖ୍ୟକ ‘ଭୂତ ଜାହାଜ’ ଅଛି। ଅତଳ ସାଗରରେ ଜାହାଜ ଓ ଡଙ୍ଗାଗୁଡ଼ିକରୁ ନାବିକମାନେ ରହସ୍ୟଜନକ ଭାବେ ଉଭାନ ହୋଇଯିବା ପଛରେ ଅନେକ କାହାଣୀ ଥାଏ। ପ୍ରତ୍ୟେକ କାହାଣୀ ସହ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରହେଳିକା ଜଡ଼ିତ ହୋଇ…

ଫସିଛନ୍ତି ହଜାରେ ଡ୍ରାଇଭର

ଟୋକିଓ,୧୯ା୧୨: ବରଫ ଝଡ଼ ଯୋଗୁ ଜାପାନର ବିଭିନ୍ନ ସ୍ଥାନରେ ବହୁ ଲୋକ ଫସିରହିଛନ୍ତି। ୧୦,୦୦୦ରୁ ଊର୍ଦ୍ଧ୍ୱ ଘରର ବିଦ୍ୟୁତ୍‌ ସଂଯୋଗ କଟିଯାଇଛି। ରାଜଧାନୀ ଟୋକିଓ ସହ ନିଗାଟାକୁ ସଂଯୋଗ କରୁଥିବା କାନେଟ୍‌ସୁ ଏକ୍ସପ୍ରେସ୍‌ଓ୍ବେ ବରଫ ଦ୍ୱାରା ଆଚ୍ଛାଦିତ ହୋଇଛି। ସେଠାରେ ବୁଧବାର…

୧୨ ବର୍ଷର ବାଳକ ସ୍କୁଲ୍‌ ଟଏଲେଟ୍‌ରେ କରୁଥିଲେ ପାର୍ଟି, ଆଉ ତା ପରେ

ଇଂଲଣ୍ଡର ଜଣେ ୧୨ ବର୍ଷର ବାଳକ ସମସ୍ତ ସାମଗ୍ରୀ ସହିତ ବିଦ୍ୟାଳୟର ବାର୍ଥରୁମରେ ଏକ ପାର୍ଟିର ଆୟୋଜନ କରିଥିଲା। ଡିସ୍କୋ ଲାଇଟ, ସ୍ପିକର ଏବଂ ଡିଜେ ସେଟ୍‌ ସହିତ, କାଲ ବେଲ ନାମକ ଏହି ବାଳକ ତାଙ୍କ ସ୍କୁଲ ପିଲାମାନଙ୍କ ପାଇଁ…

ସୁଇଜରଲାଣ୍ଡର ସଂସଦରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ଜେନେଭା, ୧୮।୧୨- ସମଲିଙ୍ଗୀ ଦମ୍ପତିଙ୍କ ବିବାହକୁ ମଞ୍ଜୁରୀ ଦେବା ପାଇଁ ସୁଇଜରଲ୍ୟାଣ୍ଡର ସଂସଦରେ ଶୁକ୍ରବାର ଦିନ ଏକ ବିଲ ପାରିତ ହୋଇଛି। ୟୁରୋପର ଏହି ଦେଶରେ ସମଲିଙ୍ଗୀ ବିବାହ ଆଇନଗତ ନୁହେଁ। ମାତ୍ର ସଂସଦରେ ବିଲ ପାରିତ ହେବା ଦ୍ୱାରା ଅନ୍ୟ…

ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥ ନଦୀ ଜଳକୁ ପ୍ରଦୂଷିତ କରିଥାଏ। ଏହି ପ୍ରଦୂଷଣ ନଦୀର ମାଛ ପାଇଁ…

ଏହି ମହାଦେଶରେ ୩ ମାସ ମଧ୍ୟରେ ୩୦୦୦୦ ଥର ହୋଇଛି ଭୂକମ୍ପ

ଆମ ପୃଥିବୀରେ ୭ଟି ମହାଦେଶ ରହିଛି। ଏଥିମଧ୍ୟରୁ ଗୋଟିଏ ମହାଦେଶରେ ଗତ ତିନି ମାସ ମଧ୍ୟରେ ୩୦ ହଜାରରୁ ଅଧିକ ଭୂକମ୍ପ ହୋଇଥିବା ଚିଲିର ବୈଜ୍ଞାନିକମାନେ କହିଛନ୍ତି। ଅଗଷ୍ଟ ଶେଷରୁ ଏହି ମହାଦେଶରେ ହଜାର ହଜାର ଭୂକମ୍ପ ଘଟିଛି। ଏଥିମଧ୍ୟରୁ ରିକ୍ଟର…

ଚନ୍ଦ୍ରରୁ ମାଟି ଆଣିଲା ଚାଇନା

ବେଜିଂ, ୧୮।୧୨: ଚାଇନାର ମହାକାଶଯାନ ଚାଙ୍ଗ’ଇ-୫ ଚନ୍ଦ୍ରପୃଷ୍ଠରୁ ମାଟି ନମୁନା ସଂଗ୍ରହ କରି ଗୁରୁବାର ପୃଥିବୀକୁ ଫେରଛିି। ଚାଇନା ଡିସେମ୍ବର ୨ରେ ରୋବଟ ସହ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠର ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରାଇଥିଲା। ଚାଇନା ନ୍ୟାଶନାଲ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ସିଏନ୍‌ଏସ୍‌ଏ)…

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ କରୋନା

ଫ୍ରାନ୍ସ,୧୭।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ଏ ନେଇ ଗୁରୁବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଇମାନୁଏଲ କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ରହିଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍‌ ଟେଷ୍ଟ…

କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ ପୀଡ଼ିତ ଥିବାରୁ ତାଙ୍କର ଅପରେଶନ ହୋଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri