ପାକିସ୍ତାନ ପାଇଁ ବିପଦ ଘଣ୍ଟି: ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ ରୁଷ
ମସ୍କୋ,୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ)ରେ ଯୋଗ ଦେବାକୁ ପାଇଁ ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ…
୧୬ ହଜାର ଲୋକଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଶେଷରେ ଆଖିବୁଜିଲେ
କାମ୍ବୋଡିଆ,୪।୯: ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କ ଶାସନ କାଳରେ କାମ୍ବୋଡିଆର ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ପୂର୍ବତନ ଜେଲର କିଆଙ୍ଗ ଗୁୟେକ ଇୟାଭ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା…
୪୨ କର୍ମଚାରୀଙ୍କ ସହ ଜାହାଜ ବୁଡ଼ିଲା
ଟୋକିଓ,୪ା୯:୫,୮୦୦ ଗାଈ ଓ ୪୨ କର୍ମଚାରୀଙ୍କୁ ନେଇ ଚାଇନା ଯାଉଥିବା ଏକ ଜାହାଜ ଜାପାନ ଉପକୂଳରେ ବୁଡ଼ିଯାଇଛି। ବୁଡ଼ିଯିବା ପୂର୍ବରୁ ଉକ୍ତ ଜାହାଜ ବିପଦରେ ଥିବା ନେଇ ସୂଚନା ପଠାଇଥିଲା। ବିପଦର କାରଣ ଜଣାପଡି ନ ଥିଲେ ହେଁ ଝଡ଼ତୋଫାନ ଯୋଗୁ…
ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ, ହାତ ମିଳାଇବାକୁ ବଢାଇବାରୁ ଏମିତି ଦେଲେ ଉତ୍ତର
ମସ୍କୋ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ)ରେ ଯୋଗ ଦେବାକୁ ପାଇଁ ବୁଧବାର ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିବେ। ଏହି ସମୟରେ…
କରୋନାକୁ ଫୁ: ମ୍ୟୁଜିକ୍ ଫେଷ୍ଟିଭାଲରେ ନାଚିଲେ ଲୋକେ…
ଲଣ୍ଡନ, ୩।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ବ୍ରିଟେନ୍ରେ ଲୋକେ କରୋନା ସଂକ୍ରମଣକୁ ଫୁ ମନେକରି ୪୪ତମ ଓ୍ବେଲେ ଆର୍ଥ ଫେୟାରରେ ଯୋଗଦେଇ ମନଇଛା ନାଚିଛନ୍ତି। ଏହି ଉତ୍ସବ ଗୁଏର୍ନେସେ ଦ୍ୱୀପରେ…
ଜାତିସଂଘରେ ପାକିସ୍ତାନ ମୁହଁ ପଡ଼ିଲା କଳା
ଜେନେଭା, ୩।୯: ଜାତିସଂଘରେ ପାକିସ୍ତାନର ମୁହଁ କଳା ପଡ଼ିଯାଇଛି। ୨ ଜଣ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ସୁରକ୍ଷା ପରିଷଦରେ ପାକିସ୍ତାନ କରିଥିବା ଦାବି ଖାରଜ ହୋଇଯାଇଛି। ଆମେରିକା, ବ୍ରିଟେନ୍ ସମେତ ଅନ୍ୟ ଦେଶ ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏନେଇ…
ଏନ୍-୯୫ ମାସ୍କ-ଫେସ୍ଶିଲ୍ଡ୍ ବି ଦେଉନି ସୁରକ୍ଷା: ଲୋକେ ହେଉଛନ୍ତି ଆକ୍ରାନ୍ତ
ନୂଆଦିଲ୍ଲୀ/ଓ୍ବାଶିଂଟନ, ୩।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସୁରକ୍ଷା ପାଇଁ ଲୋକଙ୍କୁ ଏନ୍-୯୫ ମାସ୍କ ଏବଂ ଫେସ୍ ଶିଲ୍ଡ ବ୍ୟବହାର କରାଯିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଏସବୁ ମଧ୍ୟ ଆବଶ୍ୟକ ସୁରକ୍ଷା…
ଲସ୍ ଏଞ୍ଜେଲସ୍ରେ ବିକ୍ଷୋଭ
ଲସ୍ ଏଞ୍ଜେଲସ୍,୩ା୯: ପୋଲିସ ଗୁଳିରେ କୃଷ୍ଣକାୟଙ୍କ ମୃତ୍ୟୁ ଘଟଣାରେ ଲସ୍ ଏଞ୍ଜେଲସ୍ରେ ବିକ୍ଷୋଭ ଜୋର୍ଦାର ହୋଇଛି। ମଙ୍ଗଳବାର ବିକ୍ଷୋଭକାରୀ ଦକ୍ଷିଣ ଲସ୍ ଏଞ୍ଜେଲସ୍ରେ ଏକତ୍ର ହୋଇ ପୋଲିସ ଗୁଳିରେ ମୃତ୍ୟୁ ଘଟଣା ଉପରେ ଉତ୍ତର ଦାବି କରିଥିଲେ। ସୋମବାର କୃଷ୍ଣକାୟ ଯୁବକ…
ବାଂଲାଦେଶ ଶରଣରେ ପଶିଲା ନେପାଳ
କାଠମାଣ୍ଡୁ,୨।୯: ନେପାଳ ଏବେ ବାଂଲାଦେଶ ଶରଣରେ ପଶିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ୫୦ ହଜାର ଟନ୍ ୟୁରିୟା ଫର୍ଟିଲାଇଜର୍ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ନେପାଳରେ ୟୁରିୟାର ଅଭାବ ଯୋଗୁ ଚାଷୀମାନେ ଅସୁବିଧାର…
କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପଡିଲା ମହଙ୍ଗା, ଯୁବକଙ୍କୁ ମିଳିଲା ଏମିତି ଦଣ୍ଡ
କ୍ୱାରାଣ୍ଟାଇନରୁ ଲୁଚି ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କରୋନା ନିୟମ ଭାଙ୍ଗିଥିବାରୁ ତାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ହୋଇଛି। ଅଷ୍ଟ୍ରେଲିଆର ପର୍ଥ ଏଭଳି ଘଟଣା ଘଟିଛି। ୩୧ ବର୍ଷୀୟ ଯୁବକ ୟୁସଫଙ୍କୁ ସୀଡ୍ନୀରୁ ପର୍ଥ…
୬୨ଠୁ ଟପିବ ଭାରତର କ୍ଷତି
ବେଜିଂ,୨ା୯: ଭାରତର ସୁବିଧାବାଦୀ ପଦକ୍ଷେପକୁ ଚାଇନା ଦୃଢ଼ହସ୍ତରେ ଦମନ କରିବା ଜରୁରୀ। ଚାଇନା-ଭାରତ ସୀମା ବିବାଦର ସମାଧାନ ଦୁଇଦେଶ ମଧ୍ୟରେ ହେବା ଆବଶ୍ୟକ। ଏହି କ୍ଷେତ୍ରରେ ଆମେରିକାର ସମର୍ଥନ ମିଳିବ ବୋଲି ଭାରତ ଭୁଲ୍ ଧାରଣାରେ ରହିବା ଅନୁଚିତ। ଓ୍ବାଶିଂଟନ ଭାରତକୁ…
ଭାରତକୁ ଧମକ ଦେଉଛି ଚାଇନା ଗଣମାଧ୍ୟମ!
ବେଜିଂ,୧।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ତେବେ ଏହାକୁ କମ୍ କରିବାକୁ ବ୍ରିଗେଡ କମାଣ୍ଡର ସ୍ତରରେ ଆଲୋଚନା କରାଯାଉଛି। ଅନୁମାନ କରାଯାଉଛି କି ଏହି ସମୟରେ ପୋଙ୍ଗୟାଙ୍ଗ ହ୍ରଦର ଦକ୍ଷିଣ ଉପକୂଳର ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ।…
Archives


