ପ୍ରୀତି ସୁଦନ ଡବ୍ଲୁଏଚ୍ଓର ସ୍ବତନ୍ତ୍ର ଦଳରେ ସାମିଲ
ଜେନେଭା/ନୂଆଦିଲ୍ଲୀ, ୬।୯: ପୂର୍ବତନ ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ସ୍ବତନ୍ତ୍ର ଦଳରେ ସାମିଲ ହୋଇଛନ୍ତି। କରୋନା ମହାମାରୀର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସମ୍ପର୍କରେ ଏହି ସ୍ବତନ୍ତ୍ର ଦଳ କାର୍ଯ୍ୟ କରିବ। ଏହି ୧୧ ଜଣିଆ ଦଳକୁ ନ୍ୟୁଜିଲାଣ୍ଡର…
ରାଜକୁମାରୀ ଡାଏନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ: ନେଟଫ୍ଲିକ୍ସ ସହ ହେବ ଚୁକ୍ତି !
ଲଣ୍ଡନ,୬।୯: ପ୍ରିନ୍ସ ହ୍ୟାରି ଓ ତାଙ୍କ ସହଧର୍ମିଣୀ ମେଗନ ମାର୍କେଲ ରାଜକୁମାରୀ ଡାଏନାଙ୍କ ଜୀବନିକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ନେଟଫ୍ଲିକ୍ସ ସହ କଥା ହେବାକୁ ସେମାନେ ପ୍ରସ୍ତୁତ ହୋଇ ସାରିଲେଣି। ଏହି ଡକ୍ୟୁମେଣ୍ଟାରୀ…
ପାକିସ୍ତାନରେ ସୁରକ୍ଷିତ ନୁହେଁ ଖବରଦାତା
ଇସ୍ଲାମାବାଦ,୬।୯: ପାକିସ୍ତାନରରେ ଶନିବାର ଜଣେ ମହିଳା ଖବରଦାତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଶାହିନା ଶାହିନ ବଲୋଚ ନାମକ ଉକ୍ତ ଖବରଦାତା ଜଣକ ଏକ ସରକାରୀ ଟେଲିଭିଜନ ଚ୍ୟାନେଲରେ ଖବରଦାତା ସହ ଆଙ୍କର ଭାବେ କାମ କରୁଥିଲେ। କିଛିଦିନ…
ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ୍ କଲେ ରାଜନାଥ
ତେହେରାନ,୬।୯: ପ୍ରତିରକ୍ଷମାନ୍ତ୍ରୀ ରାଜନାଥ ସିଂ ରବିବାର ଇରାନ ପ୍ରତିରକ୍ଷାମନ୍ତ୍ରୀ ବ୍ରିଗେଡିୟର ଜେନରାଲ ଅମିର ହତାମିଙ୍କୁ ତେହରାରେ ସାକ୍ଷାତ୍ କରିଛନ୍ତି। ଉଭୟଙ୍କ ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରାଜନାଥ ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଆଫଗାନିସ୍ତାନ ସମେତ ସୀମା…
ରାଜନୈତିକ ଚାପ ଆଗରେ ନୋଇବେନି ଆମେରିକା ଔଷଧ କମ୍ପାନୀ: ସୁରକ୍ଷା ପ୍ରମାଣ ପରେ ଆସିବ କରୋନା ଟୀକା
ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୯: ଆମେରିକାରେ ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଶୀଘ୍ର କରୋନା ଟୀକା ବଜାରକୁ ଆଣିବା ପାଇଁ ରାଜନୈତିକ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଏହାଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରାଯିବାର ଆଶା ରହିଛି। ତେବେ କୌଣସି ରାଜନୈତିକ ଚାପ…
ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ହାଇସେନ୍’: ଜାପାନରେ ହାଇ ଆଲର୍ଟ ଜାରି
ଟୋକିଓ,୬।୯: ଦକ୍ଷିଣ ଜାପାନର ସକିନାଓ୍ବା ଦ୍ୱୀପ ଆଡକୁ ମୁହାଁଉଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ହାଇସେନ୍’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା କରାଯାଇ ସେଠାକାର ଲୋକଙ୍କୁ ସତର୍କ କରାଯାଇଛି। ଜାପାନ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ହାଇସେନ୍’ ଜାପାନରେ…
ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ
ଓ୍ବାଶିଂଟନ,୫।୯: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୋଦି ମୋର ବନ୍ଧୁ ଓ ସେ ଜଣେ ମହାନ…
ମୋ ଭଳି ମୋ ଝିଅପୁଅ ବି ଭାରତ ବିଷୟରେ ବହୁତ ଚିନ୍ତା କରନ୍ତି: ଟ୍ରମ୍ପ
ଓ୍ବାଶିଂଟନ,୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରର ଭାରତ ପ୍ରେମ ସମ୍ପର୍କରେ କହିଛନ୍ତି। ଟ୍ରମ୍ପଙ୍କ ମତରେ ତାଙ୍କ ଭଳି ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ, ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଓ ତାଙ୍କ ସାଥି କିମ୍ବର୍ଲି ଗିଲପୟ ଭାରତ ସମ୍ପର୍କରେ…
ମାସ୍କ ନ ପିନ୍ଧିଲେ କରୋନାରେ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ: ଆମେରିକା
ଓ୍ବାଶିଂଟନ,୫।୯: କରୋନା ସଂକ୍ରମଣ ଆମେରିକାର ସ୍ଥିତିକୁ ବିଗାଡିବାରେ ଲାଗିଛି। ଏବେ ଆମେରିକାର ଡାଟା ବିଶ୍ଳେଷଣର କେତେଜଣ ବିଶେଷଜ୍ଞ କହିଛନ୍ତି ଯଦି ଆମେରିକାରେ ଲୋକ ମାସ୍କ ନ ପିନ୍ଧିବେ ତେବେ ଚଳିତ ବର୍ଷ କରୋନା ସଂକ୍ରମଣରେ ୪ ଲକ୍ଷ ୧୦ ହଜାର ଲୋକଙ୍କ…
ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଆସିବନି କରୋନା ଟିକା: ଡବ୍ଲୁଏଚ୍ଓ
ଜେନେଭା,୪।୯: କରୋନା ଟିକାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ)ଏକ ନୂଆ ବୟାନ ଜାରି କରିଛି। ଡବ୍ଲୁଏଚ୍ଓ କହିଛି ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହୋଇପାରିବ ନାହିଁ। ଡବ୍ଲୁଏଚ୍ଓର ପ୍ରବକ୍ତା ମାଗରିଟ ହ୍ୟାରିସ କହିଛନ୍ତି ବିଶ୍ୱରେ ଯେତେସବୁ ଟିକା…
ଚାଇନା ବିମାନକୁ ତାଇଓ୍ବାନ ଖସାଇବା ଖବର ମିଛ: ଚାଇନା
ବେଜିଂ,୪।୯: ଚାଇନାର ଏକ CCP SU-35 ବିମାନକୁ ତାଇଓ୍ବାନ ଖସାଇ ଦେଇଥିବା ଖବର ଶୁକ୍ରବାର ସକାଳେ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା। ହେଲେ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିଛି ଚାଇନାର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଗଣମାଧ୍ୟମର…
ଡରିଗଲା ଚାଇନା
ମସ୍କୋ,୪।୯: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍ଏସି) ରେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ ଚାଇନା ସେନାବାହିନୀ ମୁହାଁମୁହିଁ ହୋଇଛନ୍ତି। ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ବୁଝାମଣା ମାଧ୍ୟମରେ ଏହି…
Archives


