ଇଟାଲୀ ରାଷ୍ଟ୍ରଦୂତଙ୍କୁ ହତ୍ୟା

ରୋମ୍‌, ୨୩ା୨: ଡେମୋକ୍ରାଟିକ୍‌ ରପବ୍ଲିକ ଅଫ୍‌ କଙ୍ଗୋରେ ଇଟାଲୀ ରାଷ୍ଟ୍ରଦୂତ ଲୁକା ଆଟେନେସିଓଙ୍କୁ ସୋମବାର ହତ୍ୟା କରାଯାଇଛି। ଏ ନେଇ ଇଟାଲୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଟେନେସିଓ ଜାତିସଂଘର ଏକ କନ୍‌ଭେରେ ଯାଉଥିବାବେଳେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ସହ ଥିବା ଜଣେ ଇଟାଲୀ ସୈନିକଙ୍କ ମଧ୍ୟ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ।...

ମେଡିସିନ ପାଇଁ ଏହି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୫।୧୦- ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଆମେରିକାର ହାର୍ଭେ ଜେ ଅଲଟର, ବ୍ରିଟିଶ ବୈଜ୍ଞାନିକ ମାଇକେଲ...

ରୁଷିଆ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ କରୋନା ଟିକା

ମସ୍କୋ,୧୧।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି ଦେଶରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି।...

କରୋନା ସଙ୍କଟ: ୮୬ ପ୍ରତିଶତ ଭାରତୀୟଙ୍କୁ ଘାରିଛି ଚାକିରି ହରାଇବା ଭୟ

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ପୃଥିବୀ ସହିତ ବହୁ ଦେଶର ଆର୍ଥିକ ମାନଦଣ୍ଡକୁ କରୋନା ଦୋହଲାଇ ଦେଇଛି।...

୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କଠାରୁ କରୋନା ବ୍ୟାପିବାର ସମ୍ଭାବନା ଅଧିକ !

ଓ୍ବାଶିଂଟନ,୩୧।୭: କରୋନା ମହାମାରୀ ଏବେ ଭୟଙ୍କର ରୂପ ନେଇଥିବା ବେଳେ କେତେକ ସ୍ଥାନରେ ଏହା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଥିବା କୁହାଯାଉଛି। ଏଭଳି ସମୟରେ ଜେଏଏମ୍‌ଏ...

ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌...

ଏଡସ୍‌ ମହାମାରୀ: ଆରୋଗ୍ୟ ନ ହେଲେ ବି ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ...

କ୍ୟାପିଟଲରେ ଦଙ୍ଗା: ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ, ୮।୧:ସର୍ବପୁରାତନ ଗଣତାନ୍ତ୍ରିକ ଦେଶର ଇତିହାସରେ ଯୋଡ଼ିହୋଇଛି କଳଙ୍କିତ ଅଧ୍ୟାୟ। କ୍ଷମତା ଲୋଭ ପାଇଁ ଶକ୍ତିଶାଳୀ ଦେଶ ଆମେରିକା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଶେଷ...

Play 250+ Trending Games
Archives

Model This Week

Why Dharitri