ଲେଡି ଗାଗାଙ୍କ ୨ କୁକୁର ଚୋରି, ୩.୬୫ ପୁରସ୍କାର କଲେ ଘୋଷଣା

ଲସ ଆଞ୍ଜେଲସ,୨୬।୨: ଆମେରିକାର ଲସ ଆଞ୍ଜେଲସରେ ରହୁଥିବା ପପ ଗାୟିକା ଲେଡି ଗାଗାଙ୍କ କୁକୁର ପାଳକ ରୟାନ ଫିସରଙ୍କୁ ଗୁଳି କରି ତାଙ୍କର ଦୁଇଟି ଫ୍ରେଞ୍ଚ ବୁଲଡଗକୁ ମଧ୍ୟ ଚୋରି କରିନିଆଯାଇଛି। ଲସ ଆଞ୍ଜେଲସ ପୋଲିସ କହିଛି ଯେ, ୩୦ ବର୍ଷ ବୟସ୍କ ରୟାନ ୩ଟି କୁକୁରକୁ ବୁଲାଇବାକୁ ନେଇଥିବାବେଳେ ଜଣେ ବନ୍ଧୁକଧାରୀ ଆସି ଗୁଳି ମାରି କୁକୁରକୁ ଧରି ପଳାଇଥିଲେ। ଗୋଟିଏ କୁକୁର ସେଠୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। ଲେଡି ଗାଗା ତାଙ୍କ କୁକୁର କୋଜି ଏବଂ ଗୁସ୍ତାଭଙ୍କ ପାଇଁ ପାଞ୍ଚ ଲକ୍ଷ ଡଲାର (୩.୬୫ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଛନ୍ତି। ଫ୍ରେଞ୍ଚ ବୁଲଡଗଗୁଡିକ ମହଙ୍ଗା ଏବଂ ପ୍ରତିଷ୍ଠିତ ପ୍ରଜାତିର, ଯାହାର ମୂଲ୍ୟ ହଜାରେ ଡଲାର। ଲେଡି ଗାଗାଙ୍କ ପୋଷା କୁକୁରଙ୍କୁ କାହିଁକି ଟାର୍ଗେଟ କରାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଲେଡି ଗାଗାଙ୍କ ମୁଖପାତ୍ର ଏହା ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇନାହାଁନ୍ତି। ଲେଡି ଗାଗା ଏବେ ଶୁଟିଂ ପାଇଁ ରୋମରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ, ୨୧।୭: ରୁଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି…

ୟୁକ୍ରେନରେ ବଡ଼ ଦୁର୍ଘଟଣା: ଓଡ଼େଶା ବନ୍ଦରରେ ଜାହାଜ ଉପରେ ଆକ୍ରମଣ, ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୭: ୟୁକ୍ରେନର ଓଡ଼େଶା ବନ୍ଦରରୁ ବାହାରୁଥିବା ଏକ ବାଣିଜି୍ୟକ ଜାହାଜ ‘MV ଗୋଲଡେନ ଲିଓ’ (MV Golden Leo) ଉପରେ ହୋଇଛି ଭୟଙ୍କର ଆକ୍ରମଣ। ଏହି ଆକ୍ରମଣରେ…

‘ସଂସଦ ଚଲୋ’ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୨୦ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ସୋମବାର ଧାରଣା ଦିଆଯାଇଥିଲା। ଏହି ଅବସରରେ ସିଜେପି…

FIFA ଫାଇନାଲରେ ହାରିବା ପରେ ଆର୍ଜେଣ୍ଟିନାରେ ଦଙ୍ଗା, ପୋଲିସକୁ ପଥର ମାଡ

ନୂଆଦିଲ୍ଲୀ,୨୦।୭: ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍ ଠାରୁ ଦଳର ପରାଜୟ ପରେ ଆର୍ଜେଣ୍ଟିନାରେ ଦଙ୍ଗା ଆରମ୍ଭ ହୋଇଛି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସି ତାଙ୍କ ଶେଷ ବିଶ୍ୱକପ୍…

ଫିଫା ବିଶ୍ୱକପ ଟ୍ରଫି ପ୍ରଦାନ କରିବା ପରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ କାହିଁକି ମଞ୍ଚ ଛାଡିଲେ ନାହିଁ? ଏବେ ହେଉଛନ୍ତି ଟ୍ରୋଲ

ନ୍ୟୁୟର୍କ,୨୦।୭: ଆମେରିକାର ନ୍ୟୁ ଜର୍ସୀରେ ଅନୁଷ୍ଠିତ ଫିଫା ବିଶ୍ୱକପ 2026 ଫାଇନାଲରେ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ…

ଖୁସି ଖବର ଦେଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୦।୭: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘରେ ଖୁସି ଆସିଛି। ତାଙ୍କ ପତ୍ନୀ, ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସ, ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri