ଅନ୍ତର୍ଜାତୀୟ

କରୋନାରେ ମୃତ ୫ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଇଡେନ୍‌

ୱାଶିଂଟନ,୨୩ ।୨: କରୋନା ମହାମାରୀରେ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଆମେରିକାରେ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା ଆମେରିକାବାସୀଙ୍କ ପାଇଁ ସବୁଠାରୁ ବଡ ଦୁଃଖଦ ସମୟ ବୋଲି କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ…

ଇଟାଲୀ ରାଷ୍ଟ୍ରଦୂତଙ୍କୁ ହତ୍ୟା

ରୋମ୍‌, ୨୩ା୨: ଡେମୋକ୍ରାଟିକ୍‌ ରପବ୍ଲିକ ଅଫ୍‌ କଙ୍ଗୋରେ ଇଟାଲୀ ରାଷ୍ଟ୍ରଦୂତ ଲୁକା ଆଟେନେସିଓଙ୍କୁ ସୋମବାର ହତ୍ୟା କରାଯାଇଛି। ଏ ନେଇ ଇଟାଲୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଟେନେସିଓ ଜାତିସଂଘର ଏକ କନ୍‌ଭେରେ ଯାଉଥିବାବେଳେ ତାଙ୍କ ଗାଡ଼ି ଉପରେ ଆକ୍ରମଣ…

ଘାତକ ସାଜିଲା ସେନା

ୟାଙ୍ଗୁନ/ନେପିତାଉ,୨୨ା୨: ମ୍ୟାନ୍‌ମାରରେ କ୍ଷମତା ପରିବର୍ତ୍ତନ ପରେ ସାମରିକ ସରକାରଙ୍କ ଦମନମୂଳକ ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନ ଜାରି ରହିଛି। ବିକ୍ଷୋଭ ପ୍ରଦର୍ଶନକାରୀମାନେ ପଛଘୁଞ୍ଚା ଦେଇନାହାନ୍ତି କି ଧୈର୍ଯ୍ୟ ହରାଇନାହାନ୍ତି। ଦେଶର ଦ୍ୱିତୀୟ ବଡ଼ ସହର ମାଣ୍ଡଲେରେ ସୁରକ୍ଷା ବଳ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି…

୨୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଫେଲ ହୋଇଗଲା ଇଞ୍ଜିନ

ଡେନଭର(ଆମେରିକା), ୨୧।୨: ଆମେରିକାର ଡେନଭର ବିମାନ ବନ୍ଦରରୁ ୨୩୧ ଯାତ୍ରୀ ଓ ୧୦ କ୍ରୁ ମେମ୍ବରଙ୍କୁ ନେଇ ହାଓ୍ବାଇ ଅଭିମୁଖେ ଶନିବାର ଉଡ଼ାଣ ଆରମ୍ଭ କରିଥିଲା ଫ୍ଲାଇଟ୍‌ ୟୁଏ୩୨୮। ମଝି ଆକାଶରେ ଥିବାବେଳେ ବିମାନର ଏକ ଇଞ୍ଜିନ ସମ୍ପୂର୍ଣ୍ଣ ଫେଲ ହୋଇଯାଇଥିଲା।…

ଯୁଦ୍ଧ ବିମାନ ଦୁର୍ଘଟଣା: ୭ ଯବାନ ମୃତ

ଆବୁଜା,୨୧।୨: ନାଇଜେରିଆର ରାଜଧାନୀ ଆବୁଜା ନିକଟରେ ରବିବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବାୟୁସେନା ମୁଖପାତ୍ର କହିଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପାଇଲଟ ଇଞ୍ଜିନରେ ତ୍ରୁଟି…

ଅଧିକ ସୁନ୍ଦରୀ ହୋଇଥିବାରୁ ପଦରୁ ଇସ୍ତଫା ଦେବାକୁ କରାଯାଉଛି ବାଧ୍ୟ

ଅଧିକ ସୁନ୍ଦରୀ ହେବା ମଧ୍ୟ ଚିନ୍ତାର କାରଣ ହୋଇପାରେ। ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏଭଳି ଏକ ଘଟଣା ରୋମାନିଆରେ ଘଟିଛି। ରୋମାନିଆର ବିଉଟି କୁଇନ କ୍ଲାଉଡିଆ ଆର୍ଡେଲିନଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ଚାପ ପକାଯାଉଛି। ଏହାର…

ପକ୍ଷୀଙ୍କ ପରେ ଏବେ ମଣିଷ ବି ବାର୍ଡ ଫ୍ଲୁର ଶିକାର, ଏହି ଦେଶରେ ଦେଖିବାକୁ ମିଳିଲା ପ୍ରଥମଥର

ଓ୍ବାଶିଂଟନ,୨୧।୨: ବର୍ତ୍ତମାନ ସୁଦ୍ଧା ଆପଣ ଶୁଣି ଆସିଥିବେ ବାର୍ଡ ଫ୍ଲୁ କେବଳ ପଶୁପକ୍ଷୀଙ୍କୁ ହୋଇଥାଏ। ମାତ୍ର ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଭାଇରସ ମଣିଷଠାରେ ଦେଖିବାକୁ ମିଳିଛି। ଯାହା ସତ। ରୁଷିଆର ଜଣେ ବ୍ୟକ୍ତିଙ୍କଠାରେ ଏହି ଭାଇରସ ଦେଖିବାକୁ ମିଳିଛି।…

ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହେଲା ବିରଳ ହଳଦିଆ ପେଙ୍ଗୁଇନ୍‌!

ତିବଲିସି,୨୧ ।୨: ପେଙ୍ଗୁଇନ୍ ସାଧାରଣତଃ ଧଳା ଓ କଳା ରଙ୍ଗର ହୋଇଥିବା ବେଳେ ସେମାନଙ୍କ ବେକ ନିକଟରେ ଏକ ହଳଦିଆ ପ୍ୟାଚ ଥାଏ । କିନ୍ତୁ ଦକ୍ଷିଣ ଜର୍ଜିଆର ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ହଳଦିଆ ରଙ୍ଗର ଏକ ପେଙ୍ଗୁଇନର ଚିତ୍ର ଉତ୍ତୋଳନ…

ମଝି ଆକାଶରେ ବିମାନରେ ଅଗ୍ନିକାଣ୍ଡ

କୋଲରାଡୋ,୨୧।୨: ଆମେରିକାରେ ମଝି ଆକାଶରେ ଏକ ବୋଇଙ୍ଗ୍‌-୭୭୭ ବିମାନରେ ଅଗ୍ନିକାଣ୍ଡ ଘଟିଛି। ୟୁନାଇଟେଡ୍‌ ଏୟାର ଲାଇନ୍ସର ବିମାନ ନମ୍ବର-୩୨୮ ବିମାନଟି ଡେନଭେର ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ହୋନୋଲୁଲୁୂ ଅଭିମୁଖେ ଯାତ୍ରା କରୁଥିଲା। ୧୨ ଟା ୪୯ରେ ଏହା ଯାତ୍ରା ଆରମ୍ଭ କରିଥିଲା।…

ଭାରତକୁ ପ୍ରଶଂସା କଲା ଜାତିସଂଘ

ଜେନେଭା,୨୧।୨: ଜାତିସଂଘ ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ଭାରତ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍‌ ଏଭଳି କରିଛନ୍ତି। ଭାରତ ଜାତିସଂଘ ଶାନ୍ତି ବାହିନୀଙ୍କ ପାଇଁ ୨ ଲକ୍ଷ୨୯ ହଜାରରୁ ଅଧିକ କରୋନା ପ୍ରତିଷେଧକ ଟିକା ପଠାଇଛି। ଏସମ୍ପର୍କରେ…

୫୨ ତିମି ମୃତ

ଜାକର୍ତ୍ତା, ୨୧ା୨: ଇଣ୍ଡୋନେସିଆ ସମୁଦ୍ର କୂଳରୁ ୫୨ ତିମିର ମୃତଦେହ ମିଳିଛି। ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି। ଗୁରୁବାର ଇଣ୍ଡୋନେସିଆର ଇଷ୍ଟ ଜାଭା ପ୍ରାନ୍ତ ମଦୁରା ଆଇଲାଣ୍ଡରେ ଫିନ୍‌ଡ ପାଇଲଟ୍‌ ଶ୍ରେଣୀର ତିମିଗୁଡ଼ିକ ସମୁଦ୍ର କୂଳକୁ…

୮୭ ଟଙ୍କାରେ ରାଜମହଲ ବିକିଦେଲେ ରାଜକୁମାର, ରାଜା ଆଣିଲେ ଅଭିଯୋଗ

ବର୍ଲିନ,୨୦।୨: ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍‌ କରିଛନ୍ତି। ଜର୍ମାନ ସହରର ହନୋଓ୍ବରର ରାଜା ଅର୍ନଷ୍ଟ ଅଗଷ୍ଟ ନିଜର ୧୩୫ କୋଠରି ବିଶିଷ୍ଟ ‘ମ୍ୟାରିନବର୍ଗ’ମହଲକୁ ୨୦୦୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri