ଅନ୍ତର୍ଜାତୀୟ

ବାଇଡେନ୍‌ ପ୍ରଶାସନର ପ୍ରଥମ ଏୟାରଷ୍ଟାଇକ୍‌

ୱାଶିଂଟନ,୨୬।୨: ପୂର୍ବ ସିରିଆରେ ଥିବା ଆତଙ୍କବାଦୀ ଗଡରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଏହି ଏୟାରଷ୍ଟାଇକ୍‌ କରାଯାଇଛି। ପୂର୍ବ ସିରିଆରେ ଅବସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ସୀମିତ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଆମେରିକା…

ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ କଲେ ଦମ୍ପତି, ଦେବାକୁ ପଡ଼ିଲା ଏତିକି ଜରିମାନା

ବେଜିଂ,୨୬।୨: ଚାଇନାର ଏକ ଦମ୍ପତି ଚାଇଲ୍ଡ ପଲିସି ବା ଶିଶୁ ନୀତି ଉଲ୍ଲଂଘନ କରି ୭ ପିଲା ଜନ୍ମ କରିବା ସେମାନଙ୍କୁ ଭାରି ପଡ଼ିଛି। ଏହି ଦମ୍ପତି ଦୁଇ ସନ୍ତାନ ପରିବର୍ତ୍ତେ ୭ ସନ୍ତାନ ଜନ୍ମ କରିଥିବାରୁ ୧ ଲକ୍ଷ ୫୫…

ଲେଡି ଗାଗାଙ୍କ ୨ କୁକୁର ଚୋରି, ୩.୬୫ ପୁରସ୍କାର କଲେ ଘୋଷଣା

ଲସ ଆଞ୍ଜେଲସ,୨୬।୨: ଆମେରିକାର ଲସ ଆଞ୍ଜେଲସରେ ରହୁଥିବା ପପ ଗାୟିକା ଲେଡି ଗାଗାଙ୍କ କୁକୁର ପାଳକ ରୟାନ ଫିସରଙ୍କୁ ଗୁଳି କରି ତାଙ୍କର ଦୁଇଟି ଫ୍ରେଞ୍ଚ ବୁଲଡଗକୁ ମଧ୍ୟ ଚୋରି କରିନିଆଯାଇଛି। ଲସ ଆଞ୍ଜେଲସ ପୋଲିସ କହିଛି ଯେ, ୩୦ ବର୍ଷ…

ହିନ୍ଦୁ ସମ୍ପଦାୟର ଲୋକଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଏମ୍‌ପି

ଇସଲମାବାଦ,୨୬।୨: ପାକିସ୍ତାନରେ ଇମ୍ରାନ ଖାନଙ୍କ ଶାସକ ଦଳର ଏମ୍‌ପି ଆମିର ଲିଆକତ ହୁସେନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଟୁଇଟ୍‌ ଯୋଗୁ କ୍ଷମା ମାଗିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଦସ୍ୟ ଆମିର ଲିଆକତ ହୁସେନ ବିରୋଧୀ ଦଳର ନେତା ତଥା…

ମୁଣ୍ଡରେ ଭୁଲ୍‌ ସ୍ବସ୍ତିକ ଚିହ୍ନ ଆଙ୍କିଥିବା ଏହି ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ, କାରଣ ଜାଣିଲେ…

କାନବେରା,୨୬।୨: ଅଷ୍ଟ୍ରେଲିଆ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯାହାଙ୍କ ମୁଣ୍ଡରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଇଛି। ଏହି ବ୍ୟକ୍ତି ଜଣକ ମା ଏବଂ ଝିଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମହିଳାଙ୍କ ହାତ ଜଳି ଯାଇଥିଲା। ମାତ୍ର ଝିଅର କୌଣସି…

କାରଖାନାରେ ବିସ୍ଫୋରଣ: ୩ ଶ୍ରମିକଙ୍କ ଜୀବନଗଲା

ସିଙ୍ଗାପୁର,୨୫।୨: ସିଙ୍ଗାପୁରର ଏକ କାରଖାନାରେ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଅନ୍ୟ ୫ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଶରୀରର ପ୍ରାୟ ଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ…

ସୁନା ଖଣିରେ ଭୂସ୍ଖଳନ: ୫ ମୃତ, ୭୦ ନିଖୋଜ

ଜାକର୍ତ୍ତା,୨୫।୨: ଇଣ୍ଡୋନେସିଆରେ ଏକ ସୁନା ଖଣିରେ ଭୂସ୍ଖଳନ ଯୋଗୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭୦ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଉଛି। କେନ୍ଦ୍ରୀୟ ସୁଲା ଓ୍ବେସି ପ୍ରଦେଶର ପାରିଗି ମୌଟୋଙ୍ଗ ଜିଲାର ବୁରାଙ୍ଗା…

ଏହି କାରଣ ପାଇଁ ପ୍ରଥମ ସ୍ତ୍ରୀଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସ୍ବାମୀ

ବେଜିଂ,୨୫।୨: ଚାଇନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୭୭୦୦ ଡଲାର ଅର୍ଥାତ୍‌ ସାଢ଼େ ୫ ଲକ୍ଷ ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ବେଜିଂ କୋର୍ଟ କହିବା ଅନୁଯାୟୀ, ଗତ ୫ ବର୍ଷ…

ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ

ଜେନେଭା,୨୫।୨: ଆତଙ୍କବାଦୀ ସଂଗଠନଗୁଡ଼ିକର ସହାୟତାରେ ପାକିସ୍ତାନ ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି। ଜାତିସଂଘ ମାନବାଧିକାର ବଠକରେ ଏଭଳି ଅଭିଯୋଗ କରି ପାକିସ୍ତାନକୁ ଘେରିଛି। ଜାତିସଂଘରେ ଅବସ୍ଥାପିତ ଥିବା ଭାରତ ସ୍ଥାୟୀ ପ୍ରତିନିଧି ନାଗରାଜ ନାଇଡୁ ପାକିସ୍ତାନର ନାମ ନ ନେଇ…

ପ୍ରସ୍ତୁତ ହେଲା ସିଙ୍ଗଲ ଡୋଜ୍‌ କରୋନା ଟିକା

ଓ୍ବାଶିଂଟନ,୨୫।୨: କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ଭାରତ ସମେତ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଛି। ଏସବୁ ପ୍ରତିଷେଧକ ଟିକାର ୨ଟି ଡୋଜ୍‌ ନେବାକୁ ପଡୁଛି। କିଛି ଦିନ ବ୍ୟବଧାନରେ ଏହି ୨ ଡୋଜ୍‌…

ଆତ୍ମହତ୍ୟା ରୋକିବାକୁ ମନ୍ତ୍ରଣାଳୟ

ଟୋକିଓ, ୨୫ା୨: କୋଭିଡ୍‌-୧୯ ମହାମାରୀ ସମୟରେ ଜାପାନରେ ଆତ୍ମହତ୍ୟା ରୋକିବାକୁ ସେଠାକାର ସରକାର କ୍ୟାବିନେଟରେ ନୂଆ ମନ୍ତ୍ରଣାଳୟ ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୋଶୀହିଦେ ସୁଗା ଏହି ମନ୍ତ୍ରଣାଳୟ ପାଇଁ ତେତ୍‌ସୁଶି ସାକାମୋଟୋଙ୍କୁ ମନ୍ତ୍ରୀ (ମିନିଷ୍ଟର ଫର୍‌ ଲୋନ୍‌ଲିନେସ୍‌) ଭାବେ ନିଯୁକ୍ତ କରିଛନ୍ତି।…

ଏୟାର ଷ୍ଟ୍ରାଇକ୍‌ରେ ଗଡ଼ିଲା ୮ ଆତଙ୍କବାଦୀଙ୍କ ମୁଣ୍ଡ

ହେଲମଣ୍ଡ,୨୩।୨: ଆଫଗାନିସ୍ତାନରେ ମିଳିତି ସୁରକ୍ଷାକର୍ମୀଙ୍କ ଏୟାର ଷ୍ଟ୍ରାଇକ୍‌ରେ ୮ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ହେଲମଣ୍ଡ ପ୍ରଦେଶର ଦକ୍ଷିଣରେ ଥିବା ନହର-ଇ-ସରାଜ ଜିଲାରେ ଥିବା ଆତଙ୍କବାଦୀ ଶିବିର ଉପରେ ବାୟୁସେନା ପକ୍ଷରୁ ବୋମାମାଡ଼ କରାଯାଇଥିଲା। ଏହି ଅଞ୍ଚଳରେ ତାଲିବାନ୍‌ ଆତଙ୍କବାଦୀ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri