ଅନ୍ତର୍ଜାତୀୟ

ସାବଧାନ ! ସ୍ମାର୍ଟଫୋନ୍‌ରୁ ଶୀଘ୍ର ଡିଲିଟ୍‌ କରନ୍ତୁ ଏସବୁ ଆପ୍‌…

ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍‌ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍‌ ଆପ୍‌କୁ ଟାର୍ଗେଟ୍‌ କରିଛି। ଏସବୁ ଆପ୍‌କୁ ଶୀଘ୍ର ନିଜ ନିଜ ସ୍ମାର୍ଟଫୋନ୍‌ରୁ ଡିଲିଟ୍‌ କରିବାକୁ କୁଇକ୍‌ ହିଲ୍‌ ସିକ୍ୟୁରିଟି ଲାବ୍‌ ପକ୍ଷରୁ ସତର୍କ ସୂଚନା…

ସହାୟତାର ହାତ ବଢ଼ାଇଲା ଶତ୍ରୁ…

ଜେରୁଜେଲମ୍‌୍‌,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ ଜାରି ରହିଛି। ତେବେ ଏବେ କରୋନା ମହାମାରୀ ସଂକ୍ରମଣ ସମୟରେ ପାଲେଷ୍ଟାଇନ୍‌କୁ ୧୪ ଲକ୍ଷ…

କାନାଡା ସୁପ୍ରିମକୋର୍ଟରେ ଭାରତୀୟ ବଂଶୋଦ୍ଭବ

ଭାରତୀୟ ବଂଶୋଦ୍ଭବ ବିଚାରପତି ମହମଦ ଜମାଲ ପ୍ରଥମ ଅଣଶ୍ୱେତାଙ୍ଗ ଭାବେ କାନାଡା ସୁପ୍ରିମକୋର୍ଟକୁ ମନୋନୀତ ହୋଇଛନ୍ତି। ୨୦୧୯ରୁ ଓଣ୍ଟାରିଓସ୍ଥିତ କୋର୍ଟ ଅଫ୍‌ ଅପିଲ୍‌ର ବିଚାରପତି ଥିବା ଜମାଲଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ଦିଆଯାଇଛି। ୧୯୬୭ରେ ନାଇରୋବିରେ ଜଷ୍ଟିସ୍‌ ଜମାଲଙ୍କ ଜନ୍ମ। ତାଙ୍କ…

ପରଲୋକରେ ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ା୬: ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି କେନେଥ୍‌ କଉଣ୍ଡାଙ୍କ ପରଲୋକ ହୋଇଯାଇଛି। ଜାମ୍ବିଆ ରାଷ୍ଟ୍ରପତି ଏଡ୍‌ଗାର ଲୁଙ୍ଗା ଫେସ୍‌ବୁକ୍‌ରେ ଏହି ସୂଚନା ଦେଇଛନ୍ତି। ଆଫ୍ରିକୀୟ ସ୍ବାଧୀନତା ଆନ୍ଦୋଳନ ପାଇଁ ଉପନିବେଶବାଦ ବିରୋଧରେ ଲଢ଼ିଥିବା ନେତା କେନେଥ୍‌ଙ୍କୁ ୯୭ ବର୍ଷ ହୋଇଥିଲା। ସେ ୧୯୬୪ରୁ…

ମନର ଭାବନାକୁ ଜାଣିପାରିବ ଏହି ହେଲ୍‌ମେଟ

ଓ୍ବାଶିଂଟନ୍‌,୧୮।୬: ମନୁଷ୍ୟର ମନର ଭାବନାକୁ ଜାଣିବା ପାଇଁ ଅନେକ ବର୍ଷରୁ ଗବେଷଣା ଚାଲିଛି, ହେଲେ ଏବେ ଯାଇ ଏଥିରେ ସଫଳତା ମିଳିପାରିଛି। କର୍ନେଲ ନାମକ ଜଣେ ଆମେରିକା କମ୍ପାନୀ ଏଭଳି ଏକ ହେଲମେଟ ଲଞ୍ଚ କରିଛି, ଯାହା ମନୁଷ୍ୟର ମନର ଭାବନାକୁ…

କିମ୍‌ଙ୍କ ଶାସନରେ ଭୟଙ୍କର ଖାଦ୍ୟ ସଙ୍କଟ: ୩୦୦୦ ଟଙ୍କାରେ ବିକ୍ରି ହେଉଛି ୧ କିଗ୍ରା କଦଳୀ

ପ୍ୟୋଙ୍ଗୟାଙ୍ଗ,୧୮।୬: ବେଳକୁ ବେଳ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଦେଶର ଶାସକ କିମ୍‌ ଜୋଙ୍ଗ ଉନ୍‌ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି କହିଛନ୍ତି।…

ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…

ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍‌ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର ବିଷୟବସ୍ତୁକୁ ନେଇ ଶୋ’ଟି ବିବାଦୀୟ ହୋଇଛି। ଏହି ଶୋ’ରେ ମା’ ଏବଂ ଝିଅଙ୍କ ଯୋଡ଼ି…

ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ମହିଳାଙ୍କ ନାମ କୋରିନା ବେସ୍‌। ସ୍ବାମୀଙ୍କ ସହ ୩୮ ବର୍ଷ…

ସ୍ବିସ୍‌ ବ୍ୟାଙ୍କ୍‌ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି

ନୂଆଦିଲ୍ଲୀ,୧୭।୬: ସ୍ବିସ୍‌ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ ଫାର୍ମ କମ୍ପାନୀଙ୍କ ଆକାଉଣ୍ଟରେ ଥିବା ଅର୍ଥ ମଧ୍ୟ ସାମିଲ ରହିଛି। ସୁଇଜରଲାଣ୍ଡର ସେଣ୍ଟ୍ରାଲ ବ୍ୟାଙ୍କ୍‌…

ମିଳିଲା ତୃତୀୟ ବୃହତ୍‌ ହୀରା

ଗାବୋରୋନେ,୧୭।୬: ଦକ୍ଷିଣ ଆଫ୍ରିକୀୟ ଦେଶ ବୋଟ୍‌ସ୍ବାନାରେ ମିଳିଛି ବିଶ୍ୱର ୩ ବୃହତ୍ତମ ହୀରା। ଏପର୍ଯ୍ୟନ୍ତ ଏହାର ନାମକରଣ ହୋଇ ନାହିଁ। ୧,୦୯୮ କ୍ୟାରେଟ୍‌ର ଏହି ହୀରା ଆଙ୍ଗ୍ଲୋ ଆମେରିକୀୟ ଡେ ବିୟର୍ସ ଏବଂ ବୋଟ୍‌ସ୍ବାନା ସରକାରଙ୍କ ମିଳିତ ଉଦ୍ୟମରେ ମିଳିଛି। ରାଷ୍ଟ୍ରପତି…

ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍‌ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…

ଗାର୍ବୋନ୍‌,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍‌ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି। ହୀରା ଖନନକାରୀ କମ୍ପାନୀ ଦେବସ୍ବାନାର ପରିଚାଳନା ନିର୍ଦ୍ଦେଶକ ଲାୟନଟି ଆର୍ମଷ୍ଟ୍ରଙ୍ଗ୍‌ ଏହାକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ…

ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌, ପଠାଇଥିଲେ ଏମିତି ମେସେଜ

ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍‌କୁ ବୋରିସ୍‌ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍‌ କମିଙ୍ଗ୍‌ସ ଲିକ୍‌ କରିଦେଇଛନ୍ତି। ଏହି ଚାଟ୍‌ରେ ବୋରିସ୍‌ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ ହାନକକ୍‌ଙ୍କ ବିଷୟରେ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?