ଅନ୍ତର୍ଜାତୀୟ

ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ: ଡାକ୍ତର-ଶିକ୍ଷକ-ବୟସ୍କଙ୍କୁ ପ୍ରଥମେ

ମସ୍କୋ, ୬।୧୨: କରୋନା ଲଢ଼େଇରେ ପ୍ରଥମ ଦେଶଭାବେ ରୁଷ୍‌ରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଡାକ୍ତର,ଶିକ୍ଷକ ଏବଂ ବୟସ୍କଙ୍କୁ ଏହି ଟିକା ଦିଆଯାଉଛି। ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କୁ ଏହା ପ୍ରଦାନ…

କରୋନା ବିରୋଧରେ ଲଢ଼େଇ: ଗରିବଙ୍କ ସହାୟତା ପାଇଁ ଧନୀଙ୍କ ଉପରେ ବଢ଼ିଲା ଟିକସ

ବୁଇନୋସ୍‌ ଆରିସ୍‌, ୬।୧୨: କରୋନା ବିରୋଧରେ ଲଢ଼େଇ ପାଇଁ ଲାଟିନ୍‌ ଆମେରିକା ଦେଶ ଆର୍ଜେଣ୍ଟିନାରେ ନୂଆ ଆଇନ ପ୍ରଣୟନ କରାଯାଇଛି। କରୋନା ଯୋଗୁ ଦେଶର ଗରିବଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ତେଣୁ ସେମାନଙ୍କର ସହାୟତା ପାଇଁ ଦେଶର ଧନୀଙ୍କ ଉପରେ…

ପୁଣି ମିଛ କହିଲେ ଟ୍ରମ୍ପ୍‌: ଜର୍ଜିଆରେ ବିଜୟୀ ହେବାର ମିଥ୍ୟା ଦାବି କଲେ

ଓ୍ବାଶିଂଟନ,୬।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଏବେ ବି କାଦୁଆ ଫିଙ୍ଗା ଜାରି ରହିଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ମିଛ କହିଛନ୍ତି। ଟ୍ରମ୍ପ୍‌ ଜର୍ଜିଆରେ ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ଙ୍କ ବିଜୟକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରମ୍ପ୍‌…

ନିରାଡ଼ମ୍ବର ହେବ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ

ଓ୍ବାଶିଂଟନ, ୬।୧୨(ପି.ଟି.): ଜାନୁୟାରୀ ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଶପଥ ନେବାକୁ ଥିବାବେଳେ ଏହି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ ନ କରିବାକୁ ସେ କହିଛନ୍ତି। ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଭର୍ଚୁଆଲ…

ଗ୍ରହାଣୁରୁ ମୃତ୍ତିକା ଆଣୁଛି ଜାପାନ

ଟୋକିଓ, ୬।୧୨: ଜାପାନର ହାୟାବୁସା୨ ମହାକାଶ ଯାନ ଏକ କ୍ୟାପସୁଲ୍‌କୁ ସଫଳତାର ସହ ଅଲଗା କରି ପୃଥିବୀ ଅଭିମୁଖେ ପଠାଇଛି। ଏଥିରେ ଏକ ଦୂରନ୍ତ ଗ୍ରହାଣୁ ପିଣ୍ଡରୁ ମୃତ୍ତିକା ଅଣାଯାଉଛି। ଏହାକୁ ଅନୁଧ୍ୟାନ କରାଯିବା ପରେ ସୌରଜଗତର ମୂଳ ଏବଂ ପୃଥିବୀରେ…

ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ

ଓ୍ବାଶିଂଟନ/ଓଟାଓ୍ବା/ଲଣ୍ଡନ, ୬।୧୨:କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ଭାରତରେ ୧୦ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଶନିବାର ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ଆଇନ ପ୍ରତ୍ୟାହାର ଦାବିରେ…

କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଏତେ ସହଜ ମନେ ହେଉନାହିଁ । ଇତିମଧ୍ୟରେ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା…

ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨-ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ହାପି ଡେଜ୍‌’ ଏବଂ ‘ଦି କାନନବଲ୍‌ ରନ୍‌’ରେ ଅଭିନୟ ପାଇଁ ସେ ବେଶ ଜଣାଶୁଣା ଥିଲେ। କାଲିଫର୍ନିଆର ଭାଲେନ୍‌ସିଆସ୍ଥିତ ହେନ୍‌ରି…

କରୋନାକୁ ଆଉ ନାହିଁ ଭୟ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା, ୫।୧୨: ଏବେ ପୃଥିବୀ କରୋନା ମହାମାରୀ କବଳରୁ ମୁକ୍ତି ପାଇବାର ସମୟ ପାଖେଇ ଆସୁଛି। ଆଉ କରୋନାକୁ ଭୟ କରିବା ଅନାବଶ୍ୟକ। କରୋନାରୁ ମୁକ୍ତି ସ୍ବପ୍ନ ଖୁବ୍‌ ଶୀଘ୍ର ସତ୍ୟରେ ପରିଣତ ହେବାକୁ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଟ୍ରମ୍ପ୍‌ଙ୍କ ଆଦେଶ: ସୋମାଲିଆରୁ ସ୍ବଦେଶ ଫେରିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ, ୫।୧୨: ସୋମାଲିଆରେ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ଜାରି ରଖିଥିବା ଆମେରିକାର ୭୦୦ ସୈନ୍ୟ ସ୍ବଦେଶ ଫେରିବେ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୨୦୨୧ ଜାନୁୟାରୀ ୧୫ ସୁଦ୍ଧା ସୈନ୍ୟମାନେ ଆମେରିକା ଫେରିବେ ବୋଲି…

ଚାଇନା କୋଇଲା ଖଣିରେ ଦୁର୍ଘଟଣା: ୧୮ ଶ୍ରମିକ ମୃତ

ବେଜିଂ,୫ ।୧୨: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡର ସ୍ତର ବୃଦ୍ଧି ପାଇବାରୁ ଏକ ଦୁର୍ଘଟଣା ଘଟିଛି । ଏଥିରେ କାମ କରୁଥିବା ପ୍ରାୟ ୧୮ ଜଣ ଶ୍ରମିକଙ୍କର ଖଣି ମଧ୍ୟରେ ମୃତ୍ୟୁ ହୋଇଛି । ଶନିବାର ଏହି ଘଟଣା…

ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା ପାଇଁ ହେଲିକପ୍ଟର ବୁକ୍‌ କରି ମ୍ୟାକଡୋନାଲ୍ଡ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଶୁଣିବାକୁ ଆର୍ଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri