ଅନ୍ତର୍ଜାତୀୟ

ଶରୀରରେ କେତେ ଦିନ ରୁହେ କରୋନା ଆଣ୍ଟିବଡ଼ି, ବିଶେଷଜ୍ଞ କହିଲେ ଏପରି…

ରୋମ୍‌,୧୩।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖା ଦେଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡ଼ି ରୁହେ ସେ ନେଇ ଇଟାଲୀର ରୋମ୍‌ ସ୍ଥିତ ଆଇଏସ୍‌ଏସ୍‌ ନ୍ୟାଶନାଲ ହେଲଥ୍‌ ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ୱାରା ପ୍ରକାଶିତ ଏକ ଗବେଷଣା…

ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା ଦେଖାଦେଉଛି। କେତେକଙ୍କଠାରେ ସ୍ମରଣ ଶକ୍ତି ହ୍ରାସ ପାଇବା ସମସ୍ୟା ସୃଷ୍ଟି ହେଉଛି। ସେହିପରି କରୋନା…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଗାଜା ସିଟି,୧୩ା୫: ଜେରୁଜେଲମ୍‌କୁ ନେଇ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ ଚରମପନ୍ଥୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି। ପାଲେଷ୍ଟାଇନ୍‌ ଚରମପନ୍ଥୀମାନେ ୧ ହଜାରରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଛନ୍ତି। ଆକାଶମାର୍ଗରୁ ଇସ୍ରାଏଲର ଆକ୍ରମଣରେ ଗାଜାର ଦୁଇଟି ଟାଓ୍ବାର…

ମହିଳାଙ୍କୁ ୫ ବର୍ଷ ପାଇଁ ପାର୍କ ମନା, ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୨।୫: ଆମେରିକାର କଲରାଡୋ ସହରରେ ରହୁଥିବା ଜଣେ ମହିଳା ଛୋଟ ଡ୍ରେସ୍‌ ପିନ୍ଧିଥିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ବେଲି ବ୍ରିଡଲଭ ନାମକ ଏହି ମହିଳା ଥିମ୍‌ ପାର୍କରେ ବସିଥିଲେ। ଯେଉଁଠି କିଛି ସିକ୍ୟୁରିଟି ଗାର୍ଡ ତାଙ୍କ ଡ୍ରେସ୍‌କୁ ଛୋଟ କହିବା…

ଅଧିକ ଟିକାଦାନ କରାଯାଇଥିବା ଦେଶରେ ଦୁଇଗୁଣା ହେଲା ଆକ୍ରାନ୍ତଙ୍କ ସଂଖ୍ୟା…

ଭିକ୍ଟୋରିଆ,୧୨।୫: ସର୍ବାଧିକ ଟିକାଦାନ କରାଯାଇଥିବା ଆଫ୍ରିକୀୟ ଦେଶ ସେଶେଲ୍ସ୍‌ରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇ ଦୁଇଗୁଣା ହୋଇଛି। ମେ’ ୭ ପରେ ଏଠାରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

୪୪ ଦେଶକୁ ବ୍ୟାପିଲା ଭାରତୀୟ ଭାରିଆଣ୍ଟ୍‌…

ଜେନେଭା,୧୨।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀ ଭାରିଆଣ୍ଟ୍‌ ୪୪ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଭାରତର କରୋନା ବିସ୍ଫୋରଣ ପାଇଁ କରୋନାର ବି.୧.୬୧୭ ଭାରିଆଣ୍ଟ୍‌ ଦାୟୀ। ଅକ୍ଟୋବରରେ କରୋନାର ବି.୧.୬୧୭ ଭାରିଆଣ୍ଟ୍‌ ଭାରତରେ ପ୍ରଥମେ ମିଳିଥିଲା।…

କଲ୍‌ଗର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ, ବେଶ୍ୟାଳୟ ପାଲଟିଛି କୋଭିଡ୍‌ ସେଣ୍ଟର

ବର୍ଲିନ,୧୨।୫: କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଛି। ପ୍ରତ୍ୟେକ ମଣିଷ ନିଜ ନିଜ ସ୍ତରରେ ଏହି ମହାମାରୀ ସହ ଲଢ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜର୍ମାନୀରେ ମଧ୍ୟ ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି। ଯେଉଁଠାରେ ଏକ ବେଶ୍ୟାଳୟକୁ…

ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରଖିଲେ ଏମିତି ସର୍ତ୍ତ

ଇସଲମାବାଦ,୧୨।୫: କରୋନା ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ କଶ୍ମୀର ମାମଲାକୁ ନେଇ ରାଗିଯାଇଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ,ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ନୂଆଦିଲ୍ଲୀ ପ୍ରତ୍ୟାହାର ନ କରିବା…

ଏଭରେଷ୍ଟରେ କୋଭିଡ୍‌ ରେଖା ଟାଣୁଛି ଚାଇନା

ବେଜିଂ, ୧୨ା୫: ବିଶ୍ୱର ସର୍ବୋଚ୍ଚ ପର୍ବତ ଏଭରେଷ୍ଟରେ ଚାଇନା କୋଭିଡ୍‌ ରେଖା ଟାଣିବାକୁ ଯୋଜନା କରିଛି। ନେପାଳରେ କରୋନା ସଂକ୍ରମଣର ବ୍ୟାପକ ଭାବେ ବଢ଼ିଚାଲିଥିବାବେଳେ ସେହି ଦେଶର ପର୍ବତାରୋହୀ ଯେପରି ଚାଇନା ନାଗରିକଙ୍କୁ ଭୂତାଣୁ ନ ବାଣ୍ଟନ୍ତୁ ସେଥିପାଇଁ ବେଜିଂ ଏହି…

ଇସ୍ରାଏଲ୍‌ରେ ଗଲା କେରଳୀଙ୍କ ଜୀବନ

ଗାଜା ସିଟି,୧୨।୫:ବିବାଦୀୟ ଜେରୁଜେଲମ୍‌କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ମୁହଁ।ମୁହିଁ ହୋଇଛନ୍ତି। ଇସ୍ରାଏଲ୍‌ ପକ୍ଷରୁ ମଙ୍ଗଳବାର ଗାଜା ଉପରେ ଆକାଶମାର୍ଗରୁ ରକେଟ ମାଡ଼ କରାଯାଇଛି। ଏହାର ଜବାବରେ ହମାସ୍‌ ଆତଙ୍କବାଦୀ ଶତାଧିକ ରକେଟ ମାଡ଼ କରିଛନ୍ତି।…

ଚାଇନା ଜନସଂଖ୍ୟା ବୃଦ୍ଧି ମନ୍ଥର

ବେଜିଂ, ୧୨ା୫: ଗତ ଦଶନ୍ଧି ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ମନ୍ଥର ହୋଇଛି। ୧୦ ବର୍ଷ ମଧ୍ୟରେ ଏହା ୭ କୋଟି ୨୦ ଲକ୍ଷ ବୃଦ୍ଧି ପାଇ ମୋଟ ଲୋକସଂଖ୍ୟା ୧୪୧ କୋଟି ଟପିଛି। ମଙ୍ଗଳବାର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ…

ଭାରତକୁ ଟୁଇଟର ଦେଲା ୧୧୦ କୋଟି

ଓ୍ବାଶିଂଟନ୍‌, ୧୨ା୫: କରୋନା ମୁକାବିଲାରେ ଭାରତକୁ ସହାୟତା କରିବାକୁ ୧୫ ମିଲିୟନ ଆମେରିକୀୟ ଡଲାର(ପ୍ରାୟ ୧୧୦,୨୨,୧୭,୨୫୦ ଟଙ୍କା) ଦାନ କରିଛି ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର। ଏ ନେଇ ଟୁଇଟର ସିଇଓ ଜ୍ୟାକ୍‌ ପାଟ୍ରିକ୍‌ ଡୋର୍‌ସେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri