ଅନ୍ତର୍ଜାତୀୟ

ଫର୍ଚ୍ୟୁନ୍ସ୍‌ ତାଲିକାରେ ପ୍ରଥମ ସ୍ଥାନରେ ଜେସିଣ୍ଡା, ପୁନାଓ୍ବାଲା ଶ୍ରେଷ୍ଠ ୧୦ ମଧ୍ୟରେ…

ଓ୍ବାଶିଂଟନ,୧୬।୫: ଆମେରିକାର ବହୁ ରାଷ୍ଟ୍ରୀୟ ବ୍ୟବସାୟିକ ପତ୍ରିକା ଫର୍ଚ୍ୟୁନ୍ସ୍‌ ପକ୍ଷରୁ ପୃଥିବୀର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହାର ପ୍ରଥମସ୍ଥାନରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ରହିଛନ୍ତି। ସେହିପରି ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତର…

ନୂଆ ଭାରିଆଣ୍ଟ୍‌ ଆଗରେ ଅକାମୀ ହେଉଛି ଭାକ୍ସିନ୍‌, ବିଶେଷଜ୍ଞ ଦେଲେ ସୂଚନା…

ଲଣ୍ଡନ,୧୬।୫: କରୋନା ମହାମାରୀ ସଂକ୍ରମଣରେ ଭାକ୍ସିନ୍‌ ଏବେ ପ୍ରଭାବଶୂନ୍ୟ ହେବାରେ ଲାଗିଛି। ନୂଆ ବି-୧-୬୭୧-୨ ଭାରଆଣ୍ଟ୍‌ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ନେଇ ଭାକ୍ସିନ୍‌ ଅକାମୀ ହୋଇଯାଉଥିବା ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ ହାର୍ନଡେନ୍‌ ସୂଚନା…

ଇସ୍ରାଏଲ୍‌ ଆକ୍ରମଣରେ ଗାଜା ଟାଓ୍ବାର ଧ୍ୱଂସ

ଗାଜା ସିଟି, ୧୬।୫: ଗାଜା ସିଟିର ଦୁଇଟି ସ୍ଥାନରେ ଶନିବାର ଇସ୍ରାଏଲ୍‌ ବିମାନ ଆକ୍ରମଣ କରିଛି। ଏଥିରେ ଏକ ସୁଉଚ୍ଚ ଟାଓ୍ବାର ଧ୍ୱଂସ ହୋଇଯାଇଛି। ଉକ୍ତ ୧୨ ମହଲା ଅଟ୍ଟାଳିକାରେ ଆସୋସିଏଟେଡ୍‌ ପ୍ରେସ୍‌ ଏବଂ ଅଲ୍‌ ଜଜିରାର କାର୍ଯ୍ୟାଳୟ ସମେତ ଅନ୍ୟ…

ବାଇଡେନଙ୍କ ବରିଷ୍ଠ ଉପଦେଷ୍ଟା ନୀରା ଟଣ୍ଡନ

ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ ଉପଦେଷ୍ଟା ଭାବେ ହ୍ବାଇଟ୍‌ ହାଉସ୍‌ରେ ଯୋଗ ଦେଇଛନ୍ତି। ନୀରାଙ୍କ ବୁଦ୍ଧିମତ୍ତା, ଦୃଢ଼ତା ଏବଂ ରାଜନୈତିକ ଅଭିଜ୍ଞତା ବାଇଡେନ୍‌ ପ୍ରଶାସନ ପାଇଁ ଆସେଟ୍‌ ହେବ ବୋଲି ସେଣ୍ଟର ଫର୍‌ ଆମେରିକାନ୍‌…

ଘୁଷୁରୀ ମଳଦ୍ୱାରରେ ଗ୍ରହଣ କରେ ଅକ୍ସିଜେନ୍‌: ମଣିଷଙ୍କଠାରେ ଏଭଳି ଜ୍ଞାନକୌଶଳ ପ୍ରୟୋଗ ସମ୍ଭାବନା …

ଟୋକିଓ/ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। କେତେକଙ୍କୁ ଭେଣ୍ଟିଲେଟରରେରେ ରଖାଯାଉଛି। କିଛି ଦେଶରେ ଅକ୍ସିଜେନ୍‌ ଅଭାବ ମଧ୍ୟ…

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା, ତଥାପି ବଞ୍ଚିଗଲେ ପାଇଲଟ୍‌; ଜାଣନ୍ତୁ କେମିତି

ଓ୍ବାଶିଂଟନ,୧୫।୫: ଆମେରିକାର କଲରାଡୋରେ ଦୁଇ ବିମାନ ମଧ୍ୟରେ ମଝି ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଦୁଇ ବିମାନ ମଧ୍ୟରେ ଏତେ ଭୟଙ୍କର ଦୁର୍ଘଟଣା ଘଟିଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ଅଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଦୁଇଟି ଛୋଟ…

ମୁହଁର ଅପରେଶନ ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ମହିଳା

କାନ୍‌ବେରା,୧୫।୫: ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଏହି ମହିଳାଙ୍କ କହିବା କଥା ସେ ତାଙ୍କ ଜିଭର ଅପରେଶନ କରାଇବା ପରେ ହଠାତ୍‌ ନିଜ ଭାଷା ବଦଳରେ ଅଲଗା ଭାଷାରେ କଥା ହେବାରେ ଲାଗିଲେ। ୨୭…

ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ ସକାଳ ୭ଟା ୧୮ରେ ମଙ୍ଗଳରେ ପାଦ ଦେଇଛି। ଏହାଦ୍ୱାରା ମଙ୍ଗଳରେ ପହଞ୍ଚିବାରେ ଦ୍ୱିତୀୟ ଦେଶ…

ଶିଶୁର ତାଳୁରେ ଛିଦ୍ର ଦେଖି ହସ୍ପିଟାଲ ନେଲେ ମା’, ସତକଥା ଜଣାପଡ଼ିବା ପରେ ନିଜେ ଲାଜେଇ ଗଲେ

ଲଣ୍ଡନ,୧୫।୫: ଜଣେ ମା’ ତା ପିଲା ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମଗ୍ର ଦୁନିଆ ଜାଣିଛି। ପିଲା ପ୍ରତି ସାମାନ୍ୟ କ୍ଷତି ପହଞ୍ଚିଲେ ସତେ ଯେମିତି ମା’ର ଜୀବନ ଛାଡ଼ିଯାଏ। ସେମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ୨୪ ବର୍ଷୀୟା ମହିଳା…

ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା ଥମିବାର ନାଁ ଧରୁନି। ଭାରତ ଭଳି କେତେକ ଦେଶରେ ଦ୍ୱିତୀୟ ଲହର ଯୋଗୁ ଆତଙ୍କ…

କରୋନା ପ୍ରତିରୋଧକ ଔଷଧ ଯୋଗୁ ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ: ସାଇଟୋକାଇନ୍‌ ଷ୍ଟ୍ରମ୍‌ ହେଉଛି ଘାତକ…

ଓ୍ବାଶିଂଟନ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ ଅତ୍ୟଧିକ…

୩୩ କୋଟି ଦେବଦେବୀ ତଥାପି ଅକ୍ସିଜେନ ସଙ୍କଟ

ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ‘ଶାର୍ଲି ହେବ୍‌ଡୋ’ ଭାରତରେ କୋଭିଡ୍‌ ସଙ୍କଟ ବେଳେ ଲାଗିରହିଥିବା ଅମ୍ଳଜାନ ସଙ୍କଟକୁ ନେଇ କଟାକ୍ଷ କରିଛି। ଦେଶରେ ୩୩ କୋଟି ଦେବଦେବୀ ଅଛନ୍ତି। ମାତ୍ର କେହି ଜଣେ ହେଲେ ମେଡିକାଲ ଅକ୍ସିଜେନ ଉତ୍ପାଦନ କରିପାରୁନାହାନ୍ତି। ଅକ୍ସିଜେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri