ରେଳ ଟ୍ରାକ୍ରେ ଖୁବ୍ ଜୋର୍ରେ କାର୍ ଚଳାଇଲେ ଯୁବକ, କାରଣ ଜାଣିଲେ…
ଲଣ୍ଡନ,୧୬ା୭: ବ୍ରିଟେନରେ ଜଣେ ଯୁବକ ରେଳ ଟ୍ରାକ୍ରେ ଖୁବ୍ ଜୋର୍ରେ କାର୍ ଚଳାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ପୋଲିସ ହର୍ଟଫୋର୍ଡଶାୟାରର ଚେଶଣ୍ଟରେ ଏକ କାର୍ ଅଟକାଇବାକୁ ଚେଷ୍ଟା କଲା…
କଭରେଜ ସମୟରେ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ହତ୍ୟା
କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଦାନିଶ ଆଫାଗାନ ସୁରକ୍ଷା ବଳଙ୍କ ସହ ଏକ ରିପୋର୍ଟିଂ…
ଗାଡ଼ିରେ ଲେଖାଥିଲା ପ୍ରେସ୍, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…
ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍ ଲେଖା ହୋଇଛି। ମାତ୍ର ଏହା ଭିତରେ ଏକ ମେଣ୍ଢା ଥିବା ଦେଖିବାକୁ ମିଳିଛି। କଶ୍ମୀରଲାଇଫ୍…
୬୩୦୦ ଫୁଟ ଉଚ୍ଚରେ ଦୋଳି ଖେଳୁଥିଲେ ଯୁବତୀ, ଛିଡ଼ିଗଲା ଜଞ୍ଜିର; ଆଉ ତା’ ପରେ…
ଦୋଳି ଖେଳିବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ରୁଷିଆର ପାହାଡ଼ ପାଦ ଦେଶରେ ଲାଗିଥିବା ଦୋଳିରେ ଦୁଇଜଣ ଯୁବତୀ ଝୁଲୁଥିଲେ। କୌଣସି କାରଣ ବଶତଃ ଜଞ୍ଜିର ଛିଡ଼ି ଯିବାରୁ ୬୩୦୦ ଫୁଟ ଉଚ୍ଚରୁ ଖାଲ ଭିତରକୁ ଦୁହେଁ ଖସିପଡ଼ିଲେ। ଏହା ଦେଖି…
୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା
ବର୍ଲିନ,୧୫।୭: ୧୦୦ ବର୍ଷର ଇତିହାସରେ ୟୁରୋପର ପୂର୍ବାଞ୍ଚଳରେ ଆସିଛି ସବୁଠୁ ପ୍ରଳୟଙ୍କରୀ ବନ୍ୟା। ଏପର୍ଯ୍ୟନ୍ତ ବନ୍ୟାରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ଜଣ ନିଖୋଜ ଅଛନ୍ତି। ବନ୍ୟାରେ ଭାସିଯାଇଛି ଶତାଧିକ କାର୍। ଭୁଶୁଡ଼ି ପଡ଼ିଛି ଅନେକ ବିଲ୍ଡିଂ । ଫୋନ୍…
ଗଗନୟାନ ଇଞ୍ଜିନର ସଫଳ ପରୀକ୍ଷା ପରେ ଏଲୋନ ମସ୍କଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୫।୭: ଦେଶର ସବୁଠୁ ବଡ଼ ମହାକାଶ ମିଶନ ‘ଗଗନୟାନ’ କ୍ଷେତ୍ରରେ ସୋମବାର ପାଦେ ଆଗକୁ ବଢ଼ିଛି ଇସ୍ରୋ। ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ବିକାଶ ଇଞ୍ଜିନ(ଯାନ)ର ପରୀକ୍ଷା ସଫଳ ହୋଇଛି। ଏଥିଲାଗି ଭାରତୀୟ ମହାକାଶ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ)କୁ ଗୋଟିଏ…
ପୁଣି ବିପଦ, ପୃଥିବୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର…
ଜେନେଭା,୧୫।୭: ପୃଥିବୀରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଏବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ତୃତୀୟ ଲହର ଆସିଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡ୍ରୋସ୍ ଆଧାନୋମ୍ ଘେବ୍ରିୟେସସ୍ ଗୁରୁବାର ସତର୍କ ସୂଚନା ଜାରି…
ରାଷ୍ଟ୍ରପତିଙ୍କୁ ୧୦ ଦିନ ଧରି ହାକୁଟି, ହସ୍ପିଟାଲରେ ଭର୍ତ୍ତି…
ରିଓ ଡି ଜେନେରିଓ,୧୫।୭: ବ୍ରାଜିଲ୍ର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ଧରି ହାକୁଟି ଆସୁଛି। ହାକୁଟି ବନ୍ଦ ନ ହେବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଅନ୍ତନାଳୀରେ…
ଜଳନ୍ତା କୋଠାରୁ ଶିଶୁପୁତ୍ରକୁ ତଳକୁ ଫିଙ୍ଗିଦେଲେ ମହିଳା, ଭିଡିଓ ଭାଇରାଲ
କେପ୍ଟାଉନ,୧୫ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ୍ ଜୁମା ଗିରଫ ହେବା ପରେ କେତେକ ସହରରେ ହିଂସା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପରିସ୍ଥିତି ଏତେ ଖରାପ ଯେ, ଜଣେ ମହିଳା ଜଳୁଥିବା କୋଠାରୁ…
ଡ୍ରଗ୍ ଓଭରଡୋଜ ଯୋଗୁ ବର୍ଷକରେ ୯୩ ହଜାରଙ୍କ ଯାଇଛି ଜୀବନ…
ନ୍ୟୁୟର୍କ,୧୫।୭: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଡ୍ରଗ୍ ଓଭରଡୋଜ୍ ଯୋଗୁ ଗତ ୨୦୨୦ ବର୍ଷରେ ରେକର୍ଡ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ଯୋଗୁ ଦେଶରେ ୯୩ ହଜାର ୩୩୧ ଲୋକଙ୍କ ଜୀବନ ଯାଇଥିବା ଆମେରିକା ସରକାର ସୂଚନା ଦେଇଛନ୍ତି।…
ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…
ମେକ୍ସିକୋ ସିଟି,୧୫।୭: ସୋସିଆଲ୍ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ ୧୫ ଫୁଟ ଲମ୍ବ ବିରାଟକାୟ କୁମ୍ଭୀର ଗଲ୍ଫ କୋର୍ସରେ ବୁଲୁଥିବାର ଦେଖିବାକୁ ମିଳୁଛି। ଏହି…
କ୍ରିମିୟାରେ ପାଦ ଦେଲେ ହେବ ବୋମାବର୍ଷା, ବ୍ରିଟେନ୍କୁ ରୁଷିଆର ନାଲି ଆଖି…
ମସ୍କୋ,୧୫।୭: ରୁଷିଆ ବ୍ରିଟେନ୍କୁ କ୍ରିମିୟା ପ୍ରସଙ୍ଗଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। କ୍ରିମିୟାରେ ପାଦ ଦେଲେ ବୋମାବର୍ଷା ହେବ ବୋଲି ନାଲି ଆଖି ଦେଖାଇ ରୁଷିଆ କହିଛି। କ୍ରିମିୟା ପ୍ରସଙ୍ଗରେ ରୁଷିଆର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ୍ ପୋପାଭ କହିଛନ୍ତି ଯେ,…

