ଅନ୍ତର୍ଜାତୀୟ

ସ୍ତ୍ରୀଙ୍କୁ ଛୋଟ ଛୋଟ ଖଣ୍ଡକରି କାଟି ବାଥ୍‌ରୁମ୍‌ରେ ଫ୍ଲସ୍‌ ମାରିଦେଲେ ସ୍ବାମୀ: ଜାଣନ୍ତୁ କାହିଁକି…

ବେଜିଂ, ୧୧।୮: ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ସାଧାରଣ କଥା। ଏହାର ସମାଧାନ କରି ପୁଣିଥରେ ସେମାନେ ଖୁସିରେ ଜୀବନ ବିତାଇଥାନ୍ତି। ଜଦି ଏହି ଝଗଡା ଅଣାୟତ ହୁଏ, ତେବେ ସେମାନେ ଛାଡପତ୍ର ନେଇ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି।...

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି ବୈଜ୍ଞାନିକମାନେ ଏକ ଗବେଷଣା ପରେ ଦାବି କରିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ, ଜର୍ମାନର...

ରୁଷିଆ ଭ୍ୟାକ୍ସିନ ଉପରେ ବିଶ୍ୱାସ ରଖିଲେ ଫିଲିପାଇନ୍ସ ରାଷ୍ଟ୍ରପତି

ମାନିଲା,୧୧।୮: ବିଶ୍ୱର ପ୍ରଥମ କରୋନା ଭାଇରସ୍‌ ଭ୍ୟାକ୍ସିନର ପଞ୍ଜିକରଣ କରିଛି ରୁଷ। ଏନେଇ ମଙ୍ଗଳବାର ଭ୍ଲାଡିମିର ପୁଟିନ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଭ୍ଲାଡିମିର ପ୍ରଥମେ ନିଜ ଝିଅଙ୍କୁ ଏହି ଭ୍ୟାକ୍ସିନ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ରୁଷର...

ରୁଷିଆ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ କରୋନା ଟିକା

ମସ୍କୋ,୧୧।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି ଦେଶରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଏହାର ପ୍ରଥମ ଟିକା ତାଙ୍କ ଝିଅଙ୍କୁ ଦିଆଯାଇ ସାରିଛି ବୋଲି ସେ...

ଚାଇନା ସେନାଙ୍କୁ ଦିଆଗଲା କରୋନା ଟିକା !

ବେଜିଂ,୧୧।୮: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା ରଖିଥିବା ବେଳେ ରୁଷିଆ ଅଗଷ୍ଟ ୧୨ରେ କରୋନା ଟିକା ପ୍ରଥମ କରି ଆଣିବ ବୋଲି ଦାବି କରିଛି। ଏହାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଏବେ ଖବର ଆସିଛି...

ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା

ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହି...

କରୋନା ଟୀକା ନେଲେ ଆସିବ ପ୍ରବଳ ଜ୍ୱର: ବୁଧବାର ମିଳିବ ମଞ୍ଜୁରୀ

ମସ୍କୋ/ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବୁଧବାର ରୁଷ୍‌ରେ କରୋନା ଟୀକା ‘ଗାମ୍‌-କୋଭିଡ୍‌-ଭ୍ୟାକ୍‌-ଲୟୋ’କୁ ଟୀକାକୁ ମଞ୍ଜୁରୀ ମିଳିବ। ଏହା ପରେ ଟୀକାକୁ ସର୍ବ ସାଧାରଣଙ୍କ ପାଇଁ ବ୍ୟବହାର କରାଯିବ। ଏହାକୁ ରୁଷ୍‌ର ରକ୍ଷା...

ମାଡ଼ି ଆସିଲେ ୧୦୦ରୁ ଅଧିକ ଲୁଟେରା: ଆଖିବୁଜା ଗୁଳିରେ ୧୩ ପୋଲିସ ଅଧିକାରୀ ଆହତ

ସିକାଗୋ, ୧୧।୮: କରୋନା ମହାମାରୀ ସଙ୍କଟ ସମୟରେ ସିକାଗୋ ସହରର ଲକ୍ସରୀ କମର୍ସିଆଲ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକା ସହିତ ୧୦୦ରୁ ଅଧିକ ଲୁଟେରା ଏହି ଅଞ୍ଚଳରେ ପହଞ୍ଚି ଭଙ୍ଗାରୁଜା କରିବା ସହିତ ଲୁଟ୍‌ପାଟ୍‌ ଆରମ୍ଭ କରିଥିଲେ।...

ପାକିସ୍ତାନୀ କ୍ରିକେଟର ହେଲେ ରାମଭକ୍ତ…

ଇସଲାମାବାଦ୍‌, ୧୧।୮: ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍‌ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଦାନିଶ୍‌ କାନେରିଆ ଏଭଳି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତ ସରକାରଙ୍କ ଅନୁମତି ଲୋଡ଼ିବେ ବୋଲି...

‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର କହିଛନ୍ତି। ଏଥିସହିତ ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷାକୁ ମଧ୍ୟ ଅଗ୍ରାଧିକାର ଦେବାକୁ ସେ ପରାମର୍ଶ...

ପାକିସ୍ତାନରୁ ଅଲଗା ହେବ ବେଲୁଚିସ୍ତାନ, ସିନ୍ଧ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ, ୧୧ା୮: ବେଲୁଚିସ୍ତାନ ଓ ସିନ୍ଧ୍‌ ପାକିସ୍ତାନଠାରୁ ଅଲଗା ହୋଇ ସ୍ବାଧୀନ ହେବାକୁ ଚାହୁଁଛନ୍ତି। ଏଥିଲାଗି ବେଲୁଚିସ୍ତାନର ୪ ସଙ୍ଗଠନ ସହ ସିନ୍ଧ୍‌ର ଏକ ସଙ୍ଗଠନ ହାତ ମିଳାଇଛି। ବେଲୁଚିସ୍ତାନର ବେଲୁଚ୍‌ ଲିବରେଶନ ଆର୍ମି (ବିଏଲ୍‌ଏ), ବେଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ...

ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ ପାକିସ୍ତାନର ସୀମାରେ ଥିବା ବାଲୁଚିସ୍ତାନ ପ୍ରଦେଶର ଏହି ସହରର ଜନ ଗହଳିପୂର୍ଣ୍ଣ ହାଜି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri