ଅନ୍ତର୍ଜାତୀୟ

ଶାସକ ଦଳରୁ ଓଲି ବିଦା

କାଠମାଣ୍ଡୁ, ୨୫ା୧: ନେପାଳ ରାଜନୀତି ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ପୁଣି ସୃଷ୍ଟି ହୋଇଛି ହଇଚଇ। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ବାହାର ରାସ୍ତା ଦେଖାଇଛି ତାଙ୍କ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)। ପାର୍ଟିରୁ ତାଙ୍କୁ…

ଓଲିଙ୍କୁ ଝଟ୍‌କା: କମ୍ୟୁନିଷ୍ଟ ପାର୍ଟିରୁ ହେଲେ ବିଦା

କାଠମାଣ୍ଡୁ,୨୪।୧: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ କମ୍ୟୁନିଷ୍ଟ ପାର୍ଟିରୁ ହଟାଇ ଦିଆଯାଇଛି। ଏହାସହ ତାଙ୍କର ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି। ସ୍ପ୍ଲିଣ୍ଟର୍‌ ଗ୍ରୁପ ମୁଖପାତ୍ର ନାରାୟଣ କାଜୀ ଶ୍ରେଷ୍ଠଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାର୍ଟିରେ ଓଲିଙ୍କ ବିରୋଧରେ ବିଦ୍ରୋହର…

ପ୍ରଥମ ଲକ୍‌ଡାଉନ୍‌କୁ ପୂରିଲା ବର୍ଷେ

ଉହାନ,୨୪।୧: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସେଠାରେ ୨୦୨୦ ଜାନୁୟାରୀ ୨୩ ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିଥିଲା। ପୂର୍ବରୁ ଲକ୍‌ଡାଉନ୍‌ ବିଷୟରେ ଅବଗତ ନ ଥିଲେ…

ଏହି କାରଣରୁ ହ୍ବାଇଟ୍‌ ହାଉସ ବାହାରେ ଅଟକି ରହିଲେ ବାଇଡେନ

ଓ୍ବାଶିଂଟନ,୨୪।୧: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ ଓ ତାଙ୍କ ପରିବାରକୁ ସହ ଅସହଜ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମିଳିଥିବା ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନଙ୍କୁ ହ୍ବାଇଟ୍‌ ହାଉସରେ ପ୍ରବେଶ କରିବା ପାଇଁ ବାହାରେ…

ଚାଇନାକୁ ବାଇଡେନ୍‌ ସରକାରଙ୍କ ଚେତାବନୀ

ଓ୍ବାଶିଂଟନ, ୨୪।୧: ଆମେରିକାର ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଚାଇନାକୁ ଚେତାବନୀ ଦିଆଯାଇଛି। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ, ରାଜନୈତିକ ଏବଂ ଆର୍ଥିକ ଚାପ କମ୍‌ କରିବା ଲାଗି ବାଇଡେନ୍‌ ସରକାର କହିଛନ୍ତି। ଚାଇନା…

ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ଲଣ୍ଡନ, ୨୪।୧: ବ୍ରିଟେନ୍‌ରେ କରୋନା ମହାମାରୀ ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ କରୋନା ସଂକ୍ରମଣକୁ ରୋକିବା ସମ୍ଭବ ହୋଇ ପାରୁ ନାହିଁ। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଜାରି…

ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛି ଡବ୍ଲ୍ୟୁଏଚ୍‌ଓ। ଏହି ବିପଦ ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ସହାୟତା କରୁଥିବାରୁ…

କିଏ ଏହି ମଡେଲ, ଯାହାଙ୍କୁ ଟ୍ରମ୍ପ୍‌ କରିଥିଲେ ବ୍ଲକ; ବାଇଡେନ କରୁଛନ୍ତି ଫଲୋ

ଓ୍ବାଶିଂଟନ,୨୪।୧ : ଆମେରିକାର ନବନିଯୁକ୍ତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଫିସିଆଲ ଟୁଇଟର ଆକାଉଣ୍ଟ ମିଳିଛି। ଏହି ଆକାଉଣ୍ଟରେ ସେ ୧୩ ଜଣ ଲୋକଙ୍କୁ ଫଲୋ କରୁଛନ୍ତି। ଏହି ୧୩ ଜଣଙ୍କ ମଧ୍ୟରେ ବାଇଡେନଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ, କମଳା ହାରିସଙ୍କ ସମେତ…

ମାଡ଼ି ଆସୁଛି ବିପଦ: ପୁରୁଣା ନଦୀବନ୍ଧ ଯୋଜନା ସୃଷ୍ଟି କରିବ ଆତଙ୍କ

ଜେନେଭା, ୨୪।୧: ପୃଥିବୀ ଉପରେ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ଦିନେ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ନଦୀ ବନ୍ଧ ଯୋଜନା ଯୋଗୁ ଆଗାମୀ ଦିନରେ ସଙ୍କଟ ସୃଷ୍ଟି ହେବ। ଏନେଇ ଜାତିସଂଘର ଏଜିଂ ଓ୍ବାଟର ଇନଫ୍ରାଷ୍ଟ୍ରକଚର ରିପୋର୍ଟରେ…

ଏଲେକ୍ସି ନଭାଲନିଙ୍କ ମୁକ୍ତି ପାଇଁ ମାଇନସ୍ ୫୦ ଡିଗ୍ରୀରେ ପ୍ରଦର୍ଶନ କଲେ ସମର୍ଥକ

ମସ୍କୋ,୨୪ ।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଓ ବିରୋଧୀ ନେତା ଏଲେକ୍ସି ନଭାଲନିଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଶନିବାର ଟଣାଭିଡା ହୋଇଯାଇଛି । ଯାହାକୁ ବିଭିନ୍ନ ନେତା ନିନ୍ଦା କରିଛନ୍ତି । ଏହି ପ୍ରଦର୍ଶନ ସମୟରେ ପୋଲିସ…

ସମୟ ଖରାପ ପଡ଼ିଲେ କେହି ପାଖ ମାଡ଼ନ୍ତି ନାହିଁ, ସେ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ପଛେ ହୁଅନ୍ତୁ ନା କାହିଁକି

ସମୟ ଯେତେବେଳେ ଖରାପ ପଡ଼େ, କେହି ପାଖ ମାଡ଼ନ୍ତି ନାହିଁ। ଏହା ପ୍ରକୃତିର ନିୟମ। ପ୍ରକୃତି ଆଗରେ ସମସ୍ତେ ସମାନ। ବିଶ୍ୱର ସବୁଠୁ ଶକ୍ତିଶାଳୀ ପଦରେ ଅଧିଷ୍ଠିତ ଥିବା ବ୍ୟକ୍ତି ହୁଅନ୍ତୁ ନା କହିଁକି। ପ୍ରକୃତିର ନିୟମ କାହା ପାଇଁ ବଦଳେ…

ପ୍ରତିଶୋଧ ନିଆଯିବ

ଲଣ୍ଡନ,୨୪।୧: ଇରାନର ସବୁଠୁ ଶକ୍ତିଶାଳୀ ସାମରିକ ବଳ ହେଉଛି ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସ (ଆଇଆର୍‌ଜିସି)। କାସିମ ସୋଲେମାନି ୧୯୯୮ରୁ ମୃତ୍ୟୁ ପର୍ଯ୍ୟନ୍ତ ଏହାର ମେଜର ଜେନେରାଲ ଥିଲେ। ଏହି ଦୁର୍ଦ୍ଧର୍ଷ କମାଣ୍ଡରଙ୍କୁ ଗତବର୍ଷ ଜାନୁୟାରୀ ୩ରେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକ୍ରମେ ଇରାକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri