କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା ଉଦ୍ୟମ କଲେ ବିଚାରପତି
ବ୍ୟାଙ୍କକ,୫।୧୦: ଥାଇଲାଣ୍ଡରେ ଜଣେ ବିଚାରପତି କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି। ତାଙ୍କ ରାୟରେ ଅନ୍ୟ ଜଣେ ଉପରିସ୍ଥ ବିଚାରପତି ହସ୍ତକ୍ଷେପ କରିବାରୁ ସେ ଏଭଳି କରିଥିବା କୁହାଯାଉଛି। ସେ ନ୍ୟାୟିକ ସ୍ବତନ୍ତ୍ରତାର ନିରପେକ୍ଷତା ନେଇ ପ୍ରଶ୍ନ କରି…
ଇମ୍ରାନ୍ଙ୍କ ବନ୍ଧୁ ଚେହେରାରୁ ହଟିଲା ମୁଖା: ଭାରତକୁ ବଦନାମ କରିବା ପାଇଁ ପିଆର୍ କମ୍ପାନୀକୁ ପାକିସ୍ତାନ ଦେଇଥିଲା ୭ କୋଟି
ଓ୍ବାଶିଂଟନ,୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତକୁ ଅନ୍ତର୍ଜାତୀୟସ୍ତରରେ ବଦନାମ କରିବା ପାଇଁ ପାକିସ୍ତାନ ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଏହାଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବନ୍ଧୁ ଚେହେରାରୁ ମୁଖା ଖୋଲିଯାଇଛି। ପାକିସ୍ତାନ ଆମେରିକାର ଏକ ପିଆର୍ କମ୍ପାନୀକୁ…
ସରକାର ବିରୋଧୀ ବିକ୍ଷୋଭର ୪ ମାସ ପରେ : ହଂକଂରେ ଫେସ୍ ମାସ୍କ ନିଷିଦ୍ଧ
ହଂକଂ,୫ା୧୦: ହଂକଂରେ ପ୍ରତ୍ୟର୍ପଣ ବିଲ୍ ବିରୋଧରେ ଗତ ଜୁନ୍ରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ବିକ୍ଷୋଭକୁ ୪ ମାସ ବିତିଛି। ସରକାର ଗତମାସରେ ଏହି ବିବାଦୀୟ ବିଲ୍କୁ ପ୍ରତ୍ୟାହାର କରିନେଇଥିଲେ ହେଁ ଜଳୁଥିବା ନିଆଁ ଲିଭୁନାହିଁ। ଅଦ୍ୟାବଧି ୧୭୫୦ ବିକ୍ଷୋଭକାରୀଙ୍କୁ ଅଟକ…
ବଢିପାରେ ଇମ୍ରାନଙ୍କ ଚିନ୍ତା: ପୁଣି ଫେରିପାରନ୍ତି ପରଭେଜ
ଇସ୍ଲାମାବାଦ,୪।୧୦: ପାକିସ୍ତାନ ରାଜନୀତି ଏବେ ସରଗରମ ରହିଛି। ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ଇମ୍ରାନ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଏକ ପ୍ରକାର ତୁଟି ଯାଇଛି କହିଲେ ଚଳେ। ଏତିକିବେଳେ ଶୁଣିବାକୁ ମିଳିଛି କି ପୂର୍ବତନ ସେନା ଶାସକ…
ଭାରତ ଉପରେ ରାଗି ପିଆଜ ଖାଇବା ଛାଡି ଦଲେ ଶେଖ୍ ହସିନା
ବାଂଲାଦେଶ,୪।୧୦: ପିଆଜର ଦର ବୃଦ୍ଧି ଏବେ ଭାରତର କେନ୍ଦ୍ର ସରକାରଙ୍କ ଆଗରେ ଯେ ସମସ୍ୟା ହୋଇ ଛିଡା ହୋଇଛି ତା’ ନୁହେଁ। ବରଂ ପଡୋଶୀ ଦେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଏବେ ଭାରତରେ ପିଆଜ ଦର ଆକାଶ ଛୁଆ…
ପୁଣି ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ କଲା ଉତ୍ତର କୋରିଆ
ସିଓଲ,୪।୧୦: ମିଳିତ ଜାତିସଂଘ ଏବଂ ଆମେରିକାର ସମସ୍ତ କଟକଣା ସତ୍ତ୍ୱେ ତିନି ବର୍ଷ ପରେ ଉତ୍ତର କୋରିଆ ପୁଣି ବାଲାଷ୍ଟିକ ମିଶାଇଲ୍ ପରୀକ୍ଷଣ କରିଛି ଉତ୍ତର କୋରିଆ। ଗୁରୁବାର ଅଣ୍ଡରଓ୍ବାଟର୍ ଏହି ବାଲାଷ୍ଟିକ ମିଶାଇଲ୍ ପରୀକ୍ଷଣ କରାଯାଇଥିବା ଉତ୍ତର କୋରିଆ ପକ୍ଷରୁ…
ପୋଲିସ ମୁଖ୍ୟାଳୟରେ ଛୁରାମାଡ଼:୪ ଅଧିକାରୀ ମୃତ, ହତ୍ୟାକାରୀ ନିହତ
ପ୍ୟାରିସ୍,୪-୧୦(ଏଏଫ୍ପି):ପ୍ୟାରିସ୍ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି। ରାଜଧାନୀ ପ୍ୟାରିସ୍ର କେନ୍ଦ୍ରସ୍ଥଳରେ ରହିଛି ପୋଲିସ ମୁଖ୍ୟାଳୟ। ବିଲ୍ଡିଂ ପରିସରରେ ସ୍ଥାନୀୟ ସମୟ ୧ଟାରେ…
ପାକିସ୍ତାନରେ ନୀରବ ବିଦ୍ରୋହ:ଅର୍ଥନୀତି ସୁଧାରିବାକୁ ଅଣ୍ଟା ଭିଡ଼ିଲେ ସେନାମୁଖ୍ୟ
ଇସ୍ଲାମାବାଦ,୪-୧୦(ପି.ଟି.):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆରମ୍ଭ ହୋଇଛି ନୀରବ ବିଦ୍ରୋହ। ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜ୍ଓ୍ବା ନିଜ ସୀମା ବାହାରକୁ ଯାଇ ଦେଶର ଅର୍ଥନୀତିକୁ ନେଇ ସମୀକ୍ଷା କରିଛନ୍ତି। ଏହି…
ବିବାହ ନ କଲେ ଏଠି ଦେବାକୁ ପଡୁଥିଲା ଟ୍ୟାକ୍ସ
ସରକାର ବିଭିନ୍ନ ପ୍ରକାରର ଟ୍ୟାକ୍ସ ଆଦାୟ କରିଥାଆନ୍ତି। ହେଲେ ଆମେରିକାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିବାହ ନକଲେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଇତିହାସ କହେ ୧୮୨୧ ମସିହାରେ ଆମେରିକାର ମେସୁରି ରାଜ୍ୟରେ ଯେଉଁମାନେ ବିବାହ କରୁ ନ ଥିଲେ ସେମାନଙ୍କ ଉପରେ…
ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ଜନତାଙ୍କ ମୃତ୍ୟୁ ହେବ: ଆମେରିକା
ଓ୍ବାଶିଂଟନ,୩।୧୦: କଶ୍ମୀର ସମସ୍ୟାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତୁତୁମେମେ କେତେବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ତାହା କହିବା ମୁସ୍କିଲ। ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏଥିରେ ୧୨ କୋଟିରୁ ଊର୍ଦ୍ଧ୍ୱ ଜନତାଙ୍କ ମୃତ୍ୟୁ ହେବ…
ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍
ଇସ୍ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ପାକିସ୍ତାନ ବ୍ୟୁରୋ ଅଫ୍ ଷ୍ଟାଟିକ୍ସଟିକ୍ସର ଏକ ରିପୋର୍ଟ ଅନୁଯାୟୀ ପୂର୍ବାପେକ୍ଷା ଏବେ ପାକିସ୍ତାନର…
ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍ ଶହେ ଶ୍ରୀଲଙ୍କାରେ ୧୧୭
ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ ସରକାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇବା ଦ୍ୱାରା ଏବେ ବାଂଲାଦେଶରେ ପିଆଜ ଦାମ୍…
Archives


