ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କଲେ ପୁଟିନ୍
ମସ୍କୋ,୨୦।୧: ରୁଷ୍ ରାଷ୍ଟ୍ରପତି ବ୍ଲାଡ଼ିମୀର୍ ପୁଟିନ୍ ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କରିଛନ୍ତି। ୬୮ ବର୍ଷ ବୟସ୍କ ପୁଟିନ୍ ପ୍ରଚଳିତ ପରମ୍ପରା ଅନୁସାରେ ପାଣିରେ ୩ ଥର ବୁଡ଼ ପକାଇଛନ୍ତି। ଏହି…
ରାଜତନ୍ତ୍ର ବିରୋଧୀଙ୍କୁ ୪୩ ବର୍ଷ ଜେଲ
ବ୍ୟାଙ୍କକ୍, ୨୦ା୧: ରାଜତନ୍ତ୍ର ଓ ରାଜ ପରିବାରକୁ ଅପମାନିତ କରିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କୁ ମଙ୍ଗଳବାର ୪୩ ବର୍ଷ ଜେଲଦଣ୍ଡ ହୋଇଛି। ଦେଶର ଲେଜି ମାଜେଷ୍ଟି ଆଇନ ବଳରେ କାହାକୁ ଏପରି କଠୋର ଦଣ୍ଡାଦେଶ ପ୍ରଥମ ଘଟଣା ବୋଲି କୁହାଯାଉଛି। ୬୦…
ଆଜିଠୁ ବାଇଡେନ୍ ଯୁଗ
ଓ୍ବାଶିଂଟନ,୨୦ା୧: ୨୦୨୦ ନଭେମ୍ବର ୩। ଏହି ଦିନ ଆମେରିକାବାସୀ ବାଛିଥିଲେ ଦେଶର ନୂଆ ନେତା। କେବଳ ନୂଆ ନେତାଙ୍କୁ ବାଛି ନ ଥିଲେ, ବରଂ ସ୍ଥିର କରିଥିଲେ କରୋନା ମହାମାରୀ ସମେତ ନାନା ଗମ୍ଭୀର ସମସ୍ୟାକୁ ସାମ୍ନା କରି ଥକିପଡ଼ିଥିବା ନିଜ…
ବାଇଡେନ୍ଙ୍କ ଶପଥ ଗ୍ରହଣ ଉତ୍ସବ: ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ଓ୍ବାଶିଂଟନ
ଓ୍ବାଶିଂଟନ,୧୯।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଜାନୁୟାରୀ ୨୦ରେ ଶପଥ ନେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ୫୦ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଓ୍ବାଶିଂଟନକୁ ଅଭେଦ୍ୟ କିଲ୍ଲାରେ ପରିଣତ…
ଭାରତକୁ କରୋନା ଭ୍ୟାକ୍ସିନ ମାଗିଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ
ନୋମ ପେନହ,୧୯ ।୧: ଭାରତରେ ନିର୍ମିତ ଦୁଇଟି କୋଭିଡ ଭ୍ୟାକ୍ସିନକୁ କରୋନା ମୁକାବିଲା ଲାଗି ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିଯିବା ପରେ ୧୬ ଜାନୁୟାରୀରୁ ଦେଶରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି । ଏହାକୁ ଦେଖି…
କରୋନା ମହାମାରୀ ସଂକ୍ରମଣ ପାଇଁ ଚାଇନା-ଡବ୍ଲ୍ୟୁଏଚ୍ଓ ଦାୟୀ
ଜେନେଭା,୧୯।୧: ଚାଇନାର ଉହାନ ସହରରୁ କରୋନା ମହାମାରୀ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପୀ ଥିଲା। କରୋନା ସଂକ୍ରମଣ ପାଇଁ ଚାଇନା ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦାୟୀ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ଏବଂ…
ମହାକାଶରେ ‘ହମ୍’ ଗୁଞ୍ଜନ
ଓ୍ବାଶିଂଟନ,୧୯।୧: ମହାକାଶରେ ବ୍ରହ୍ମାଣ୍ଡରୁ ଶବ୍ଦ ସୃଷ୍ଟି ହେଉଛି। ଏଠାରେ ‘ହମ୍’ ଗୁଞ୍ଜନ ସୃଷ୍ଟି ହେଉଥିବା ମହାକାଶ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ମହାକାଶରେ କୌଣସି ମାଧ୍ୟମ ନ ଥିବାରୁ ଏଠାରେ ଶବ୍ଦ ସୃଷ୍ଟି ହେଲେ ମଧ୍ୟ ଏହା ଗତି କରିବା ଅସମ୍ଭବ। ତେବେ…
ୟୁଏଇରେ ସ୍ବାମୀଙ୍କ ଗାଡ଼ି ଧକ୍କାରେ ଭାରତୀୟ ମହିଳାଙ୍କ ମୃତ୍ୟୁ
ଦୁବାଇ,୧୮।୧: ଅଜମାନ ଏମିରେଟ୍ଠାରେ ସୋମବାର ଜଣେ ୪୫ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ବଶତଃ ପାର୍କିଂ ବେଳେ ପତ୍ନୀଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ସ୍ବାମୀ। ମୃତ ମହିଳା (ଲିଜି) ଓ ତାଙ୍କ ସ୍ବାମୀ ଶନିବାର ହେଲ୍ଥ ଚେକ୍…
ଅରୁଣାଞ୍ଚଳ ପ୍ରଦେଶରେ ଗାଁ ନିର୍ମାଣ କରିଛି ଚାଇନା
ନୂଆଦିଲ୍ଲୀ,୧୮।୧: ଅରୁଣାଞ୍ଚଳ ପ୍ରଦେଶରେ ଏକ ନୂଆ ଗାଁ ନିର୍ମାଣ କରିଛି ଚାଇନା। ଏଥିରେ ୧୦୧ ଘର ଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି। ଏହି ଫଟୋ ଗତବର୍ଷ ନଭେମ୍ବର ୧ ତାରିଖରେ ଉତ୍ତୋଳନ କରାଯାଇଥିଲା। ପ୍ରାୟ ୪.୫ କିମି ଭାରତ ସୀମା ଭିତରେ…
୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…
୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା ପାଇଁ । କାରଣ ଏହି ମହିଳା ଜଣକ ଗମ୍ଭୀର ମାନସିକ ସମସ୍ୟାରେ ଜଡ଼ିତ। ୨୯…
ଆହୁରି ମହାମାରୀ ଆଣିବ ଚାଇନା: ଆମେରିକା!
ୱାଶିଂଟନ,୧୮ ।୧: ଆମେରିକା ପ୍ରଥମଥର ପାଇଁ ଦାବି କରିଛି ଯେ ମହାମାରୀ ବ୍ୟାପୁଥିବା କରୋନା ଭାଇରସ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲୁଆଇବି)ରୁ ଆସିଛି । ଏହାକୁ ଚାଇନା ସେନା ଗୁପ୍ତ ଗବେଷଣା ପାଇଁ ବ୍ୟବହାର କରୁଛନ୍ତି । ଏହି ଅଭିଯୋଗରୁ…
ମରୁଭୂମିରେ ତୁଷାରପାତ: ବାଲିରେ ବରଫ ଚାଦର
ତାବୁକ,୧୮।୧: ସାହାରା ମରୁଭୂମି ଏବଂ ସୌଦି ଆରବର ତାବୁକ୍ ମରୁଭୂମିରେ ତୁଷାରପାତ ହୋଇଛି। ଫଳରେ ବାଲି ଉପରେ ଘନ ବରଫ ଚାଦର ଆଚ୍ଛାଦିତ ହୋଇପଡ଼ିଛି। ଆଫ୍ରିକାର ଆଲଜେରିଆସ୍ଥିତ ସାହାରା ମରୂଭୁମି ଅଞ୍ଚଳର ଏଇନ୍ ସେଫ୍ରା ସହରର ରାଜରାସ୍ତା ବରଫରେ ଢାଙ୍କି ହୋଇ…
Archives


