ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ
ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ ହୋଇଛି ଓ୍ବାଶିଂଟନ୍ରେ। ଭାଇଙ୍କ ୫ମ…
୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ ନୁହେଁ କରୋନା ମହାମାରୀ ଗତ ୨୫ ହଜାର ବର୍ଷ ଧରି ମାନବ ସଭ୍ୟତାକୁ କନ୍ଦାଉଛି।…
ବିନା ଚାକିରିରେ ୧୫ ବର୍ଷ ଧରି ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଜଣା ପଡ଼ିବାରୁ…
ରୋମ,୨୬।୪: ଚାକିରି କରୁଥିବା ଲୋକ ସବୁବେଳେ ଭାବିଥାନ୍ତି ଯେତେ ପରିଶ୍ରମ କରୁଛନ୍ତି ସେହି ଅନୁଯାୟୀ ତାଙ୍କୁ ଦରମା ମିଳୁ। ମାତ୍ର କିଛି ଲୋକ ନିଜ ଦରମାକୁ ନେଇ ସନ୍ତୁଷ୍ଟ ନ ହୋଇ ଆଉ କିଛି ଇଚ୍ଛା ରଖିଥାନ୍ତି, ଯେମିତି କି ତାଙ୍କ…
ଭାରତକୁ ସହାୟତା ପାଇଁ ଆଗେଇ ଆସିଲା ଗୁଗ୍ଲ, ମାଇକ୍ରୋସଫ୍ଟ
ଓ୍ବାଶିଂଟନ୍,୨୬।୪: ସମଗ୍ର ଦେଶରେ ଦ୍ରୁତ ଗତିରେ କରୋନା ବ୍ୟାପି ଚାଲିଛି। ଏହି ସଙ୍କଟ ମଧ୍ୟରେ ଗୁଗଲର ସିଇଓ ସୁନ୍ଦର ପିଚାଇ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେ ଭାରତକୁ ୧୩୫ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ସୁନ୍ଦର ପିଚାଇ…
ଗୁଗଲ୍ ସିଇଓଙ୍କ ଦରମା କେତେ ଜାଣନ୍ତି
ଭାରତୀୟ ମୂଳ ସୁନ୍ଦର ପିଚାଇ ଏବେ ଗୁଗଲ୍ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ଗୁଗଲ୍ର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ର କାର୍ଯ୍ୟଭାର ମଧ୍ୟ ତାଙ୍କୁ ଦିଆଯାଇଥିଲା। ଏହାପରେ ସୁନ୍ଦର ପିଚାଇଙ୍କ କାର୍ଯ୍ୟ ଆଗ ଅପେକ୍ଷା ବଢିଯାଇଛି। କେବଳ କାର୍ଯ୍ୟ ନୁହେଁ, ତାଙ୍କ…
ଭାରତ ଭଳି ଆମେ ବି ସହାୟତା ଯୋଗାଇ ଦେବୁ: ବାଇଡେନ୍…
ଓ୍ବାଶିଂଟନ,୨୬।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ବିପଦରେ ପଡ଼ିଥିବାବେଳେ ଭାରତ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲା। ଏବେ ଆମର ପାଳି। ଭାରତର ସଙ୍କଟ ସମୟରେ ଆମେରିକା ସହାୟତା ଯୋଗାଇ ଦେବ…
ଅକ୍ସିଜେନ ଟାଙ୍କିରେ ବିସ୍ଫୋରଣ : ୮୨ ମୃତ
ବାଗ୍ଦାଦ, ୨୫।୪: ଇରାକ ରାଜଧାନୀ ବାଗ୍ଦାଦର ଦିୟାଲା ବ୍ରିଜ୍ ଅଞ୍ଚଳରେ ଥିବା ଇବ୍ନ ଖାଟିବ୍ ହସ୍ପିଟାଲରେ ଶନିବାର ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ୮୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ୧୧୦ ଜଣ ଆହତ ହୋଇଛନ୍ତି। ଅକ୍ସିଜେନ୍ ଟାଙ୍କିରେ ବିସ୍ଫୋରଣ କାରଣରୁ…
ଭାରତର ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କଲେ ଗ୍ରେଟା: କହିଲେ, ହିନ୍ଦୁସ୍ତାନକୁ ସହାୟତା କର
ଷ୍ଟକହୋମ,୨୫।୪: ସ୍ବେଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ କରୋନାର କରାଳ ରୂପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍ କରି ଭାରତକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତରେ କୋଭିଡ ପରିସ୍ଥିତି ବିଷୟରେ ଶୁଣି…
ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…
କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଯାହା ସବୁଠାରୁ ମାରାତ୍ମକ ଅଟେ। ଏହି…
ଏହି ସୁନ୍ଦରୀଙ୍କ ଆଖିପତାରେ ୫ ଇଞ୍ଚର କେଶ…
ବେଜିଂ,୨୫।୪: ଆଖିପତାରେ ଥିବା କେଶ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣା ବୃଦ୍ଧି କରି ଦେଇଥାଏ। ମସ୍କରା ଲଗାଇ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଥାଏ। ସାଧାରଣତଃ ଆଖିପତାରେ ଥିବା କେଶ ଅଧ ସେଣ୍ଟିମିଟର ପର୍ଯ୍ୟନ୍ତ ଅବା ଏହାଠାରୁ କିଛି ଅଧିକ ଲମ୍ବ ହୋଇଥାଏ। ମାତ୍ର…
ଏକା ସାଙ୍ଗରେ ୩୫ ଗର୍ଲ ଫ୍ରେଣ୍ଡଙ୍କ ସହିତ ସମ୍ପର୍କ ରଖିଥିଲେ ଯୁବକ, ତାପରେ…
ଟୋକିଓ,୨୫।୪: ଏକାଧିକ ଗର୍ଲ ଫ୍ରେଣ୍ଡ୍ଙ୍କ ସହିତ ସମ୍ପର୍କ ରଖିଥିବା ଯୁବକଙ୍କୁ ଶେଷରେ ହଟହଟା ହେବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ଜାପାନରେ ଘଟିଛି। ଏଠାରେ ଜଣେ ଯୁବକ ଏକା ସାଙ୍ଗରେ ଜଣେ ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୩୫ ଗର୍ଲ…
ଗଭର୍ନର ପ୍ରାର୍ଥୀ ହେବେ କିନ୍ନର
କାଲିଫର୍ନିଆ, ୧୪।୪: ଆମେରିକାର ହାଇପ୍ରୋଫାଇଲ କିନ୍ନର ଭାବେ ଜଣାଶୁଣା ତଥା ରିଅଲିଟି ଟିଭି ଷ୍ଟାର କାଟ୍ଲିନ୍ ଜେନ୍ନର ରିପବ୍ଲିକାନ ପାର୍ଟିରୁ କାଲିଫର୍ନିଆ ଗର୍ଭନର ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ଆବଶ୍ୟକ କାଗଜପତ୍ର କାମ ସରିଥିବା ସେ କହିଛନ୍ତି। ଡେମୋକ୍ରାଟିକ୍…
Archives


