ତୃତୀୟ ସନ୍ତାନ ପ୍ରସବ କଲେ ମିଳିବ ୧୧ ଲକ୍ଷ ଟଙ୍କା!

ବେଜିଂ,୩୦ ।୧: ଜନସଂଖ୍ୟାରେ ସନ୍ତୁଳନ ରକ୍ଷା କରିବାକୁ ଏବେ ଚାଇନା ସରକାର ତୃତୀୟ ସନ୍ତାନ ପ୍ରସବ କରୁଥିବା ଦମ୍ପତିଙ୍କୁ ଅନେକ ସୁବିଧା ଯୋଗାଇ ଦେଉଥିବା ଜଣାପଡିଛି । ୨୦୨୧ରେ ଲାଗୁ କରାଯାଇଥିବା ୩ ସନ୍ତାନ ପ୍ରସବ ନୀତି ଅନୁଯାୟୀ, ମାତାପିତାଙ୍କୁ ବେବି ବୋନସ, ସବେତନ ଅବକାଶ, ଟ୍ୟାକ୍ସରେ ରିହାତି, ସନ୍ତାନ ପାଳନ ପୋଷଣରେ ସୁବିଧା ଏହାସହ ଅନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଇସ୍ରାଏଲର ସେଣ୍ଟର ଅଫ୍ ପଲିଟିକାଲ ଆଣ୍ଡ ଫରେନ ଆଫେୟାର୍ସର ମୁଖ୍ୟ ଫେବିୟନ ବୁସାର୍ଟ ଟାଇମ୍ସ ଅଫ୍ ଇସ୍ରାଏଲରେ ଲେଖିଥିବା ବ୍ଲଗରେ ପ୍ରକାଶ କରିଛନ୍ତି । କୁହାଯାଉଛି କି ଚାଇନା ସରକାର ୩ ସନ୍ତାନ ପ୍ରସବ କରିବା ଲାଗି ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଅଧିକାରୀ ଓ ବିଭିନ୍ନ ସଙ୍ଗଠନକୁ ଦାୟିତ୍ୱ ଦେଇଛନ୍ତି ।
ବ୍ଲଗରେ ଦର୍ଶାଯାଇଛି କି ବେଜିଂ ଡେବିନାଂଗ ଟେକ୍ନୋଲୋଜି ଗ୍ରୁପ ତା’ର କର୍ମଚାରୀଙ୍କୁ ସନ୍ତାନ ପ୍ରସବ କରିବାକୁ ୯୦ ହଜାର ୟୁଆନ (ପ୍ରାୟ ୧୧.୫୦ଲକ୍ଷ ଟଙ୍କା) ନଗଦ ଧନରାଶୀ, ୧୨ ମାସରୁ ଅଧିକ ମାତୃତ୍ୱ ଓ ପିତୃତ୍ୱ ଅବକାଶ ଦେଉଛି । ସେହିପରି ଅନଲାଇନ ସୁବିଧା ଦେଉଥିବା କମ୍ପାନୀ ଟ୍ରିପଡାଟକମ ତା’ର କର୍ମଚାରୀଙ୍କର ସନ୍ତାନ ପ୍ରସବର ସମସ୍ତ ଖର୍ଚ୍ଚ ବହନ କରୁଛି । ତେବେ ଶାସକ କମ୍ୟୁନିଷ୍ଟପାର୍ଟିର ନିର୍ଦ୍ଦେଶରେ କମ୍ପାନୀମାନେ ଏସବୁ କରୁଥିବା କୁହାଯାଉଛି । ଦେଶରେ ଯୁବକଙ୍କ ସଂଖ୍ୟାରେ କମ୍ ଓ ଏହା ଦେଶର ପ୍ରଗତିରେ ବାଧକ ସାଜିବ ବୋଲି ଚିନ୍ତା କରି କମ୍ୟୁନିଷ୍ଟ ପାର୍ଟି ଏଭଳି କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଅଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?