ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ
ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ ଟିକା ଦେବାର ପ୍ରତିଶୃତି ଦେଇଛି। ଫଳରେ ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନରେ କରୋନା...
ଘୋଡ଼ାକୁ ବେହୋସ୍ କରୁଥିବା ଇଞ୍ଜେକସନ୍ ନେଉଛନ୍ତି ଆମେରିକା ଯୁବବର୍ଗ
ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍ ନେଉଛନ୍ତି। ଏହାଦ୍ୱାରା ଅଧିକ ସମୟ ସେମାନଙ୍କର ନିଶାରେ ବିତୁଛି। ସମ୍ପ୍ରତି ଫିଲଡାଲଫିଆରେ ହୋଇଥିବା...
ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା
ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି। ଆମେରିକା ପପ୍ ଷ୍ଟାର ରିହାନା ମଙ୍ଗଳବାର ସନ୍ଧ୍ୟାରେ ଏହାକୁ ଟୁଇଟ କରି ସମର୍ଥନ କରିଥିଲେ। ଏବେ ପରିବେଶକର୍ମୀ ଗ୍ରେଟା...
ଭବ୍ୟା ନାସା କାର୍ଯ୍ୟକାରୀ ମୁଖ୍ୟ
ଓ୍ବାଶିଂଟନ୍, ୩ା୨: ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲଙ୍କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ନିଯୁକ୍ତ କରାଯାଇଛି। ସେ ଏବେ ନାସାରେ ପରିବର୍ତ୍ତନ ସମ୍ବନ୍ଧୀୟ ସମୀକ୍ଷା ଟିମ୍ର ସଦସ୍ୟ ଅଛନ୍ତି। ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ଭବ୍ୟାଙ୍କର...
ସତର୍କ କରାଇଥିଲେ ସୁ ଚୀ
ୟାଙ୍ଗୁନ, ୩।୨: ମ୍ୟାନ୍ମାରରେ ଗଣତାନ୍ତ୍ରିକ ସଂସ୍କାର ସଫଳ ହେବ ଯଦି ଦେଶର ପ୍ରଭାବଶାଳୀ ସୈନ୍ୟବାହିନୀ ପରିବର୍ତ୍ତନକୁ ଗ୍ରହଣ କରିନିଏ। ପାଞ୍ଚ ଦଶନ୍ଧିର ସାମରିକ ଶାସନ ପରେ ୨୦୧୬ରେ ମ୍ୟାନ୍ମାର ନେତ୍ରୀ ହୋଇଥିବା ଆଙ୍ଗ୍ ସାନ୍ ସୁ ଚୀ ଅନେକ ଥର...
ମ୍ୟାନ୍ମାରରେ ଅନିଶ୍ଚିତତା
ନାପିତାଉ, ୩।୨(ଆଇଏଏନ୍ଏସ୍): ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମ୍ୟାନ୍ମାର ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଦେଶ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ନୋବେଲ ପୁରସ୍କାର ବିଜେତା ନେତ୍ରୀ ଅଙ୍ଗ୍ ସାନ୍ ସୁ ଚୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଥିଲା।...
ଘନେଇଲା ରାଜନୈତିକ ସଙ୍କଟ: ସାମ୍ବିଧାନିକ ପରିଷଦ ବୈଠକ ଡକାଇଲେ ଓଲି
ନୂଆଦିଲ୍ଲୀ, ୨।୨: ନେପାଳରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସାମ୍ବିଧାନିକ ପରିଷଦ ବୈଠକ ଡକାଇଛନ୍ତି। ବୈଠକ ବୁଧବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟ ଭଙ୍ଗ ବିରୋଧରେ ଶିକ୍ଷାର୍ଥୀଙ୍କ ପକ୍ଷରୁ କାଠମାଣ୍ଡୁରେ...
ଭାରତକୁ ବାଇଡେନ ପ୍ରଶାସନ ଦେବ ଏଫ୍-୧୬ଇଏକ୍ସ ବିମାନ!
ୱାଶିଂଟନ,୨ ।୨: ଭାରତୀୟ ବାୟୁସେନାକୁ ଖୁବ୍ଶୀଘ୍ର ଆମେରିକାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍-୧୬ଇଏକ୍ସ ବିମାନ ମିଳିପାରେ । ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତ୍ୱର ସମ୍ପର୍କ ସ୍ୱରୂପ ଆମେରିକା ସରକାର ଏଫ୍-୧୫ ଶୃଙ୍ଖଳାର ସବୁଠାରୁ ନୂଆ ମଡେଲକୁ ଭାରତକୁ...
କିମ୍ ଜୋଙ୍ଗ୍ ଉନ୍ଙ୍କ ସ୍ତ୍ରୀ ବର୍ଷେ ହେଲା କେଉଁଆଡ଼େ ଗାଏବ, ଉଠିଲାଣି ଅନେକ ପ୍ରଶ୍ନ
ପ୍ୟୋଙ୍ଗୟାଙ୍ଗ,୧।୨: ଉତ୍ତରକୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ସ୍ତ୍ରୀ ରି-ସୋଲ୍-ଜୁ ବର୍ଷେରୁ ଅଧିକ ହେବ ନଜର ଆସୁନାହାନ୍ତି। ସେ ୨୦୨୦ ଜାନୁୟାରୀ ୨୫ରେ ରି ସୋଲ ଜୁଙ୍କୁ ସ୍ବାମୀ କିମ୍ଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ଅବସରରେ ଦେଖିବାକୁ ମିଳିଥିଲା। ତେବେ...
କୁୱେତ ପହଞ୍ଚିଲା ଭାରତର କରୋନା ଭ୍ୟାକ୍ସିନ, ବୈଦେଶିକ ମନ୍ତ୍ରୀ କହିଲେ ଘନିଷ୍ଠ ବନ୍ଧୁତାର ପ୍ରତିକ
ନୂଆଦିଲ୍ଲୀ/କୁୱେତ ସିଟି ,୧ ।୨: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ବିକଶିତ ଦେଶର ଭ୍ୟାକ୍ସିନ ଉପରେ ଏବେ କିଛି ଦେଶ ନିର୍ଭର କରୁଛନ୍ତି । ସେମିତି ଭାରତରେ ପ୍ରସ୍ତୁତ ୨ଟି ଭ୍ୟାକ୍ସିନକୁ ମଧ୍ୟ ଦେଶ ଅନ୍ୟ...
ମ୍ୟାନ୍ମାର୍ରେ କ୍ଷମତା ଦଖଲ କଲା ସୈନ୍ୟ ବାହିନୀ
ନାପିତ୍ୱ,୧।୨: ମ୍ୟାନ୍ମାର୍ରେ ସୈନ୍ୟ ବାହିନୀ ପକ୍ଷରୁ କ୍ଷମତା ଦଖଲ କରାଯାଇଛି। ଦେଶର ସର୍ବୋଚ୍ଚ ନେତା ଷ୍ଟେଟ୍ କାଉନସିଲର ଆଙ୍ଗ ସାନ୍ ସୁକି, ରାଷ୍ଟ୍ରପତି ଓ୍ବିନ୍ ମିଣ୍ଟ୍ ଏବଂ ଶାସକ ଦଳର ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। ବର୍ଷେ ପାଇଁ ଦେଶରେ...
ରୁଷିଆରେ ବିଶାଳ ବିକ୍ଷୋଭ
ମସ୍କୋ, ୧।୨: ଜେଲ୍ରେ ଥିବା ରୁଷିଆର ବିରୋଧୀ ଦଳ ନେତା ଆଲେକ୍ସି ନଭଲ୍ନିଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ରବିବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଏଥିରେ ଯୋଗଦେଇ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନଙ୍କ...
Archives


