ପୁତ୍ର ସନ୍ତାନ ଲୋଭରେ ମୁଣ୍ଡରେ କଣ୍ଟା ବାଡ଼େଇଲେ ଗର୍ଭବତୀ

ପେଶାଓ୍ବର,୯।୨: ଧାର୍ମିକ ଗୁରୁଙ୍କ ପରାମର୍ଶ କ୍ରମେ ନିଶ୍ଚିତ ଶିଶୁପୁତ୍ର ଲାଭ କରିବା ପାଇଁ ଜଣେ ଗର୍ଭବତୀ ମହିଳା ନିଜ ମୁଣ୍ଡରେ କଣ୍ଟା ବାଡ଼େଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ପାକିସ୍ତାନର ପେଶାଓ୍ବରରୁ।

ଉକ୍ତ ଗର୍ଭବତୀ ମହିଳା ପେଶାଓ୍ବରର ଏକ ହସ୍ପିଟାଲକୁ ଆସିଥିଲେ। ପୀଡ଼ିତା ସମ୍ପୂର୍ଣ୍ଣ ରୂପେ ହୋସ୍‌ରେ ଥିଲେ। କିନ୍ତୁ ସେ ପ୍ରବଳ ଯନ୍ତ୍ରଣାରେ ଚିତ୍କାର କରୁଥିଲେ।
ଏକ୍ସ-ରେ ମହିଳାଙ୍କ କପାଳରେ ୫ ସେଣ୍ଟିମିଟର (ଦୁଇ ଇଞ୍ଚ) କଣ୍ଟା ପଶି ଥିବା ଦେଖିବାକୁ ପାଇଥିଲୁ। କିନ୍ତୁ ଏଥିଯୋଗୁ ତାଙ୍କ ବ୍ରେନରେ ଆଘାତ ଲାଗି ନ ଥିଲା। ହାର୍ମର କିମ୍ବା ତା’ ଭଳି କିଛି ଓଜନିଆ ଧାତୁରେ କଣ୍ଟାକୁ ମାଡ଼ କରାଯାଇଥିବା ଡାକ୍ତର ହାଇଦର ଖାନ କହିଛନ୍ତି।

ତିନି ଝିଅଙ୍କ ମା’ ପୁଣି ଥରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସେ ସୂଚନା ଦେଇଛନ୍ତି। ଜଣେ ଧାର୍ମିକ ଗୁରୁଙ୍କ ପରାମର୍ଶକ୍ରମେ ମୁଣ୍ଡରେ ନିଜେ କଣ୍ଟା ବାଡେଇଥିବା ମହିଳା ଜଣଙ୍କ ହସ୍ପିଟାଲ ଷ୍ଟାଫଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ଜଣଙ୍କ ଜୀବନ ଗଲା

ସିଓଲ,୨୭ା୧୧: ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗର ବୌଦ୍ଧ ମନ୍ଦିର ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିହ୍ନଟ...

ମହାଭିଯୋଗ ଭୋଟିଂ ଆଜି

ଓ୍ବାଶିଂଟନ, ୧୩ା୧: ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ହିଂସାକାଣ୍ଡକୁ ଉସୁକାଇଥିବା ଅଭିଯୋଗରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହିଷ୍କାର ପାଇଁ ନିମ୍ନ ସଦନରେ ମହାଭିଯୋଗ ଆଗତ ହୋଇସାରିଛି।...

ଟଙ୍କା ଭର୍ତ୍ତି ୬ ସୁଟ୍‌କେସ ସହ ଧରାପଡ଼ିଲେ

ମସ୍କୋ,୨୧।୩: ୟୁକ୍ରେନ ପାର୍ଲାମେଣ୍ଟର ପୂର୍ବତନ ସଦସ୍ୟଙ୍କ ପତ୍ନୀ ପଡ଼ୋଶୀ ଦେଶ ହଙ୍ଗେରୀରେ ୨୮ ନିୟୁତ ଡଲାର ଏବଂ ୧.୩ ନିୟୁତ ୟୁରୋ ଭର୍ତ୍ତି ୬ ସୁଟ୍‌କେସ...

କରୋନା ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଲା: ବୁହାନରେ ୫୦୦ ଭାରତୀୟ ସୁରକ୍ଷିତ; ଜାନୁୟାରୀ ୩୧ରେ ହୋଇପାରନ୍ତି ଏୟାରଲିଫ୍ଟ୍‌

ନୂଆଦିଲ୍ଲୀ/ବେଜିଂ, ୨୯।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣରେ ଇତିମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା...

ଗ୍ରେଟା ଥନବର୍ଗ ଗିରଫ…

ବର୍ଲିନ,୧୮।୧ : ଜର୍ମାନୀର ଲୁଟେଜରାଥରେ ଏକ କୋଇଲା ଖଣି ସମ୍ପ୍ରସାରଣକୁ ବିରୋଧ କରି ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗ୍ରେଟାଙ୍କ...

ମୁମ୍ବାଇକୁ ଅନ୍ଧାର କରିଥିଲା ଚାଇନା

ଓ୍ବାଶିଂଟନ୍‌, ୨ା୩ :ଚାଇନା ଟାର୍ଗେଟରେ ଭାରତର ଶକ୍ତି କ୍ଷେତ୍ର। ସାରା ଦେଶକୁ ଅନ୍ଧାର କରିବା ପାଇଁ ବେଜିଂ କରିଚାଲିଛି ସାଇବର ଆକ୍ରମଣ। ଗତ ବର୍ଷ ଲଦାଖ...

ଭୂକମ୍ପରେ ଥରିଲା ଆଲାସ୍କା

ଓ୍ବାଶିଂଟନ୍‌,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍‌ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ...

ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ...

Advertisement
Archives

Model This Week