ଅନ୍ତର୍ଜାତୀୟ

ଜାପାନ ମୁହାଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର…

ଟୋକିଓ,୧୯।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବାରଣ ସତ୍ତ୍ୱେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଆମେରିକା ଆଣବିକ ନିରସ୍ତ୍ରୀକରଣ ନେଇ କିମ୍‌ଙ୍କ ତାଗିଦ୍‌ କରିବାର କିଛି ଘଣ୍ଟା ପରେ ମଙ୍ଗଳବାର ଏହି କ୍ଷେପଣାସ୍ତ୍ରକୁ ଜାପାନ ମୁହାଁ କରାଯାଇ…

ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ଲକଡାଉନ୍‌ ଜାରି…

ବେଜିଂ,୧୯।୧୦: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ସୃଷ୍ଟରେ ରଖି ଉତ୍ତର ସୀମାବର୍ତ୍ତୀ ସହରରେ ଆଶିଂକ ଲକଡାଉନ୍‌ ଜାରି ହୋଇଛି। ମଙ୍ଗୋଲିଆ ଅଞ୍ଚଳରେ ବସବାସ କରୁଥିବା ୭୬ ହଜାର ଲୋକଙ୍କୁ ଘରୁ ନ ବାହାରିବାକୁ…

୯ ବର୍ଷରେ ଭଙ୍ଗାଯାଇଛି ୩,୭୨୧ ଘର-ମନ୍ଦିର, ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଢାକା,୧୯।୧୦: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଗତ ସପ୍ତାହରେ ରଙ୍ଗପୁର ଜିଲାରେ ସୃଷ୍ଟି ହୋଇଥିବା ହିଂସା ଏବେ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୪୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମ୍ବେଦନଶୀଳ ଏବଂ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ…

ନୀରବ ମୋଦିଙ୍କୁ ପୁଣି ଲାଗିଲା ଝଟ୍‌କା

ନ୍ୟୁୟର୍କ,୧୯।୧୦: ଭାରତୀୟ ବ୍ୟାଙ୍କରୁ ରୁଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଆମେରିକାର ନ୍ୟୁୟର୍କର ଏକ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ନୀରବ ମୋଦି ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଠକେଇ ଅଭିଯୋଗକୁ ଖାରଜ କରିବା ପାଇଁ…

କୋଭିଡ୍‌ରେ କୋଲିନ ପଓ୍ବେଲଙ୍କ ପରଲୋକ

ଓ୍ବାଶିଂଟନ, ୧୯।୧୦: ଆମେରିକାର ପ୍ରଥମ କୃଷ୍ଣକାୟ ପରରାଷ୍ଟ୍ର ସଚିବ କୋଲିନ ପଓ୍ବେଲଙ୍କର ସୋମବାର କୋଭିଡ୍‌ରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍‌ଙ୍କ ପ୍ରଶାସନରେ ୨୦୦୧ ଜାନୁୟାରୀରୁ ୨୦୦୫ ଜାନୁୟାରୀ ପର୍ଯ୍ୟନ୍ତ ପରରାଷ୍ଟ୍ର…

ପିଲା ଅପରାଧ କଲେ ମା’ବାପାଙ୍କୁ ମିଳିବ ଦଣ୍ଡ

ବେଜିଂ,୧୯ ।୧୦: ଚାଇନା ସଂସଦ ଏଭଳି ଏକ ଆଇନ ପ୍ରଣୟନ ଉପରେ ବିଚାର କରୁଛି, ଯେଉଁଥିରେ ପିଲାମାନଙ୍କର ମାତାପିତାଙ୍କୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ରହିବ । ଯେଉଁ ପିଲାମାନେ ଖରାପ ଆଚରଣ ଓ ଅପରାଧ କରୁଛନ୍ତି ସେଭଳି ପିଲାଙ୍କ ମାତାପିତାଙ୍କୁ…

ତରବରରେ ତିଆରି ହୋଇନି ତ କୋଭାକ୍ସିନ: ଡବ୍ଲୁଏଚଓ ମାଗିଲା ଅଧିକ ତଥ୍ୟ

ଜେନେଭା,୧୯ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ପ୍ରସ୍ତୁତ ହୋଇଛି ଟିକା । ହେଲେ ଏବେ ଏହି ଟିକାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଭାରତ ବାୟୋଟେକକୁ ଏହାଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଉପରେ ଆହୁରି…

ପୂଜା ହିଂସାରେ ଜଳିଗଲା ୨୦ ହିନ୍ଦୁଙ୍କ ଘର

ଢାକା,୧୮।୧୦: ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ବାଂଲାଦେଶରେ ଦୁର୍ଗା ପୂଜା ବେଳେ ମନ୍ଦିର ଭଙ୍ଗାରୁଜା କରାଯିବା ସହ ଅନେକ ହିନ୍ଦୁଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ୬୬ ଘର ଭାଙ୍ଗି ଦିଆଯାଇଥିବା ବେଳେ ଅତିକମ୍‌ରେ ୨୦ ଘର ଜାଳି…

ଚନ୍ଦ୍ରରେ ଓ୍ବାଇ-ଫାଇ ନେଟ୍‌ଓ୍ବାର୍କ ସ୍ଥାପନ ପାଇଁ ନାସାର ଯୋଜନା…

ଓ୍ବାଶିଂଟନ,୧୮।୧୦: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରରେ ୱାଇ-ଫାଇ ନେଟୱାର୍କ ସ୍ଥାପନ କରିବାକୁ ଚିନ୍ତା କରୁଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଏହା ଦ୍ୱାରା ଆମେରିକାର କେତେକ ଅଞ୍ଚଳରେ ଇଣ୍ଟରନେଟ ସମସ୍ୟାକୁ ଦୂର କରାଯାଇ ପାରିବ। ଭବିଷ୍ୟତର…

ଚାଇନାରେ ଅସଲି ସ୍କ୍ବିଡ୍‌ ଗେମ୍‌, ବର୍ଷକୁ ଲକ୍ଷେ ଲୋକଙ୍କର ହାର୍ଟ-ଲିଭର-କିଡ୍‌ନୀ କାଢ଼ି ନେଉଛନ୍ତି ସରକାର…

ବେଜିଂ,୧୮।୧୦: ଦକ୍ଷିଣ କୋରିଆର ହରର ଡ୍ରାମା ସିରିଜ ସ୍କ୍ବିଡ୍‌ ଗେମ୍‌ ନେଟଫ୍ଲିକ୍ସରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏହି ଶୋ’ରେ, ଯେଉଁମାନେ ଋଣଗ୍ରସ୍ତ ହୋଇଥିବା ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦିଆଯାଇଛି। ଫଳରେ ପରସ୍ପର ମଧ୍ୟରେ ରକ୍ତାକ୍ତ ଲଢ଼େଇ କରି ୪୫୫ ଜଣ ଲୋକଙ୍କର…

ବାଂଲାଦେଶରେ ମନ୍ଦିର ଭଙ୍ଗାରୁଜା ଜାରି

ଢାକା, ୧୮।୧୦: ବାଂଲାଦେଶରେ ଦୁର୍ଗାପୂଜା ବେଳେ ଇସ୍‌ଲାମ ଧର୍ମ ପ୍ରତି ଅସମ୍ମାନ କରାଯାଇଥିବା ବାର୍ତ୍ତା ପ୍ରଚାର ହେବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ମନ୍ଦିର ଭଙ୍ଗାରୁଜା ଓ ହିଂସାକାଣ୍ଡ ଜାରି ରହିଛି। ଏହାର ପ୍ରତିବାଦରେ ସଂଖ୍ୟାଲଘୁମାନଙ୍କ ପକ୍ଷରୁ ଦେଶବ୍ୟାପୀ…

ଯାତ୍ରୀଙ୍କ ଆଗରେ ମହିଳାଙ୍କୁ ବଳାତ୍କାର

ଓ୍ବାଶିଂଟନ,୧୭।୧୦: ଆମେରିକାର ଦକ୍ଷିଣପୂର୍ବ ପେନ୍‌ସିଲଭାନିଆ ପରିବହନ କର୍ତ୍ତୃପକ୍ଷ (ଏସ୍‌ଇପିଟିଏ)ଙ୍କ ଦ୍ୱାରା ମାର୍କେଟ ଓ ଫ୍ରାଙ୍କଫୋର୍ଡ ମଧ୍ୟରେ ଚଳାଚଳ କରୁଥିବା ଏକ ଟ୍ରେନ୍‌ରେ ଯାତ୍ରୀଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ୩୫ ବର୍ଷୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri