ଅନ୍ତର୍ଜାତୀୟ

ଓସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ‘କୁଝାଙ୍ଗଲ’

ନୂଆଦିଲ୍ଲୀ,୨୩।୧୦: ୨୦୨୨ ଏକାଡେମୀ ପୁରସ୍କାରରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ତାମିଲ ଫିଲ୍ମ ‘କୁଝାଙ୍ଗଲ’କୁ ବଛାଯାଇଛି। ଏ ନେଇ ଫିଲ୍ମର ନିର୍ମାତା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଓସ୍କାର ପାଇବାକୁ ହେଲେ ଏହି ଫିଲ୍ମକୁ ପ୍ରଥମେ ନୋମିନେଶନ ତାଲିକାରେ ସ୍ଥାନ…

ଭାରତର ସମ୍ମାନ ବଢ଼ିଲା

ଓ୍ବାଶିଂଟନ,୨୩ା୧୦: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଭାରତୀୟ ମୂଳ ନୀତି ବିଶେଷଜ୍ଞ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସର କର୍ମଚାରୀ ସଚିବ ଭାବରେ ନିଯୁକ୍ତ ଦେଇଛନ୍ତି। ହ୍ବାଇଟ୍‌ ହାଉସର ଓ୍ବେଷ୍ଟ ଓ୍ବିଙ୍ଗରେ ପରଦା ପଛରେ କାମ କରୁଥିବା କର୍ମଚାରୀ ସଚିବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।…

ଭୋକ ଉପାସରେ ଲୋକେ, କିମ୍‌ଙ୍କ ଚିନ୍ତା ବଢ଼ିଲା…

ଜେନେଭା,୨୩।୧୦: ଉତ୍ତର କୋରିଆରେ ଲୋକଙ୍କ ଦୁଇବେଳା ଦୁଇମୁଠା ଖାଇବାକୁ ମିଳୁ ନାହିଁ। ଏନେଇ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଭୋକିଲାଙ୍କ ସମ୍ପର୍କିତ ଏକ ରିପୋର୍ଟ ଜାତିସଂଘର ମାନବିକ ଅଧିକାରର ଅନୁସନ୍ଧାନକାରୀ ଟିମ୍‌ଙ୍କ ପକ୍ଷରୁ ପ୍ରକାଶ…

ଚାଇନାରେ ଉଇଗରଙ୍କ ନରସଂହାର…

ସିଡ୍‌ନୀ/ବେଜିଂ,୨୩।୧୦: ଉଇଗର ମୁସଲମାନଙ୍କ ଦମନ ଜିନଜିଆନ ପ୍ରଦେଶରେ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗଙ୍କ ସରକାରଙ୍କ ପକ୍ଷରୁ ଜାରି ରହିଛି। ଚାଇନାରେ ଉଇଗର ମୁସଲମାନଙ୍କ ନରସଂହାର ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲାବେଳେ ପାକିସ୍ତାନ ପକ୍ଷରୁ ସମ୍ପୂର୍ଣ୍ଣ ନୀରବତା…

ହାଇପରସୋନିକ୍‌ କ୍ଷେପଣାସ୍ତ୍ର ବିକଶିତ କରୁଛି ଭାରତ

ଓ୍ବାଶିଂଟନ, ୨୩।୧୦: ଚାଇନା ନିକଟରେ ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ନେଇ ଖବର ପ୍ରକାଶ ପାଇଥିବାବେଳେ ଭାରତ ସମେତ କେତେକ ଦେଶ ଏଭଳି କ୍ଷେପଣାସ୍ତ୍ର ପ୍ରସ୍ତୁତି ଚଳାଇଥିବା ଆମେରିକା କଂଗ୍ରେସର ଏକ ସ୍ବାଧୀନ ସଂସ୍ଥା ରିପୋର୍ଟରେ କୁହାଯାଇଛି।…

ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ମୃତ

ଦାମସକସ,୨୩ ।୧୦: ସେଣ୍ଟ୍ରାଲ କମାଣ୍ଡର ପ୍ରବକ୍ତା ମେଜର ଜନ ରିଗସବି ଶୁକ୍ରବାର କହିଥିଲେ କି ଉତ୍ତର ପଶ୍ଚିମ ସିରିଆରେ ଆମେରିକା ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହାମିଦ ଅଲ-ମାତରଙ୍କ ମୃତ୍ୟୁ ହୋଇଛି । ରିଗସବି…

ରେଲ୍‌ଓ୍ବେ କ୍ରସିଂରେ ଠିଆ ହୋଇଥିଲା କାର୍‌ ଭର୍ତ୍ତି ଟ୍ରକ୍‌, ଦ୍ରୁତ ଗତିରେ ଆସିଲା ଟ୍ରେନ୍‌; ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧୦:  ଆମେରିକାର ଓକାଲୋହୋମାରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭର୍ତ୍ତି ଟ୍ରକ୍‌ ଲେଭଲ କ୍ରସିଂ ନିକଟରେ ରାସ୍ତା ପାର୍‌ ପାଇଁ ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରେନ୍‌ ଦ୍ରୁତ ଗତିରେ ଆସୁଥିଲା। ଫଳରେ ଟ୍ରକ୍‌ଟିକୁ ଏପରି…

‘ଭାରତ-ଆମେରିକା’ର ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ’

ଓ୍ବାଶିଂଟନ,୨୨ା୧୦: ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସାନ୍ଧୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଆଧାର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା କ୍ରମାଗତ ଭାବେ ବଢୁଛି। କଂଗ୍ରେସର ବରିଷ୍ଠ କର୍ମଚାରୀଙ୍କ ପାଇଁ ଇଣ୍ଡିଆ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ପରିବାର ବଢ଼ାଇବା ପାଇଁ ଏହି ସହରରେ ମାଗଣାରେ ମିଳୁଛି ଜମି, ରହିଛି ଏଭଳି ସର୍ତ୍ତ

କାନବେରା,୨୨ା୧୦: ଭାରତର ଜନସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କିନ୍ତୁ କିଛି ଦେଶ ଅଛି ଯେଉଁଠି ଏହାର ବିପରୀତ। ସମ୍ପ୍ରତି ଅଷ୍ଟ୍ରେଲିଆର କ୍ୱିଲିପ୍‌ ସହରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜନସଂଖ୍ୟା ବହୁତ କମ୍‌ ଅଟେ। ପରିସଂଖ୍ୟାନ ଅନୁଯାୟୀ,…

ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ ଉପରେ ଆକ୍ରମଣ: ୭ ମୃତ

ଢାକା,୨୨।୧୦: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏଠାରେ ଥିବା କ୍ୟାମ୍ପ୍‌ରେ ଆକ୍ରମଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ରୋହିଙ୍ଗ୍ୟା କ୍ୟାମ୍ପରେ ଥିବା ମଦ୍ରାସା ଉପରେ ଏହି ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ…

ଶୁଟିଂ ସେଟ୍‌ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍‌ଙ୍କ ଜୀବନ ଗଲା

ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା ସିନେମାଟୋଗ୍ରାଫରଙ୍କଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଥିବା କୁହାଯାଉଛି।…

ସାଧାରଣ ନାଗରିକଙ୍କୁ ବିବାହ କରିବେ ସୁନ୍ଦରୀ ରାଜକୁମାରୀ

ଟୋକିଓ,୨୨।୧୦:ଜାପାନର ରାଜକୁମାରୀ ମାକୋ ଖୁବ୍‌ଶୀକ୍ର ବିବାହ କରିବାକୁ ଯାଉଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ଆସନ୍ତା ମଙ୍ଗଳବାର ବିବାହ କରିବେ। ଏହି ବିବାହ ପରେ ମାକୋ ଆଉ ରାଜକୁମାରୀ ରହିବେ ନାହିଁ। ସେ ସାଧାରଣ ନାଗରିକଙ୍କ ପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri