ପିସୋଚିନ ପହଞ୍ଚିଲା ଭାରତ ସରକାରଙ୍କ ବସ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନର ପିସୋଚିନରେ ଫସି ରହିଥିବା ପ୍ରାୟ ୨୯୮ ଭାରତୀୟ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପିସୋଚିନରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ୫ ବସ୍‌ର ବ୍ୟବସ୍ଥା କରାଯାଇଥିଲା । ଏହି ବସ୍ ମାଧ୍ୟମରେ ପିସୋଚିନରୁ ଭାରତୀଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଉଦ୍ଧାର ହୋଇଥିବା ଭାରତୀୟମାନେ ଭାରତ ପହଞ୍ଚିବା ପର୍ଯ୍ୟନ୍ତ ଦୂତାବାସ ସେମାନଙ୍କ ସମ୍ପର୍କରେ ରହିବ ବୋଲି କୁହାଯାଇଛି ।
ଏହା ପୂର୍ବରୁ ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍ କରାଯାଇଥିଲା କି ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ୩ଟି ବସ୍ ପେସୋଚିନ ପହଞ୍ଚି ସାରିଛି । ଆଉ ସେଠାରୁ ଏହା ପଶ୍ଚିମକୁ ଗତି କରିବ । ଆଉ ୨ଟି ବସ ଶୀଘ୍ର ପହଞ୍ଚିବ । ଆମର ସମସ୍ତ ଛାତ୍ର ସୁରକ୍ଷିତ ଉଦ୍ଧାର ହୁଅନ୍ତୁ ଏତିକି କାମନା । ସୂଚନାଯୋଗ୍ୟ, ପିସୋଚିନ ଖାର୍କିବ ଠାରୁ ମାତ୍ର ୧୧ କିଲୋମିଟର ଦୂର ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସେନାକୁ ଟିକ୍‌ଟକ୍‌ ଡର

ଓ୍ବାଶିଂଟନ,୩ା୧(ଆଇଏଏନ୍‌ଏସ୍‌): ଆମେରିକା ସୈନ୍ୟମାନେ ଏଣିକି ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେ ନାହିଁ। ଚାଇନା ଦ୍ୱାରା ବିକଶିତ ଏହି ଶର୍ଟ ଭିଡିଓ-ମେକିଙ୍ଗ୍‌ ଆପ୍‌ ଦ୍ୱାରା ଫୋନ୍‌ର ସୁରକ୍ଷା...

ନ୍ୟୁୟର୍କର ଜିଲା ଜଜ ହେବେ ମୂଳ ଭାରତୀୟ ଅରୁଣ…

ନ୍ୟୁୟର୍କ,୮।୩ : ନ୍ୟୁୟର୍କର ଦକ୍ଷିଣ ଜିଲା ପାଇଁ ମୂଳ ଭାରତୀୟ ଆମେରିକୀୟ ଅରୁଣ ସୁବ୍ରମଣ୍ୟନ ଜଜ ହେବେ। ସେ ଏହି ବେଞ୍ଚରେ ପ୍ରଥମ ଦକ୍ଷିଣ ଏସୀୟ...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

ଆଜି ଖୋଲିଲା ୧୫୦ ବିଶ୍ୱବିଦ୍ୟାଳୟ

କାବୁଲ,୨ା୨: ଆଫଗାନିସ୍ତାନର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଦେଶର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବୁଧବାର (ଫେବୃୟାରୀ ୨)ରେ ଖୋଲିଛି। ଆଫଗାନିସ୍ତାନରେ ମିଳିତ ଜାତିସଂଘର ସହାୟତା ମିଶନ (ୟୁନାମା)...

୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ...

ଟ୍ରମ୍ଫ ଗିରଫ ହେବା ଦାବି କରିବାରୁ ମସ୍କ କହିଲେ, ଯଦି ଏମିତି ହେବ ପୁଣିଥରେ ବହୁମତରେ ରାଷ୍ଟ୍ରପତି ଭାବେ ବିଜୟୀ ହେବେ

ୱାଶିଂଟନ,୧୯ ।୩: ଟେଲସା ଓ ଟୁଇଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଲନ ମସ୍କ ଦାବି କରିଛନ୍ତି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଯଦି...

ବାଘଛାଲ ଚାଲାଣରେ ଭାରତ ଆଗୁଆ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୭: ବାଘର ଛାଲ, ନଖ, ହାଡ଼ ଓ ଅଙ୍ଗଗୁଡ଼ିକ ଚୋରା ଚାଲାଣ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି। ଭାରତ ଓ ଥାଇଲାଣ୍ଡରୁ...

ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ

ଜାତିସଂଘ, ୧୬ା୫ : ମହାମାରୀ କରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜି୍ୟକ ଓ ଆର୍ଥତ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି...

Advertisement
Archives

Model This Week