ଅନ୍ତର୍ଜାତୀୟ

ପୁଟିନ୍‌ଙ୍କ ଯୋଜନା, ରୁଷିଆ-ବେଲାରୁଷ୍‌-ୟୁକ୍ରେନ୍‌ ମିଶି ହେବ ‘ୟୁନିଅନ୍‌ ଷ୍ଟେଟ୍‌’ ଗଠନ…

ମସ୍କୋ, ୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ପୂର୍ବ ୟୁରୋପରେ ନାଟୋର ହାତକୁ ମଜବୁତ କରୁଥିବାବେଳେ ଅନ୍ୟ ପଟେ ରୁଷିଆ ଏହାର ବିନାଶକାରୀ ଅସ୍ତ୍ର…

୨୫ ବର୍ଷରେ ତରଳିଛିି ୧୮୦ ଫୁଟ୍‌ ବରଫ

ଓ୍ବାଶିଂଟନ୍‌, ୬ା୨: ବିଶ୍ୱର ଉଚ୍ଚତମ ପର୍ବତ ଏଭରେଷ୍ଟରେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ପଡ଼ିଛି। ଏଭରେଷ୍ଟ ଶିଖରରେ ହଜାର ହଜାର ବର୍ଷ ମଧ୍ୟରେ ଜମିଥିବା ବରଫ ଏବେ ତୀବ୍ରଗତିରେ ତରଳିବାରେ ଲାଗିଛି। ସାଇଣ୍ଟିଫିକ୍‌ ଜର୍ନାଲ ‘ନେଚର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ,…

ଆମେରିକା ବିରୋଧରେ ସ୍ବର ଉତ୍ତୋଳନ କଲା ଚାଇନା

ବେଜିଂ,୫ା୨: ଆମେରିକା ବିରୋଧରେ ଚାଇନା ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ ଆରମ୍ଭ କରିଛି। ଏଥର ଚାଇନା ତା’ର ମିତ୍ର ରାଷ୍ଟ୍ର ଉତ୍ତରକୋରିଆ ସପକ୍ଷରେ ସ୍ବର ଉତ୍ତୋଳନ କରିଛନ୍ତି। ଉତ୍ତରକୋରିଆ ସହ ତିକ୍ତତା ହ୍ରାସ କରିବାକୁ ଚାଇନା ଆମେରିକାକୁ ନିବେଦନ କରିଛି। ମିଳିତ…

ପାକିସ୍ତାନ ସୈନ୍ୟ-ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି…

କରାଚି, ୫।୨ : ପାକିସ୍ତାନର ବାଲୁଚିସ୍ତାନରେ ସ୍ଥିତି ସଙ୍କଟ ଜନକ ରହିଛି। ପାକିସ୍ତାନ ସୈନ୍ୟ ଏବଂ ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି ଜାରି ରହିଛି। ଏହାଯୋଗୁ ସ୍ଥାନୀୟ ଲୋକେ ଭୋକ ଉପାସରେ ଗତ ୩ ଦିନ…

ସୀମାରେ କୁକୁର ରୋବଟ ଚଳାଇବ ଗୁଳି…

ଓ୍ବାଶିଂଟନ, ୫।୨ : ଖୁବ୍‌ ଶୀଘ୍ର ଆମେରିକା ସୀମା ସୁରକ୍ଷା ଦାୟିତ୍ୱ ରୋବଟ କୁକୁରକୁ ପ୍ରଦାନ କରାଯିବ। ଏହି କୁକୁର ସୀମାରେ ପାଟ୍ରୋଲିଂ କରିବା ସହିତ ଆବଶ୍ୟକ ପଡ଼ିଲେ ଶତ୍ରୁ ଉପରକୁ ଗୁଳି ମଧ୍ୟ ଚଳାଇବ। ମେକ୍ସିକୋ ସୀମାର ଦକ୍ଷିଣ ପ୍ରାନ୍ତରେ…

ଆମେରିକାବାସୀଙ୍କୁ ଡରାଉଛି କରୋନା, ମୃତ୍ୟୁ ସଂଖ୍ୟା ୯ ଲକ୍ଷ ଉପରେ

ୱାଶିଂଟନ,୫ ।୨: କରୋନା ମହାମାରୀରେ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ ଏବେ କିନ୍ତୁ ଆମେରିକାର ମୃତ୍ୟୁ ସଂଖ୍ୟା ଭୟଙ୍କର ରୂପ ନେଇଛି । ଏବେ ପର୍ଯ୍ୟନ୍ତ ଆମେରିକାରେ କରୋନା ମହାମାରୀରେ ୯ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି…

ରୁଷିଆ ଛାଡ଼ିଲେ ଏଲେନା ମିଲାଶିନା

ମସ୍କୋ,୫ା୨: ପୁରସ୍କାର ବିଜୟିନୀ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ଏଲେନା ମିଲାଶିନା ଚେଚନ୍ୟାରୁ ହତ୍ୟା ଧମକ ପାଇବା ପରେ ଶୁକ୍ରବାର ସାମୟିକ ଭାବେ ରୁଷିଆ ଛାଡ଼ିଛନ୍ତି। ଚେଚନ୍ୟାରେ ମାନବାଧିକାର ଉଲ୍ଲଂଘନ ସମ୍ପର୍କରେ ସେ ରୁଷିଆର ପ୍ରମୁଖ ସ୍ବାଧୀନ ଖବରକାଗଜ ‘ନୋଭାୟା ଗେଜେଟା’ରେ ଦୀର୍ଘ ସମୟ…

‘ଆମେ ଭାରତ ସହ ଛିଡ଼ା ହୋଇଛୁ’

ଓ୍ବାଶିଂଟନ,୪।୨: ଚାଇନାର ଆକ୍ରୋଶ ବିରୋଧରେ ଭାରତ ସହ ଛିଡ଼ା ହୋଇଛି ଆମେରିକା। ୨୦୨୦ରେ ଗଲଓ୍ବାନ ଘାଟିରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା ପିଏଲ୍‌ଏ ସୈନ୍ୟଙ୍କୁ ଚାଇନା ଓ୍ବିଣ୍ଟର ଅଲିମ୍ପିକ୍ସ ଲାଗି ଟର୍ଚ ଧାରୀ ଭାବେ ଚୟନ କରିବାରୁ ଅନେକ ଆମେରିକୀୟ ସିନେଟର…

ଧଳା ଘୋଡ଼ାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ !

ପୋଙ୍ଗୟାଙ୍ଗ,୪ ।୨: କିମ ଜଙ୍ଗ ଉନ ଉତ୍ତର କୋରିଆର ଏକ ନୂଆ ପ୍ରଚାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓରେ କିମଙ୍କୁ ଏକ ଧଳା ଘୋଡା ଉପରେ ଦେଖିବାକୁ ମିଳିବ । ଏହି ଭିଡଓ କିମଙ୍କ ଆର୍ଥିକ ନେତୃତ୍ୱକୁ ବଢାଇଚଢାଇ…

ବିବାହର ଗୋଟିଏ ଦିନ ପରେ ଛାଡପତ୍ର ନେଲେ ସ୍ତ୍ରୀ-ସ୍ବାମୀ

ଆବୁଧାବି,୪।୨: ବିବାହ ସାତ ଜନ୍ମର ବନ୍ଧନ ଭାବରେ ବିବେଚନା କରାଯାଏ, କିନ୍ତୁ ବେଳେବେଳେ ଏହି ବନ୍ଧନ ଏତେ ଶୀଘ୍ର ଭାଙ୍ଗିଯାଏ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ବିବାହର…

ତୁର୍କୀ ସୀମାରେ ବରଫ ପାଲଟିଗଲେ ୧୯ ଶରଣାର୍ଥୀ

ଇସ୍ତାନବୁଲ,୩।୨: ଗ୍ରୀସ୍‌-ତୁର୍କୀ ସୀମା ନିକଟରୁ ଗୁରୁବାର ଆଉ ୭ ଜଣ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଏହାକୁ ମିଶାଇ ସୀମାରେ ତୁଷାରପାତରେ ମୃତ ଶରଣାର୍ଥୀଙ୍କ ସଂଖ୍ୟା ୧୯ରେ ପହଞ୍ଚତ୍ଛି। ଏହି ମୃତ୍ୟୁ ପାଇଁ ତୁର୍କୀ ପଡୋଶୀ ଗ୍ରୀସ୍‌ ଉପରେ ଦୋଷ ଲଦିଛି। ତୁର୍କୀର…

ପାକିସ୍ତାନର ୨ଟି କ୍ୟାମ୍ପ ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ

କରାଚୀ,୩।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳର ଦୁଇଟି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। ଏଥିରେ ୧୩ ଆତଙ୍କବାଦୀ ଓ ୭ ସୈନ୍ୟ ନିହତ ହୋଇଥିବା ସେଠାର ଜଣେ ବରିଷ୍ଠ ମନ୍ତ୍ରୀ ଗୁରୁବାର ସୂଚନା ଦେଇଛନ୍ତି। ଆତଙ୍କବାଦ ବିରୋଧରେ ଏହା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri