ଅନ୍ତର୍ଜାତୀୟ

ବେଳକୁ ବେଳ ବିଗୁଡୁଛି କ୍ୱିଭ୍‌ର ପରିସ୍ଥିତି, ମାଆ ପାଇଁ ଔଷଧ ଆଣିବାକୁ ଯାଇଥିବା ଝିଅକୁ ଉଡାଇଦେଲେ ରୁଷିଆ ସେନା

କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ହେଲେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କ୍ୱିଭକୁ ଦଖଲ କରିବା ଟାର୍ଗେଟରେ ରହିଛି ରୁଷିଆ । ଏଥିପାଇଁ ରୁଷିଆ ସେନା ପକ୍ଷରୁ କ୍ୱିଭ ନିକଟରେ…

ୟୁକ୍ରେନର ସାମରିକ ବେସ୍‌ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ କଲା ରୁଷିଆ: ୩୫ ମୃତ

କ୍ୱିଭ୍‌,୧୩।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣର ଆଜି ହେଉଛି ୧୮ତମ ଦିନ। ରୁଷିଆ ଦିନକୁ ଦିନ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରୁଛି। ରୁଷିଆ ରବିବାର ୟୁକ୍ରେନର ସାମରିକ ବେସ୍‌ ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ୩୫…

ଲୁହ ଭିଜା ଆଖିରେ ନୂଆ ସପନ, ରୁଷିଆ ରକେଟ ମାଡ଼ରୁ ରକ୍ଷା ପାଇଥିବା ଗର୍ଭବତୀ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ…

କ୍ୱିଭ୍‌, ୧୩।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧର ଭୋକ ଶୋଷ ଆଉ ଲୁହ ଭିଜା ଆଖିରେ ବି ନୂଆ ସପନ ଝଲସୁଛି। ୟୁକ୍ରେନ୍‌ର ମାରିଆପୋଲ୍‌ର ଜଣେ ଗର୍ଭବତୀ ମହିଳା ଯିଏକି ରୁଷିଆ ରକେଟ୍‌…

କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ

କ୍ୱିଭ୍‌,୧୩ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପରି ସ୍ଥିତିରେ ପହଞ୍ଚିଛି, କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ। ଏହି ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକତା ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସୁରକ୍ଷା ଦେବା ବିଷୟରେ ଆଲୋଚନା ମଧ୍ୟ କୌଣସି ପ୍ରଭାବ ପକାଇବ…

ପୁଣି ବିପଦ ଘନେଇଲା, ଚାଇନାକୁ କରୋନା ଫେରିଲା, ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ…

ବେଜିଂ, ୧୩।୩ : ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ଫଳରେ ପୁଣି ବିପଦ ଘନେଇବାରେ ଲାଗିଛି। ଚାଇନାକୁ କରୋନା ଫେରିଛି। ବହୁ ସହରରେ କରୋନା ସଂକ୍ରମଣର ବୃଦ୍ଧି ପଞ୍ଜିକୃତ ହୋଇଛି। ରବିବାର ଦିନ, ଚାଇନାରେ ଗୋଟିଏ…

ବାଇଡେନ୍‌ଙ୍କୁ ପୁଟିନ୍‌ଙ୍କ ଧମକ, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଦେଲେ ପରିଣତି ହେବ ଭୟଙ୍କର…

ମସ୍କୋ/ଓ୍ବାଶିଂଟନ, ୧୩।୩ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍‌ଙ୍କ ପ୍ରଶାସନକୁ ଧମକ ଦେଇଛନ୍ତି। ୟୁକ୍ରେନ୍‌କ ଅସ୍ତ୍ରଶସ୍ତ୍ର ଯୋଗାଇଲେ ପରିଣତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ରୁଷିଆ ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗେଇ ରିୟାବକୋଭ…

ମାଲଗାଡ଼ି ଲାଇନଚ୍ୟୁତ, ୬୦ରୁ ଅଧିକ ମୃତ…

କିନ୍‌ଶାସା, ୧୩।୩ : ଆଫ୍ରିକୀୟ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଲୁଆଲାବା ପ୍ରଦେଶର ଲୁବୁଡି…

ହଟିପାରେ କରୋନା ଜରୁରୀକାଳୀନ ପରିସ୍ଥିତି, ଡବ୍ଲୁଏଚଓର ପ୍ରସ୍ତୁତି ଆରମ୍ଭ…

ଜେନେଭା, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। କରୋନା ମହାମାରୀର ଦୁଇ ବର୍ଷ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ସଙ୍କଟକୁ ସମାପ୍ତ କରିବାର ମାନଦଣ୍ଡ ଉପରେ ବିଚାର କରିବା ଆରମ୍ଭ କରିଛି। ୨୦୨୦ ଜାନୁୟାରୀ…

ଯୁଦ୍ଧ ଏବେ ସରିବନି, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଦେଲା ୨୦ କୋଟି ଡଲାର…

ଓ୍ବାଶିଂଟନ/କ୍ୱିଭ୍‌,୧୩।୩ : ଆମେରିକା ୟୁକ୍ରେନକୁ ୨୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏନେଇ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛନ୍ତି। ଏହା ଅନ୍ତର୍ଗତ, ୟୁକ୍ରେନ ପାଇଁ ସାମରିକ ତାଲିମ ସମେତ ପ୍ରତିରକ୍ଷା ସାମଗ୍ରୀ…

ଆମେରିକା ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼

ଇରବିଲ,୧୩।୩: ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ ହୋଇଛି। ଉତ୍ତର ଇରବିଲରେ ଥିବା ବାଣିଜ୍ୟ ଦୂତାବାସ ଉପରେ ଇରାନ ୬ କ୍ଷେପଣାସ୍ତ୍ର ମାଡ଼ କରିଥିବା କୁହାଯାଉଛି। ତେବେ ପ୍ରାରମ୍ଭିକ ରିପୋର୍ଟରେ ଆକ୍ରମଣରେ ମୃତାହାତ ନେଇ କୌଣସି…

ଭାଇରାଲ ହେଲା ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’

କ୍ୱିଭ୍‌, ୧୩ା୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୧୭ ଦିନ ପୂରିଥିବାବେଳେ ପ୍ରତିରୋଧ ପାଇଁ ଲଢ଼େଇ ଜାରି ରଖିଛନ୍ତି କ୍ୱିଭ୍‌ ସୈନ୍ୟ। ଏପରି ସମୟରେ ୟୁକ୍ରେନ୍‌ ଲଢ଼ୁଆଙ୍କ ସାହସ ବଢ଼ାଇଛନ୍ତି ‘ଘୋଷ୍ଟ ଅଫ୍‌ କ୍ୱିଭ୍‌’। ୟୁକ୍ରେନ୍‌ ସେନାର ଭେରିଫାଏଡ୍‌ ଫେସ୍‌ବୁକ୍‌…

ବଢ଼ୁଛି ରାସାୟନିକ ବିପଦ

କ୍ୱିଭ୍‌/ମସ୍କୋ, ୧୩ା୩: ଟ୍ୟାଙ୍କ, ମିଶାଇଲ, ବୋମା, ଏୟାରକ୍ରାଫ୍ଟରେ ଲଢ଼େଇ ପରେ ଏବେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଉପରେ ରାସାୟନିକ ଏବଂ ଜୈବିକ ଅସ୍ତ୍ରର ବିପଦ ଘନେଇଛି। ୟୁକ୍ରେନ୍‌ରେ ଆମେରିକା ବାୟୋଲୋଜିକାଲ ଓ କେମିକାଲ ଅସ୍ତ୍ର ପ୍ରସ୍ତୁତ କରୁଥିବା ରୁଷିଆ ଅଭିଯୋଗ ଆଣିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?