ଅନ୍ତର୍ଜାତୀୟ

କ୍ରୁର ଶାସକଙ୍କ କ୍ରୁର ଭଉଣୀ: ଶୀର୍ଷ ଅଧିକାରୀଙ୍କୁ ଗୁଳି କରି କଲେ ହତ୍ୟା,ଦେଶରେ ଆତଙ୍କ…

ପୋୟାଙ୍ଗ୍‌ୟାଙ୍ଗ୍‌,୨୬।୫: ଉତ୍ତର କୋରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। କ୍ରୁର ଏକଛାତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପଥଙ୍କୁ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆପଣେଇଛନ୍ତି। ନିରଙ୍କୁଶ କ୍ଷମତା ବାଟରେ ଦେଖା ଦେଉଥିବା ପ୍ରତିବନ୍ଧକକୁ ହଟାଇବା ଲାଗି...

ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଫାଇନ୍‌

ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ରାଜନୈତିକ ପ୍ରାର୍ଥୀଙ୍କୁ ବ୍ୟାନ୍‌ କଲେ ଏହାକୁ ବେଆଇନ ମାନିବା ସହ ସମ୍ପୃକ୍ତ କମ୍ପାନୀକୁ ଜରିମାନା ଦେବାକୁ ପଡ଼ିବ ବୋଲି ଆମେରିକାର ପ୍ରଥମ ରାଜ୍ୟଭାବେ ବିଲ୍‌ ଆଣିଛି ଫ୍ଲୋରିଡା। ଗତ ଜାନୁୟାରୀରେ ଆମେରିକାର...

ପାକ୍‌ରେ ମିଆଙ୍କ ଟିକ୍‌ଟକ୍‌ ବ୍ୟାନ୍‌

ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍‌ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍‌ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ ସେ ତାଙ୍କ ପାକିସ୍ତାନୀ ଫ୍ୟାନଙ୍କ ସହ ଟିକ୍‌ଟକ୍‌ ଭିଡିଓ ଶେୟାର କରିବେ ବୋଲି...

ମାଲିରେ ସାମରିକ ବିଦ୍ରୋହ

ବମାକୋ,୨୬ା୫: ଆଫ୍ରିକୀୟ ରାଷ୍ଟ୍ର ମାଲିରେ ପୁଣିଥରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ। ଦେଶର ସେନା ସାମରିକ ବିଦ୍ରୋହ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଗିରଫ କରିନେଇଛି। ସେମାନଙ୍କୁ ସୋମବାର ରାତିରେ ରାଜଧାନୀ ବମାକୋରୁ ଗିରଫ କରି ୧୫ କି.ମି....

ବଡ଼ ଭୁଲ ପରେ କ୍ଷମା ମାଗିଲେ ଜନ ସିନା

ବେଜିଂ, ୨୫।୫: ଡବ୍ଲ୍ୟୁଡବ୍ଲ୍ୟଇ ସୁପରଷ୍ଟାର ତଥା ‘ଫାଷ୍ଟ ଆଣ୍ଡ୍‌ ଫ୍ୟୁରିଅସ ୯’ ଷ୍ଟାର ଜନ ସିନା ଚାଇନିଜ ଫ୍ୟାନ୍ସଙ୍କୁ ମଙ୍ଗଳବାର କ୍ଷମାପ୍ରାର୍ଥନା କରିଛନ୍ତି। ଆମେରିକାନ ରେସଲିଂ ଷ୍ଟାର ତାଇଓ୍ବାନକୁ ଏକ ଦେଶ ବୋଲି କହିଥିଲେ। ଏଥି ନେଇ ବିବାଦ ସୃଷ୍ଟି...

ଉହାନ୍‌ ଲ୍ୟାବ୍‌ରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି, ଆମେରିକା କହୁଛି ମିଛ: ଚାଇନା…

ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍‌...

କରୋନା ତୁଳନାରେ ଅଧିକ ମାରାତ୍ମକ ଭୂତାଣୁ ଆସିବା ଆଶଙ୍କା ରହିଛ: ଡବ୍ଲ୍ୟୁଏଚ୍‌ଓ ଦେଲା ଚେତାବନୀ…

ଜେନେଭା,୨୫।୫: ଏବେ କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ତେବେ ଏହାଠାରୁ ଅଧିକ ମାରାତ୍ମକ ଭୂତାଣୁ ଆସିବାର ଆଶଙ୍କା ରହିଛି ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌...

କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଏକ ମିନିଟ୍‌ରେ ଏପରି ଜାଣିପାରିବେ…

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ ଗ୍ରାଜୁଏଟ୍‌ ଶିକ୍ଷାର୍ଥୀ ଏବଂ ଜଣେ ମୂଳ ଭାରତୀୟ ପ୍ରଫେସର ଟି. ଭେଙ୍କେୟା ଭେଙ୍କଟେସାନ୍‌ଙ୍କ...

କରୋନାକୁ ହରାଇ ପାରିବନି ଗୋଟିଏ ଦେଶ, ମିଳିତ ଲଢ଼େଇ ଆବଶ୍ୟକ: ଜାତିସଂଘ…

ଜୋନେଭା/ନୂଆଦିଲ୍ଲୀ,୨୫।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ବିରୋଧରେ ଲଢ଼େଇ କରିବା କୌଣସି ଗୋଟିଏ ଦେଶ ପକ୍ଷେ ସମ୍ଭବ ନୁହେଁ। ଏହାଦ୍ୱାରା କରୋନାକୁ ହରାଇ ହେବନି। ଏକ୍ଷେତ୍ରରେ ପୃଥିବୀର ସମସ୍ତ ଦେଶ ପକ୍ଷରୁ...

ର଼୍ୟାନାୟାର ବିମାନକୁ ଓହ୍ଲାଇଦେଲା ବେଲାରୁଷ୍‌

ମସ୍କୋ, ୨୫।୫: ବେଲାରୁଷ୍‌ କର୍ତ୍ତୃପକ୍ଷ ଏକ ଯୁଦ୍ଧବିମାନରେ ପିଛା କରି ର଼୍ୟାନାୟାର ବ୍ୟବସାୟିକ ବିମାନକୁ ମିନ୍‌ସ୍କଠାରେ ଜବରଦସ୍ତ ଓହ୍ଲାଇଦେବା ସହ ସେଥିରେ ଥିବା ବେଲାରୁଷ୍‌ର ଜଣେ ଖବରଦାତା ତଥା ବିରୋଧୀ କର୍ମୀଙ୍କୁ ଗିରଫ କରିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ...

କୋର୍ଟରେ ହାଜର ହେଲେ ସ୍ୟୁ ଚୀ

ନେପିତାଉ, ୨୫ା୫: ମ୍ୟାନମାର ସେନା ଶାସନ ହାତକୁ ନେବାର ପ୍ରାୟ ୪ ମାସ ପରେ ସାମ୍‌ନାକୁ ଆସିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ। ସୋମବାର ସେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇଛନ୍ତି। ଫେବୃୟାରୀ ୧ରେ...

ଟିକା ନେବା ପରେ ବ୍ରିଟିଶ ମହିଳାଙ୍କ ମୃତ୍ୟୁ

ଡବଲିନ, ୨୪।୫ : ସାଇପ୍ରସର ହସ୍ପିଟାଲରେ ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଟିକା ନେବା ପରେ ଜଣେ ୩୯ ବର୍ଷୀୟା ବ୍ରିଟିଶ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେଇଥିଲା। ୟୁରୋପିଆନ ମେଡିସିନ ଏଜେନ୍ସି (ଏଏମ୍‌ଏ)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri