ଆଖିରେ ଲୁହ-ମନରେ କୋହ, ଜୀବନ ଭୟରେ ଆତଙ୍କିତ ଲୋକେ…
କ୍ୱିଭ୍,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। କ୍ୱିିଭ୍, ଡୋନବାସ ଖାର୍କି, ଓଡେସା ସମେତ ବହୁ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ସୋସିଆଲ ମିଡିଆରେ କେତେକ ଭିଜୁଆଲ ଶେୟାର କରିଛନ୍ତି ।…
ରୁଷିଆର ୫ ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ
ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ରାଜଧାନୀ କ୍ୱିଭରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏ ନେଇ ସ୍ପଷ୍ଟ…
ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର ଏୟାରସ୍ପେସ୍କୁ ବନ୍ଦ କରି ଦେଇଛି। ଏୟାରସ୍ପେସ୍ ବନ୍ଦ କରି ଦିଆଯାଇଥିବାରୁ ଏୟାର ଇଣ୍ଡିଆ ବିମାନ…
ମାନବତା ପାଇଁ ସୈନ୍ୟ ଫେରାଇ ଆଣ, ପୁଟିନ୍ଙ୍କୁ ଜାତିସଂଘ ମହାସଚିବଙ୍କ ଅନୁରୋଧ …
ଜେନେଭା,୨୪।୨ : ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ରୁଷ୍ରିାର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଏନେଇ ଅନୁରୋଧ କରିଛନ୍ତି। ଏକ ଟୁଇଟର ପୋଷ୍ଟରେ ସେ କହିଛନ୍ତି ଯେ…
ଯୁଦ୍ଧ ଘୋଷଣା ପରେ ରାଜଧାନୀରେ ପ୍ରଚଣ୍ଡ ବିସ୍ଫୋରଣ
କ୍ୱିଭ(ୟୁକ୍ରେନ),୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗୁରୁବାର ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ଦେଶର ଉପକୂଳବର୍ତ୍ତୀ କିଛି ସହରରେ ପ୍ରଚଣ୍ଡ ବସ୍ଫୋରଣ ଘଟିଛି। ଓଡେସା ସହରର ବ୍ଲାକ ସି ବନ୍ଦରରେ ମଧ୍ୟ ବିସ୍ଫୋରଣ ହୋଇଛି। ପୂରା…
ଯୁଦ୍ଧ ଘୋଷଣା…
ମସ୍କୋ,୨୪।୨ : ଯୁଦ୍ଧ ଟାଳିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବୈଠକ ଚାଲିଥିବାବେଳେ ରୁଷ୍ଇଆ ରାଷ୍ଠ୍ରପତି ବ୍ଲାଡିମୀର ପୁଟିନ୍ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ନାଟୋ କିମ୍ବା ଆମେରିକା ୟୁକ୍ରେନକୁ ସହଯୋଗ କଲେ ଭୟଙ୍କର ପରିଣାମ ହେବ ବୋଲି…
ଚାରିପଟୁ ଆକ୍ରମଣ ଯୋଜନା…
ମସ୍କୋ/କ୍ୱିଭ୍,୨୪।୨ : ଗତ ଦୁଇ ଦିନ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସଙ୍କଟର ପରିସ୍ଥିତି ଦ୍ରୁତ ଗତିରେ ବଦଳି ଯାଇଛି। ରୁଷିଆ ସୈନ୍ୟମାନେ ପୂର୍ବ ୟୁକ୍ରେନରେ ପ୍ରବେଶ କରିଛନ୍ତି। ପୃଥିବୀର ବହୁ ଦେଶ ରୁଷିଆକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରୁଷିଆ…
ଟଳିବନି ଯୁଦ୍ଧ: ପୁଟିନ
ମସ୍କୋ,୨୪ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ବେଳକୁ ବେଳ ଉତ୍ତେଜନା ପରିସ୍ଥିତି ବଢିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଯୁଦ୍ଧର ନିକଟତର ହେବାରେ ଲାଗିଛି । ଆଶଙ୍କା କରାଯାଉଛି କି ଯେ କୌଣସି ମୁହୂର୍ତ୍ତରେ ରୁଷିଆ ପକ୍ଷରୁ…
ୟୁକ୍ରେନ୍ରେ ପୁଣି ସାଇବର ଆକ୍ରମଣ, ସରକାରୀ-ବ୍ୟାଙ୍କ କାରବାର ଠପ୍…
କ୍ୱିଭ୍,୨୪।୨ : ଗୋଟିଏ ପଟେ ରୁଷିଆ ପକ୍ଷରୁ ସୈନ୍ୟବାହିନୀଙ୍କ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରାଯାଇଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ପୁଣି ସାଇବର ଆକ୍ରମଣ ହୋଇଛି। ୟୁକ୍ରେନ ସରକାରଙ୍କ ୱେବସାଇଟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ୱେବସାଇଟ ଏହି ଆକ୍ରମଣର ଶିକାର…
ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକ
ନ୍ୟୁୟର୍କ,୨୪ ।୨: ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଏକ ଜରୁରୀକାଳିନ ବୈଠକ ଡାକିଛି । ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳ ୮ଟାରେ ଏହି ବୈଠକ ବସିବ । ୟୁକ୍ରେନ୍ ଉପରେ ରୁଷିଆର…
ଡୋନେସ୍କରେ ୫ ବିସ୍ଫୋରଣ, ରୁଷିଆ ଆକ୍ରମଣ କରିଥିବା ଆଶଙ୍କା !…
କ୍ୱିଭ୍/ମସ୍କୋ,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ବିଦ୍ରୌହୀଙ୍କ ଦଖଲରେ ଥିବା ୟୁକ୍ରେନର ପୂର୍ବ ଡୋନେସ୍କ ସହରରେ ପାଞ୍ଚ ଥର ବିସ୍ଫୋରଣର ଶୁଣିବାକୁ ମିଳିଛି। ଏହା ପରେ ଚାରିଟି ସାମରିକ ଟ୍ରକ ଘଟଣାସ୍ଥଳକୁ ଯାଇଥିବା…
କଟକଣା ଘେରରେ ରୁଷିଆ
କ୍ୱିଭ, ୨୪ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ ପୂର୍ବାଞ୍ଚଳର ଡୋନ୍ବାସ୍ ଭୂଖଣ୍ଡକୁ ଡୋନେସ୍କ ଓ ଲୁହାନସ୍କ ରୂପେ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବା ପରେ ମସ୍କୋକୁ ଘାରିଛି କଟକଣା ଚିନ୍ତା। ରୁଷିଆ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଆର୍ଥିକ କଟକଣା ଜାରି…
Archives


