ଅସ୍ତ୍ରବିରତି ଦାବି କଲା କ୍ୱିଭ୍‌

କ୍ୱିଭ୍‌,୧୫ା୩: ୟୁକ୍ରେନ୍‌ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଛନ୍ତି। ମସ୍କୋ ଓ କ୍ୱିଭ୍‌ର ପ୍ରତିନିଧି ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ କରିଥିଲେ। ଶାନ୍ତି ସ୍ଥାପନ, ତୁରନ୍ତ ଅସ୍ତ୍ରବିରତି ସହ ରୁଷିଆର ସୈନ୍ୟ ପ୍ରତ୍ୟାହାର ଓ ସୁରକ୍ଷା ପ୍ରତିଶ୍ରୁତି ଉପରେ କ୍ୱିଭ୍‌ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିବା ୟୁକ୍ରେନ୍‌ ପ୍ରତିନିଧି ମିଖାଇଲୋ ପୋଡୋଲିଆକ୍‌ କହିଛନ୍ତି। ମଙ୍ଗଳବାର ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆତଙ୍କ: ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଲାଗିଲା ଇନଫ୍ରାରେଡ୍‌ ଥର୍ମୋମିଟର

ଇମ୍ଫାଲ୍‌/ନାପିତ୍ୱ,୨୮।୧: ଏବେ କରୋନା ଭୁତାଣୁ ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ରାଷ୍ଟ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼...

ରୁଷିଆର ଅଭିଯୋଗ, ଜୈବିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି ୟୁକ୍ରେନ୍‌

ମସ୍କୋ,୩୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଶାନ୍ତି ଲାଗି କଥାବାର୍ତ୍ତା ଚାଲିଥିଲେ ବି ଏହାର କୌଣସି ନିର୍ଣ୍ଣାୟକ ମୋଡ ବାହାରିପାରି ନାହିଁ । ଏହାସହ ମସ୍କୋ...

୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ହେବେ ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ

ବ୍ରାସିଲିଆ,୧୪।୧୧: ଆସନ୍ତା ୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ ହେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସେ ସ୍ବୀକାର...

୧୦୦୦ ୟୁକ୍ରେନ୍‌ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…

ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି।...

ମାତ୍ର ୫ ମିନିଟରେ ଚିହ୍ନଟ ହେବେ କରୋନା ପଜେଟିଭ୍‌

ଓ୍ବାଶିଂଟନ,୨୮।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ପଜେଟିଭ୍‌ଙ୍କୁ ଚିହ୍ନଟ କରିବା ପାଇଁ ଲ୍ୟାବ୍‌ରେ କରାଯାଉଥିବା ସ୍ବାବ୍‌ ପରୀକ୍ଷାରେ ଅଧିକ...

୧ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ସୁରକ୍ଷା ଦେବ ଆମେରିକା

ଓ୍ବାଶିଂଟନ,୨୭ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରବିବାର ୩୨ ଦିନରେ ପହଞ୍ଚିଛି। ଏହି ଆକ୍ରମଣରେ ୟୁକ୍ରେନ ବହୁତ କ୍ଷତି ସହିଛି। ତେବେ ୟୁକ୍ରେନ ମଧ୍ୟ...

ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ଅଚଳ, ବିମାନ ଉଡ଼ାଣ ବାତିଲ, ଅଟକି ରହିଲେ ୫୬ ହଜାର ଯାତ୍ରୀ…

ମାନିଲା,୨।୧ : ନୂଆ ବର୍ଷର ପ୍ରଥମ ଦିନରେ ଫିଲିପାଇନ୍ସରେ ଯାତ୍ରୀମାନଙ୍କ ପାଇଁ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ରେ ଏକ ତ୍ରୁଟି ଦେଖାଦେଇଥିଲା। ଏୟାର ଟ୍ରାଫିକ୍‌...

ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି।...

Advertisement
Archives

Model This Week