ଅନ୍ତର୍ଜାତୀୟ

ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ ଏକ ମାମଲା ସାମ୍ନାକୁ ଆସିଛି, ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ଏଠାରେ ଲୋକମାନେ…

ଫ୍ରାନ୍ସ୍‌ରେ କରୋନାର ପଞ୍ଚମ ଲହର…

ପ୍ୟାରିସ୍‌,୧୧।୧୧: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣର ପଞ୍ଚମ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ଓଲିଓ୍ବିୟର ଓ୍ବେରନ ଦେଶରେ ମହାମାରୀର ପଞ୍ଚମ ଲହର ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ଅନ୍ୟ ଲହର…

ଶେଷରେ ଶେୟାର ବିକିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ଓ୍ବାଶିଂଟନ,୧୧।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଶେଷରେ ଶେୟାର ବିକିଛନ୍ତି। ନିଜ କମ୍ପାନୀର ୧.୧ ଆରବ ଡଲାର ଅର୍ଥାତ୍‌ ୮୧୯୦ କୋଟି ଟଙ୍କାର ଶେୟାର ବିକ୍ରି କରିବାକୁ ସେ…

ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ୧୧ ବର୍ଷ ଜେଲ

ଢାକା, ୧୧ା୧୧: ବାଂଲାଦେଶ ପୂର୍ବତନ ପ୍ରଧାନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ଦୁଇଟି ଦୁର୍ନୀତି ମାମଲାରେ ୧୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଢାକା ସ୍ପେଶାଲ ଜଜ୍‌ ଶୈଖ୍‌ ନଜମୁଲ ଆଲମ ଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି ସିହ୍ନାଙ୍କୁ ଏକ…

ମହାମାରୀରେ ୮ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ

ଏସ୍‌ ଏଞ୍ଜେଲ୍ସ, ୧୧ା୧୧: କୋଭିଡ୍‌ ମହାମାରୀ ଯୋଗୁ ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ଏହି ସମୟରେ ୮ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ୨୫ ହଜାର ଟନ୍‌ରୁ ଊର୍ଦ୍ଧ୍ୱ ଅଳିଆ ସମୁଦ୍ରରେ ମିଶିଛି ବୋଲି…

ଆଫଗାନିସ୍ତାନ ଉପରେ ଚର୍ଚ୍ଚା: ପାକିସ୍ତାନର ବୈଠକରେ ଯୋଗ ଦେବ ଚାଇନା

ବେଜିଂ,୧୧ ।୧୧: ଆଫଗାନିସ୍ତାନକୁ ନେଇ ଭାରତର ନେତୃତ୍ୱରେ ବୁଧବାର ସୁରକ୍ଷା ପରାମର୍ଶଦାତାଙ୍କର ଏକ ବୈଠକ ବସିଥିଲା । ଏଥିରେ ପାକିସ୍ତାନ ଓ ଚାଇନା ଯୋଗ ଦେଇ ନ ଥିବା ବେଳେ ବିଶ୍ୱର ଆହୁରି ବହୁ ଦେଇ ଯୋଗ ଦେଇଥିଲେ । ହେଲେ…

ବଢୁଛି ଚିନ୍ତା: ବ୍ରିଟେନରେ କୁକୁରକୁ କରୋନା!

ଲଣ୍ଡନ,୧୧ ।୧୧: ବ୍ରିଟେନରେ ଏକ କୁକୁରକୁ କରୋନା ହୋଇଥିବା କଥା ଜଣାପଡିଛି । ଯାହା ପୁଣି କରୋନାକୁ ନେଇ ଚିନ୍ତା ବଢାଇ ଦେଇଛି । ୟୁକେର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ବିଶ୍ୱର ଅନ୍ୟ…

କୋଭାକ୍ସିନକୁ ମଞ୍ଜୁରୀ ଦେଲା ହଂକଂ

ହଂକଂ,୧୦।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଅନୁମୋଦନ ପାଇବା ପରେ ଏବେ ବିଶ୍ୱର ବିଭିନ୍ନ ଦେଶ ମେଡ ଇନ ଇଣ୍ଡିଆ ଟିକା କୋଭାକ୍ସିନକୁ ସ୍ବୀକୃତି ଦେଉଛନ୍ତି। ଅନେକ ବିକଶିତ ଦେଶ ପରେ, ଏବେ ହଂକଂ କୋଭାକ୍ସିନକୁ ମଞ୍ଜୁରୀ ଦେଇଛି। ହଂକଂ ସରକାରୀ…

ଦୁଇ ବଡ଼ ନେତା ଦୋଷୀ ସାବ୍ୟସ୍ତ, ଜଣଙ୍କୁ ୯୦ ଅନ୍ୟଙ୍କୁ ୭୫ ବର୍ଷ କାରାଦଣ୍ଡାଦେଶ…

ନାପିଦ୍ୱ,୧୦।୧୧: ଦୁର୍ନୀତି ଅଭିଯୋଗରେ ଜଣେ ବଡ଼ ନେତାଙ୍କୁ ୯୦ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୭୫ ବର୍ଷର କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣା ମ୍ୟାନମାରରେ ଘଟିଛି। କୋର୍ଟ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବହିଷ୍କୃତ ନେତା ଅଙ୍ଗ…

ଅଫିସ୍‌ ସମୟ ପରେ ବସ୍‌ ଆଉ କରି ପାରିବେନି ଫୋନ୍‌…

ଲିସବନ୍‌,୧୦।୧୧: ବହୁ ସମୟରେ କର୍ମଚାରୀଙ୍କ ପାଖକୁ ଅଫିସ ସମୟ ପରେ ମଧ୍ୟ ବସ୍‌ଙ୍କ ଫୋନ୍‌ ଅବା ମେସେଜ୍‌ ଆସିଥାଏ। ତେବେ ଏବେ ବସ୍‌ ଏପରି କରିବା ବେଆଇନ ହେବ। ପର୍ତ୍ତୁଗାଲରେ ଏହାକୁ ରୋକିବା ପାଇଁ ନୂଆ ଆଇନ ଅଣାଯାଇଛି। ଅଫିସରୁ ଘରକୁ…

ଇସଲାମାବାଦରେ ହେବ ପ୍ରଥମ ହିନ୍ଦୁ ମନ୍ଦିର

ଇସଲାମାବାଦ,୧୦।୧୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଛି। ଅନେକ ସମାଲୋଚନା ପରେ ଇମ୍ରାନ ଖାନ ସରକାର ମନ୍ଦିର ପାଇଁ ଜମି ଆବଣ୍ଟନ ପୁନଃସ୍ଥାପନ କରିଛନ୍ତି। ଏହାପୂର୍ବରୁ ସରକାର କଠୋରପନ୍ଥୀଙ୍କ ନିକଟରେ ଆତ୍ମସମର୍ପଣ କରି…

ବିବାହ କଲେ ମଲାଲା

ବର୍ମିଂହାମ,୧୦।୧୧:ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବର୍ମିଂହାମରେ ଏକ ଛୋଟ ସମାରୋହରେ ତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ମଲାଲା ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି। ଟଉଟ୍‌ ଯୋଗେ ସେ ବିବାହର ଫଟୋ ଶେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri