କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ସିଓଲ,୧୬।୩ : ୟୁକ୍ରେନ ସଙ୍କଟ ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଯେ ଉତ୍ତର କୋରିଆର ବୁଧବାର ଦିନ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ପରୀକ୍ଷା…
ରୁଷିଆ କବ୍ଜାରେ ଖେର୍ସନ୍
କ୍ୱିଭ୍, ୧୬।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ମଙ୍ଗଳବାର ୨୦ ଦିନ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ମସ୍କୋ ପକ୍ଷରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ରାଜଧାନୀ କ୍ୱିଭ୍କୁ ଅକ୍ତିଆର କରିବାକୁ ରୁଷିଆ ସୈନ୍ୟ ଜୋର୍ଦାର…
ବାଇଡେନ୍ଙ୍କ ସମେତ ୧୩ ଜଣଙ୍କ ଉପରେ କଟକଣା ଲଗାଇଲା ରୁଷିଆ…
ମସ୍କୋ, ୧୫।୩ : ୟୁକ୍ରେନ୍ ଉପରେ ଆକ୍ରମଣ ପରେ ରୁଷିଆ ଉପରେ ବହୁ ୟୁରୋପୀୟ ଦେଶ ଏବଂ କମ୍ପାନୀ ପକ୍ଷରୁ କଟକଣା ଜାରି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ରୁଷିଆ ଏହାର ଉତ୍ତର ଦେବା ଆରମ୍ଭ କରିଛି। ସେମାବାର ଏହା ଇନଷ୍ଟାଗ୍ରାମ୍…
ୟୁକ୍ରେନ୍ରେ ଫୋକ୍ସ୍ ନ୍ୟୁଜ୍ କ୍ୟାମେରାମ୍ୟାନ୍ଙ୍କ ମୃତ୍ୟୁ…
କ୍ୱିଭ୍, ୧୫।୩ : ୟୁକ୍ରେନ୍ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ପୋକ୍ସ୍ ନ୍ୟୁଜ୍ କ୍ୟାମେରାମ୍ୟାନ୍ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପିୟର ଜକ୍ରଜେବସ୍କି। ସେ କ୍ୱିଭ୍ର ବାହାର ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧି ବେଞ୍ଜାମିନ୍ ହାଲଙ୍କ ସହିତ କାମ କରୁଥିବା ସମୟରେ…
ଦିଗହରା ଜୀବନ, ପ୍ରତି ସେକେଣ୍ଡରେ ଜଣେ ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…
କ୍ୱିଭ୍, ୧୫।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍ ଏବେ ଧ୍ୱଂସସ୍ତୁପ ପାଲଟିଛି। ଜୀବନ ବିକଳରେ ଇତିମଧ୍ୟରେ ୩୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଶିଶୁ ରହିଛନ୍ତି। ପ୍ରତି…
ଧ୍ୱଂସ ସ୍ତୁପ, ଜେଲେନସ୍କିଙ୍କୁ ଭେଟିବେ ୩ ଦେଶର ପ୍ରଧାନମନ୍ତ୍ରୀ…
କ୍ୱିଭ୍,୧୫।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଇତିମଧ୍ୟରେ ୨୦ ଦିନ ବିତିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଚାଲିଛି, କିନ୍ତୁ ଯୁଦ୍ଧକୁ ଶେଷ କରିବା ପାଇଁଦୁହେଁ ଏକମତ ହୋଇନାହାନ୍ତି। ୟୁକ୍ରେନ୍ ଧ୍ୱଂସସ୍ତୁପରେ ପରିଣତ ହୋଇଛି।…
ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା
ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଉକ୍ତ ଦେଶରେ ୫ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା…
ବନ୍ଧୁକ ସହ ଖେଳୁଥିଲେ କୁନି ପୁଅ, ତା’ ପରେ …
ଓ୍ବାଶିଂଟନ,୧୫।୩: ଜଣେ ୩ ବର୍ଷୀୟ ଶିଶୁପୁତ୍ର ଦୁର୍ଘଟଣାବଶତଃ ଗୁଳି କରି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ସୋମବାର ଘଟିଛି ଆମେରିକାର ସିକାଗୋ ସହରରେ। ଘଟଣାଟି ଶନିବାର ସନ୍ଧ୍ୟାରେ ଡଲଟନର ଏକ ସୁପରମାରକେଟ୍ର ପାର୍କିଂ ଲଟରେ ଘଟିଛି। ଶିଶୁପୁତ୍ରଟି କାରର…
ଜନ୍ମ ହେଲା ଅଜବ ମେଣ୍ଢା ଛୁଆ: ଦେଖିବାକୁ ଲୋକଙ୍କ ଭିଡ଼
ଲଣ୍ଡନ,୧୫।୩:ବ୍ରିଟେନର ମରପେଥରେ ଏକ ଅଜବ ମେଣ୍ଢା ଜନ୍ମ ହୋଇଛି। ଏହି ମେଣ୍ଢାର ପାଞ୍ଚ ଗୋଡ ଅଛି। ତାର ପଞ୍ଚମ ଗୋଡ ବାମ ପାର୍ଶ୍ୱରେ ଅଛି। ଏହା ଏକ ବିରଳ ମେଣ୍ଢା ବୋଲି କୁହାଯାଉଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।…
ଏନ୍ତୁଡିଶାଳରେ ପୁଣି ବ୍ୟାପିଲା କରୋନା
ବେଜିଂ,୧୫।୩:କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଏଠାରେ ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ସଂକ୍ରିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚାଇନାରେ ୫୨୮୦ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ଯାହା କରୋନା ମହାମାରୀ ଦିନଠାରୁ ଦେଶର ସବୁଠାରୁ…
ଭାରତର କ୍ଷେପଣାସ୍ତ୍ର ମାଡ଼ ଉପରେ ଏମିତି କହିଲା ଆମେରିକା
ଓ୍ବାଶିଂଟନ,୧୫।୩: ଭାରତ ପକ୍ଷରୁ ନିକଟରେ ପାକିସ୍ତାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ମାଡ଼ ଏକ ଦୁର୍ଘଟଣା ଥିଲା ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାର ଭାରତ ପକ୍ଷରୁ କୁହାଯାଇଥିଲା, ଦୁଇ ଦିନ ତଳେ ଦୁର୍ଘଟଣାବଶତଃ ପାକିସ୍ତାନ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼…
୬ ଦିନରେ ତିଆରି ହେଲା ହସ୍ପିଟାଲ
ବେଜିଂ,୧୫।୩: ଚାଇନା ୬ ଦିନରେ ୬ ହଜାର ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ ହସ୍ପିଟାଲ ତିଆରି କରି ଏବେ ଚର୍ଚ୍ଚାରେ। ହସ୍ପିଟାଲ ନିର୍ମାଣର ଏକ ଭିଡିଓ ସ୍ଥାନୀୟ ଗଣମାଧ୍ୟମ ଏଜେନ୍ସି ଜିନ୍ହୁଆରେ ଏହା ପ୍ରକାଶ ପାଇଛି। କରୋନା ସଂକ୍ରମଣକୁ ନେଇ ଚାଇନା…

