ରୁଷିଆ ପ୍ରତି ଅର୍ଥ ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖିଛି ଚାଇନା

ମସ୍କୋ,୨୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୫ ଦିନ ହେବ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢ଼େଇ ବନ୍ଦ ପାଇଁ ନାଁ ନେଉନି। ଅନେକ ଆଲୋଚନା ଏବଂ ବୈଠକ ପରେ ମଧ୍ୟ ଯୁଦ୍ଧକୁ ନେଇ ଉତ୍ତେଜନା ଲାଗିରହିଛି। ଏସବୁ ମଧ୍ୟରେ ଚାଇନା ଚୁପଚାପ୍‌ ମସ୍କୋଠାରୁ ନିଜକୁ ଦୂରେଇ ରଖିଛି। ଚାଇନା ଏପରି କରୁଛି କାରଣ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ଦ୍ୱାରା ରୁଷିଆର ଅର୍ଥନୈତିକ ପ୍ରଭାବିତ ହେଉଛି। ।

ଗତ ମାସରେ ଦୁଇ ଦେଶ ଘୋଷଣା କରିଥିଲେ ଯେ, ସେମାନଙ୍କର ବନ୍ଧୁତ୍ୱର କୌଣସି ସୀମା ନାହିଁ। ଯେଉଁଥିପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଏବଂ ରୁଷିଆ ଉପରେ ପ୍ରଶ୍ନ କରୁଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବେଜିଂ ନିନ୍ଦା କରିବାକୁ ମନା କରି ଦେଇଛି। ଅନେକ ଦେଶ ରୁଷିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ବର୍ତ୍ତମାନ ଚାଇନା ଏକ ନୂତନ ଆଭିମୁଖ୍ୟ ଗ୍ରହଣ କରୁଛି।

ରୁଷିଆ ସହିତ ସମ୍ପର୍କକୁ ନେଇ ଚାଇନା କମ୍ପାନୀଗୁଡ଼ିକ ଆମେରିକାର ପ୍ରତିବନ୍ଧକ ସାମ୍ନା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଗତ କିଛି ଦିନ ମଧ୍ୟରେ ଚାଇନାର ଷ୍ଟକ୍‌ରେ ଏକ ବିକ୍ରିରେ ସହାୟକ ହୋଇଥିଲା। ବେଜିଂ ଏହାର ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ବୃଦ୍ଧି କରିବା ଏବଂ ଆର୍ଥିକ ବଜାରକୁ ସ୍ଥିର ରଖିବା ପାଇଁ ଲାଗୁ ହୋଇଥିବା ନୀତି ଅନୁସରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ୍‌ର ନୂଆ ଆଇନ, ବୁର୍ଖା ନପିନ୍ଧିଲେ ପିତାଙ୍କୁ ଜେଲ୍‌…

କାବୁଲ,୭।୫ : ଆଫଗାନିସ୍ତାନରେ ତାଲିବାନ୍‌ ପକ୍ଷରୁ ନୂଆ ଆଇନ ଜାରି କରାଯାଇଛି। ତାଲିବାନ୍‌ କହିଛି ଯେ, ବିନା ବୁର୍ଖାରେ ମହିଳା ବାହାରକୁ ବାହାରିଲେ ସେମାନଙ୍କର ପିତାଙ୍କୁ...

ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍‌ କଲା ପର୍ଦ୍ଦାଫାଶ୍‌…

ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ...

ଇରାକରେ ଘନେଇଲା ରାଜନୈତିକ ସଙ୍କଟ: ସଂଘର୍ଷରେ ୨୦ ମୃତ

ବାଗଦାଦ,୩୦।୮: ଶ୍ରୀଲଙ୍କା ପରେ ବର୍ତ୍ତମାନ ଇରାକରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶକ୍ତିଶାଳୀ ଶିଆ ଧର୍ମଗୁରୁ ମୁକତାଦା ଅଲ-ସଦର ମଧ୍ୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି।...

୧୭ ଶହ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ରୋମାନ ସମୟର ଶହେ ପାତ୍ର ରହିଛି ସୁରକ୍ଷିତ

ମାଦ୍ରିଦ୍‌,୨୯।୯: ସ୍ପେନ୍‌ର ବେଲେରିକ୍‌ ଦ୍ୱୀପ ନିକଟରେ ସମୁଦ୍ରରେ ୧୭ ଶହ ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ଏଥିରେ ରୋମାନ୍‌ ସମୟର ୨ଶହଟି...

ଶେହବାଜ୍‌ ଶରିଫ୍‌ କିଏ

ଇସ୍‌ଲାମାବାଦ, ୧ା୪ :ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ଇମ୍ରାନ୍‌ ଖାନ୍‌ ଶାସନରୁ ହଟିବେ। ତାଙ୍କ ପରେ ଶେହବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପାକିସ୍ତାନ...

ଭାରତର ସହାୟତା ଲୋଡିଲେ ବିକ୍ରମସିଙ୍ଘେ…

କଲମ୍ବୋ,୭।୧ : ଶ୍ରୀଲଙ୍କାର ଋଣ ପୁନର୍ଗଠନ ଅନୁରୋଧ ଉପରେ ଭାରତର ପ୍ରତିକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆଶା କରାଯାଉଛି ବୋଲି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ...

ସୀମା ଟପିଲେ ଟ୍ରମ୍ପ୍‌: ଟେକିବାକୁ ଯାଇ କହିଲେ,ମୋଦି ଭାରତର ଜନକ

ନ୍ୟୁୟର୍କ,୨୫-୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)...

ଦିନକୁ ଦିନ ବଢିବାରେ ଲାଗିଛି ପାକିସ୍ତାନ ଆଫଗାନିସ୍ତାନ ବିବାଦ

ଇସଲାମାବାଦ,୧୯ ।୧୨: ଚଳିତ ମାସରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ବେଳକୁ ବେଳ ତିକ୍ତ ହେବାରେ ଲାଗିଛି । ପାକିସ୍ତାନ ସୀମାରେ ବାରମ୍ବାର ଆତଙ୍କବାଦୀ...

Advertisement
Archives

Model This Week