ଅନ୍ତର୍ଜାତୀୟ

ତାଲିବାନକୁ ଆମେରିକାର କଡ଼ା ଜବାବ୍‌, ଫ୍ରିଜ୍‌ କଲା ୭୦୬ ଶହ କୋଟିରୁ ଅଧିକ ଟଙ୍କା…

ଓ୍ବାଶିଂଟନ,୧୮।୮: ଆମେରିକା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛି। କିନ୍ତୁ ତାଲିବାନ ବିରୋଧରେ ଯୁଦ୍ଧ ଏବେ ବି ଜାରି ରଖିଛି। ଆମେରିକା ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ପ୍ରାୟ ୯.୯ ବିଲିୟନ ଡ଼ଲାର ଅର୍ଥାତ୍‌ ୭୦୬ ଶହ କୋଟିରୁ ଅଧିକ...

ବଢ଼ିବ ଅଫିମ ବେପାର

ଓ୍ବାଶିଂଟନ,୧୮ା୮ ଆଫଗାନ ଚାଷୀ ମରୁଡ଼ି ଏବଂ ଗହମ ନିଅଣ୍ଟ ସମୟରେ ଦରଦାମ ଆକାଶଛୁଆଁ ହେବାବେଳେ ଅଫିମ ଚାଷ କରି ଗମ୍‌ ଅମଳ କରନ୍ତି। ତାକୁ ରିଫାଇନ୍‌ କରି ମୋର୍ଫିନ ଓ ହେରୋଇନ ପ୍ରସ୍ତୁତ କରାଯାଏ। ୩ ବର୍ଷରେ ଆଫଗାନିସ୍ତାନରେ ସର୍ବାଧିକ...

ଛବି ସୁଧାରୁଛି ତାଲିବାନ୍‌

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮ା୮: ୨୦୨୧ ଅଗଷ୍ଟ ୧୫ରେ ଭାରତୀୟମାନେ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଲେଖାଯାଇଥିଲା କ୍ଷମତା ପରିବର୍ତ୍ତନର ଭିନ୍ନ ଏକ କାହାଣୀ। ତାଲିବାନ୍‌ ହାତରେ ଆଫଗାନିସ୍ତାନର ଭାଗ୍ୟ ବନ୍ଧକ ଦେବା ପରିବର୍ତ୍ତେ ଲଢ଼ିବା ପାଇଁ ଯେଉଁ...

‘ଆମେ କାହା ପାଇଁ ବିପଦ ଛିଡ଼ା କରିବୁ ନାହିଁ’

ନୂଆଦିଲ୍ଲୀ,୧୭।୮ : ଆଫଗାନିସ୍ତାନ ଗାଦିରେ ବସି ସାରିଛି ତାଲିବାନ। ଏହା ପୂରା ବିଶ୍ୱ ପାଇଁ ପାଲଟିଛି ଚିନ୍ତାର କାରଣ। କିନ୍ତୁ ତାଲିବାନ ନେତୃତ୍ୱାଧୀନ ସରକାର କୌଣସି ଦେଶ ପ୍ରତି ବିପଦ ଛିଡ଼ା କରିବ ନାହିଁ। ଏ ନେଇ ତାଲିବାନ ପ୍ରବକ୍ତା...

‘କେହି ଆମ ବିଷୟରେ ଭାବୁନାହାନ୍ତି ’ କହି ଭାଙ୍ଗିପଡ଼ିଲେ ଆଫଗାନିସ୍ତାନର ଏହି ଝିଅ; ଭିଡିଓ ଦେଖିଲେ…

କାବୁଲ: ଆଜିକାଲି ସମଗ୍ର ବିଶ୍ୱର ଆଖି ଆଫଗାନିସ୍ତାନ ଉପରେ ରହିଛି। ତାଲିବାନ ଏହାକୁ କବ୍ଜା କରିବା ମାତ୍ରେ ଚାରିଆଡେ ହାହାକାର ସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ସେଠାକାର ପରିସ୍ଥିତି ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିରୁ...

ନିଜ ସରକାରରେ ଆଫଗାନୀ ମହିଳାଙ୍କୁ ସ୍ଥାନ ଦେବ ତାଲିବାନ

କାବୁଲ,୧୭ ।୮: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ଏବେ ତାଲିବାନ ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ଦେଇ କାର୍ଯ୍ୟରେ ଯୋଗ ଦେବାକୁ କହିଛି ତାଲିବାନ । ଆହୁରି...

ଜଣେ କରୋନା ସଂକ୍ରମିତ ମିଳିବା ପରେ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା

ୱେଲିଂଟନ,୧୭ ।୮: କରୋନାକୁ ନେଇ ବେଶ୍ ସଚେତନ ନ୍ୟୁଜିଲାଣ୍ଡ ସରକାର । ମଙ୍ଗଳବାର ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏକ ଖବରଦାତା...

ବିନା ଭୟରେ କାର୍ଯ୍ୟରେ ଯୋଗ ଦିଅନ୍ତୁ ଆଫଗାନୀ ସରକାରୀ କର୍ମଚାରୀ: ତାଲିବାନ

କାବୁଲ,୧୭ ।୮: ତାଲିବାନ ଆଫଗାନୀସ୍ତାନର ରାଜଧାନୀ କାବୁଲର ସମସ୍ତ ସରକାରୀ କର୍ମଚାରୀଙ୍କ୍‌ୁ କାର୍ଯ୍ୟରେ ଯୋଗ ଦେବାକୁ କହିଛି । ତାଲିବାନ ମଙ୍ଗଳବାର ସମସ୍ତ ସରକାରୀ କର୍ମଚାରୀଙ୍କୁ ‘ସର୍ବକ୍ଷମା’ ଦେବାକୁ ଘୋଷଣା କରିଛି । ତାଲିବାନ କହିଛି ସମସ୍ତଙ୍କ ପାଇଁ ସର୍ବକ୍ଷମା...

ତୁର୍କି-ଇରାନ ସୀମାରେ ଆଫଗାନ ଶରଣାର୍ଥୀଙ୍କୁ ଅଟକାଇବା ପାଇଁ ନିର୍ମାଣ ହୋଇଛି ସୁଉଚ୍ଚ ପ୍ରାଚୀର

ତୁର୍କି,୧୭ ।୮: ଆଫାଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରୁଥିବା ଦେଖାଯାଇଛି । ହେଲେ ତୁର୍କି ଆଫଗାନ ଶରଣାର୍ଥୀଙ୍କ ପ୍ରବେଶକୁ ନେଇ ଚିନ୍ତାରେ ପଡିଯାଇଛି । ସେଥିପାଇଁ ତୁର୍କି ଇରାନକୁ...

ତାଲିବାନର କ୍ଷମତା ଦଖଲ ପରେ ମହିଳା ରିପୋର୍ଟର ବଦଳାଇଲେ ନିଜ ଡ୍ରେସ୍‌ କୋଡ୍‌…

କାବୁଲ,୧୭।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ ପରେ ମହିଳାମାନେ ଭୟଭୀତ ହୋଇପଡ଼ିଛନ୍ତି। ସେଠାରେ କାର୍ଯ୍ୟ କରୁଥିବା ଆମେରିକାର ଜଣେ ମହିଳା ଟିଭି ରିପୋର୍ଟର କ୍ଷମତା ଦଖଲର ୨୪ ଘଣ୍ଟା ମଧ୍ୟରେ ନିଜର ଡ୍ରେସ୍‌ କୋଡ୍‌ ବଦଳାଇ ଦେଇଛନ୍ତି। ସିଏନ୍‌ଏନ୍‌ ରିପୋର୍ଟର...

ରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ପାକିସ୍ତାନୀ…

ଲାହୋର,୧୭।୮: ପାକିସ୍ତାନରେ ମୌଳବାଦୀ ଗୋଷ୍ଠୀ ବେଶ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ତେହେରିକ-ଇ-ଲୈବାକ ନାମକ ଏକ ଉଗ୍ରବାଦୀ ସଂଗଠନର ସଦସ୍ୟ ଲାହୋର ଦୁର୍ଗରେ ଥିବା ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ...

ଆଫଗାନିସ୍ତାନରେ ଯୌନ ଦାସତ୍ୱ ଆଶଙ୍କା ବଢ଼ିଲା…

କାବୁଲ,୧୭।୮: ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ଦ୍ୱାରା ମହିଳାମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଜୁଲାଇ ଆରମ୍ଭରେ, ସେ ତାଲିବାନ ସଦସ୍ୟଙ୍କ ସହିତ ଦେଶର ୧୫ ବର୍ଷ ବାଳିକାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ସ୍ବାମୀଙ୍କୁ ହରାଇ ଥିବା ୪୫ ବର୍ଷରୁ କମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri