କୋଟିଏରୁ ଅଧିକ ପାଲଟିଲେ ଶରଣାର୍ଥୀ…
କ୍ୱିଭ୍,୨୧।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସ୍ଥାନୀୟ ଅଞ୍ଚଳରେ ସଙ୍କଔ ଜନକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟର ଅଭାବ ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁକ୍ରେନବାସୀ ନିଜ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ…
ଚାଇନାରେ ଓମିକ୍ରନ୍ ଅଣାୟତ୍ତ, ଆର୍ଥିକ ସ୍ଥିତି ସଙ୍କଟରେ…
ବେଜିଂ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହା ଦ୍ୱାରା ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର…
ବାତ୍ୟା ଅସାନୀ ପ୍ରଭାବରେ ଆଣ୍ଡାମାନରେ ପ୍ରବଳ ବର୍ଷା
ପୋର୍ଟ ବ୍ଲେୟାର,୨୧ ।୩: ବାତ୍ୟା ଅସାନୀ ପ୍ରଭାବରେ ରବିବାର ଆଣ୍ଡାମାନ ଓ ନିକୋବର ଦ୍ୱିପରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା…
ପ୍ରେମୀଯୁଗଳଙ୍କ ଯୁଦ୍ଧ ତାଲିମ
କ୍ୱିଭ୍, ୨୧ା୩: ଯୁଦ୍ଧ ବିଷୟରେ ଇତିହାସରୁ ପଢ଼ିଥିବା ତଥା ନିଜ ଅଜା ଆଈଙ୍କ କାହାଣୀରେ ଶୁଣିଥିବା ୟୁକ୍ରେନ୍ର ଯୁବପିଢ଼ି ଆଜି ନିଜେ ଜଣେ ଜଣେ ଯୋଦ୍ଧା ପାଲଟିଛନ୍ତି। ପାର୍ଟନରଙ୍କ ସହ ଜୀବନ ଆରମ୍ଭ କରିବାକୁ ଯାଉଥିବା ପ୍ରେମୀଯୁଗଳ ଏବେ ଯୁଦ୍ଧାସ୍ତ୍ର ଧରି…
ଉତ୍ସବବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର
ବ୍ରୁସେଲ୍ସ,୨୦।୩: ବେଲ୍ଜିୟମର ଏକ ସହରରେ ରବିବାର ଏକ ମନୋରଞ୍ଜନ ଉତ୍ସବ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। କାର୍ ମାଡ଼ିଯିବା ପଛରେ କୌଣସି ଆତଙ୍କବାଦୀ…
ଭାରତୀୟ ବୈଦେଶିକ ପଲିସିକୁ ପ୍ରଶଂସା କଲେ ଇମ୍ରାନ
ଇସ୍ଲାମାବାଦ୍,୨୦।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଭାରତ ଏବଂ ଏହାର ବୈଦେଶିକ ପଲିସିକୁ ପ୍ରଶଂସା କରିଛନ୍ତି। ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ଇମ୍ରାନ। ମାଲାକାଣ୍ଡଠାରେ ଏକ ରାଲିକୁ ସମ୍ବୋଧନ ଦେଇ…
ୟୁରୋପର ବୃହତ୍ତମ ଇସ୍ପାତ୍ କାରଖାନା ଧ୍ୱଂସ କଲା ରୁଷିଆ
କ୍ୱିଭ୍,୨୦।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରବିବାର ରୁଷିଆ ଏକ ସ୍କୁଲ ବିଲ୍ଡିଂକୁ ଟାର୍ଗେଟ କରିଛି। ମାରିଉପୋଲ ସହରରେ ଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ବର୍ଷା କରିଛି ରୁଷିଆ। ଯୁଦ୍ଧ ଲାଗି ଏହି…
ଆର୍ଟ ସ୍କୁଲ୍ ଉପରେ ବୋମାବର୍ଷା, ୪୦୦ ଛାତ୍ରୀଛାତ୍ର-ଲୋକେ ଆଶ୍ରୟ ନେଇଥିଲେ…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। କିଛି ଦିନ ତଳେ ରୁଷିଆ ଯୁଦ୍ଧ ବିମାନ ମାରିଆପୋଲର ଡ୍ରାମା ଥିଏଟର ଉପରେ ବୋମା ବର୍ଷା କରିଥିଲା। ପୁଣି ଏବେ ମାରିଆପୋଲ ସହରର ଏକ ଆର୍ଟ…
ରୁଷିଆ ପ୍ରତି ଅର୍ଥ ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖିଛି ଚାଇନା
ମସ୍କୋ,୨୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୫ ଦିନ ହେବ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢ଼େଇ ବନ୍ଦ ପାଇଁ ନାଁ ନେଉନି। ଅନେକ ଆଲୋଚନା ଏବଂ ବୈଠକ ପରେ ମଧ୍ୟ ଯୁଦ୍ଧକୁ ନେଇ ଉତ୍ତେଜନା ଲାଗିରହିଛି। ଏସବୁ…
ସିଆଲକୋଟରେ ବଡ଼ ଧରଣର ବିସ୍ଫୋରଣ
ଇସଲାମାବାଦ,୨୦ା୩: ଉତ୍ତର ପାକିସ୍ତାନର ସିଆଲକୋଟ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଜୋର୍ରେ ଥିଲା ଯେ ଏହାର ଶବ୍ଦ ଅନେକ ଦୂରରୁ ଶୁଣିବାକୁ ମିଳିଥିଲା। ଏକ ଗଣମାଧ୍ୟମର ସମ୍ପାଦକ ଋଷି…
ଯୁଦ୍ଧର ଛାତିଥରା ଦୃଶ୍ୟ,ଅନେକଙ୍କ ଜୀବନ ଗଲାଣି, ମାଟି ତଳେ ଦବି ରହିଛନ୍ତି ୧୧ ଶହରୁ ଅଧିକ…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ଶାନ୍ତି ବୁଝାମଣା ହୋଇନାହିଁ। ଏହି ସମୟରେ, ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୪ଠାରୁ ଯୁଦ୍ଧ ଆରମ୍ଭ ଦିନଠାରୁ…
ଏକାଥରକେ ୟୁକ୍ରେନ୍ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା କରାଯିବାର ଯୋଜନା ହୋଇଛି। ରୁଷିଆର ଯୋଜନା ସମ୍ପର୍କରେ ଜଣାପଡ଼ିବା ପରେ ଏସବୁ ସହରଗୁଡିକରେ କ୍ରମାଗତ…
Archives


