ଅନ୍ତର୍ଜାତୀୟ

ଚାଇନାରେ ବଡ଼ ଧରଣର ବିମାନ ଦୁର୍ଘଟଣା

ବେଜିଂ,୨୧।୩: ଚାଇନାରେ ସୋମବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚାଇନାର ଇଷ୍ଟର୍ନ ପାସେଞ୍ଜର ଜେଟ ବିମାନ ଚାଇନାର ଦକ୍ଷିଣପଞ୍ଚିମ ଅଞ୍ଚଳରେ ଖସି ପଡ଼ିଛି। କିନ୍ତୁ ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ଜଣା ପଡ଼ିନାହିଁ। ଦୁର୍ଘଟଣା…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଫସିଗଲେ ପୁଟିନ୍‌ଙ୍କ ପ୍ରେମିକା

ମସ୍କୋ,୨୧ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଉଛି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ୟୁକ୍ରେନ ମଧ୍ୟ…

ଟଙ୍କା ଭର୍ତ୍ତି ୬ ସୁଟ୍‌କେସ ସହ ଧରାପଡ଼ିଲେ

ମସ୍କୋ,୨୧।୩: ୟୁକ୍ରେନ ପାର୍ଲାମେଣ୍ଟର ପୂର୍ବତନ ସଦସ୍ୟଙ୍କ ପତ୍ନୀ ପଡ଼ୋଶୀ ଦେଶ ହଙ୍ଗେରୀରେ ୨୮ ନିୟୁତ ଡଲାର ଏବଂ ୧.୩ ନିୟୁତ ୟୁରୋ ଭର୍ତ୍ତି ୬ ସୁଟ୍‌କେସ ସହ ଧରା ପଡ଼ିଛନ୍ତି। ଏ ନେଇ ବେଲାରୁସିଆନ ମିଡିଆ ଆଉଟ୍‌ଲେଟ୍‌ ନେକ୍ସଟାରେ ଏକ ରିପୋର୍ଟ…

ଛୋଟ ଡଙ୍ଗାକୁ ବୁଡାଇ ଦେଲା ବଡ଼ କାର୍ଗୋ ଜାହାଜ, ଅନେକ ନିଖୋଜ

ଢାକା,୨୧।୩: ବାଂଲାଦେଶରୁ ସାମ୍ନାକୁ ଆସିଥିବା ଏକ ଲୋମ ଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବଡ଼ ମେରାଇନ ଭେସେଲ ସହ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଛୋଟ ଯାତ୍ରୀବାହି ଡଙ୍ଗା ବୁଡ଼ି ଯାଇଥିବା ଦେଖିବାକୁ ମିଳୁଛି। ବାଂଲାଦେଶର…

ଆତ୍ମସମର୍ପଣ କରିବାକୁ ମନା କଲା ୟୁକ୍ରେନ

କ୍ୱିଭ୍‌,୨୧।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟ ମଧ୍ୟରେ ୨୬ ଦିନ ମଧ୍ୟରେ ଲାଗିଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଅନେକ ସହରରେ ଯୁଦ୍ଧ ଜାରି ରହିଛି। ରୁଷିଆ ବାରମ୍ବାର…

ଆମୋନିଆ ଗ୍ୟାସ୍‌ ଲିକ୍‌, ଲୋକଙ୍କୁ ଅଣ୍ଡରଗ୍ରାଉଣ୍ଡରେ ରହିବାକୁ ପରାମର୍ଶ

କ୍ୱିଭ୍‌,୨୧।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧର ଆଜି ୨୬ତମ ଦିନ। ରୁଷିଆ ୟୁକ୍ରେନ ରାଜଧାନୀ କ୍ୱିଭ୍‌ ଦଖଲ ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛି। କିନ୍ତୁ ୟୁକ୍ରେନରୁ ଆତ୍ମସମର୍ପଣ କରିବାକୁ ଆଦୌ ଚାହୁଁନାହିଁ। ଏହି ସମୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତିି,ସେ…

ରୁଷିଆ ଆକ୍ରମଣ ବନ୍ଦ ନ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ…

କ୍ୱିଭ୍‌,୨୧।୩ : ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି। ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ବିବୃତ୍ତିି ଦେଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ…

ମିଲିଟାରୀ କ୍ୟାମ୍ପ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼, ୧୦୦ରୁ ଅଧିକ ସୈନ୍ୟ ନିହତ…

କ୍ୱିଭ୍‌,୨୧।୩ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ରୁଷିଆ ଗଣମାଧ୍ୟମ ସ୍ପୁଟ୍ନିକ ଦାବି କରିଛି ଯେ ୟୁକ୍ରେନ୍‌ର ଜାଇଟୋମିର ଅଞ୍ଚଳର ଏକ ମିଲିଟାରୀ କ୍ୟାମ୍ପ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି।…

ଇମ୍ରାନଙ୍କ ବିକଳ୍ପ କିଏ ?

ଇସଲାମାବାଦ,୨୧ା୩: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ଏବେ ଅଡୁଆରେ ପଡ଼ିଥିବା ଜଣାପଡ଼ିଛି। ଇମ୍ରାନ ସରକାରଙ୍କୁ ଅଳ୍ପ ସଂଖ୍ୟକ ମତ ଆସୁଛି। ତେବେ ତାଙ୍କ ଦଳର ୨୪ ଏମ୍‌ପି ବିପକ୍ଷରେ ଅଛନ୍ତି। ଅନ୍ୟପକ୍ଷରେ ଇମ୍ରାନଙ୍କ ବିରୋଧୀ ବୃଦ୍ଧି ପାଉଥିବାରୁ ପାକିସ୍ତାନୀ ସେନା…

ବୋମାମାଡ଼ ପରେ ସ୍କୁଲରେ ଆଶ୍ରିତ ଲୋକଙ୍କୁ ସ୍ଥାନାନ୍ତର

କ୍ୱିଭ୍‌,୨୧ା୩: ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ୨୬ ଦିନ ପୂରିଛି। ତଥାପି ଏହା ଥମିବାର ନାଁ ନେଉନି। ୟୁକ୍ରେନର ଉପକୂଳବର୍ତ୍ତୀ ସହର ମାରିଉପୋଲ ରୁଷିଆ ସୈନ୍ୟମାନେ ଏକ ଆର୍ଟ ସ୍କୁଲ ଉପରେ ରବିବାର ବୋମାମାଡ଼ କରିଥିଲେ। ଯେଉଁଠାରେ ୪୦୦ରୁ ଅଧିକ ଲୋକ…

ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକା ପ୍ରବେଶ ନେଇ ଚାଇନାର ଚେତାବନୀ, ଏଠାରେ ଚଳିବନି ନାଟୋ ନୀତି…

ବେଜିଂ/ଓ୍ବାଶିଂଟନ,୨୧।୩ : ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆମେରିକାର ପ୍ରବେଶକୁ ଚାଇନା ବିରୋଧ କରିଛି। ଚାଇନା କହିଛି ୟୁରୋପରେ ନାଟୋର ବିସ୍ତାରବାଦୀ ନୀତି ଏଠାରେ ଚଳିବ ନାହିଁ। ଆମେରିକାର ଏଭଳି କାର୍ଯ୍ୟ ନେଇ ଚାଇନା ପକ୍ଷରୁ ଚେତାବନୀ ଦିଆଯାଇଛି।…

ଭାଙ୍ଗିଲା ୭୦ ବର୍ଷର ରେକର୍ଡ: ଚିନି ୧୦୦, ପେଟ୍ରୋଲ ୧୫୦ ଟଙ୍କା

ଇସଲାମାବାଦ,୨୧ ।୩: ପାକିସ୍ତାନରେ ମହଙ୍ଗା ମାଡ ବେଳକୁ ବେଲ ଏତେ ବଢିଯାଇଛି ଯେ ୭୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି । ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଦୋଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri