‘ଆମେ କାହା ପାଇଁ ବିପଦ ଛିଡ଼ା କରିବୁ ନାହିଁ’

ନୂଆଦିଲ୍ଲୀ,୧୭।୮ : ଆଫଗାନିସ୍ତାନ ଗାଦିରେ ବସି ସାରିଛି ତାଲିବାନ। ଏହା ପୂରା ବିଶ୍ୱ ପାଇଁ ପାଲଟିଛି ଚିନ୍ତାର କାରଣ। କିନ୍ତୁ ତାଲିବାନ ନେତୃତ୍ୱାଧୀନ ସରକାର କୌଣସି ଦେଶ ପ୍ରତି ବିପଦ ଛିଡ଼ା କରିବ ନାହିଁ। ଏ ନେଇ ତାଲିବାନ ପ୍ରବକ୍ତା ଜାବିହୁଲା ମୁଜାହିଦ କହିଛନ୍ତି।

ରାଜଧାନୀ କାବୁଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଜାହିଦ କହିଛନ୍ତି, ଇସଲାମିକ ସରକାର ଖୁବ୍‌ ଶୀଘ୍ର ପ୍ରତିଷ୍ଠା କରାଯିବ। ଆମର କାହା ସହ ଶତୃତା ନାହିଁ। ଆମ ନେତାଙ୍କ ନିର୍ଦ୍ଦେଶକ୍ରମେ ଆମେ ସଭିଙ୍କୁ କ୍ଷମା କରୁଛୁ।

ଏଥିସହ ସଂଘର୍ଷ ବେଳେ ତାଲିବାନ ବିରୋଧରେ ଲଢ଼ିଥିବା ପୂର୍ବତନ ସୈନ୍ୟବାହାନୀ ସଦସ୍ୟ ଓ ବୈଦେଶିକ ଶକ୍ତି ପାଇଁ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କୌଣସି ପ୍ରତିଶୋଧ ନିଆଯିବ ନାହିଁ। କାହା ଘର ଖୋଜା ଯିବ ନାହିଁ ବୋଲି ମୁଜାହିଦ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୯ରେ ଅନାସ୍ଥାର ସମ୍ମୁଖୀନ ହେବେ ଇମ୍ରାନ

ଇସ୍‌ଲାମାବାଦ,୭।୪: ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ପାକିସ୍ତାନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସଂସଦ...

ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ

କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ...

ଇମ୍ରାନ୍‌ଙ୍କ ପାଇଁ ସାପ ଚମଡାରେ ତିଆରି ହୋଇଥିବା ଚପଲକୁ ଜବତ କଲା ବନ୍ୟଜୀବ ବିଭାଗ

ଇସଲାମାବାଦ,୩।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଏବେ ସାପ ଚମଡାରେ ତିଆରି ପେଶାଓ୍ବରି ଚପଲ ପିନ୍ଧିବାର ସୁଯୋଗ ପାଇବେ ନାହିଁ। କାରଣ ଖେବର ପଖତୁନଓ୍ବା ଅଞ୍ଚଳରେ...

ଭୂକମ୍ପରେ ଥରିଲା ଆଲାସ୍କା

ଓ୍ବାଶିଂଟନ୍‌,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍‌ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ...

ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ...

ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା...

ପ୍ରଥମ ବିଶ୍ୱଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ପ୍ୟାରିସ,୬।୧୦: ଭାରତ ଓ ଫ୍ରାନ୍ସ ରବିବାର ସେହି ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଯେଉଁମାନେ ପ୍ରଥମ ବିଶ୍ୱଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଫ୍ରାନ୍ସରେ ଥିବା ଭାରତୀୟ...

ମୁକୁଳିଲେ ୧୮ ଭାରତୀୟ

ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା...

Advertisement
Archives

Model This Week