ଅନ୍ତର୍ଜାତୀୟ

ରାଗିଗଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୨।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୨୬ ଦିନ ହେବ ଯୁଦ୍ଧ ଚାଲିଛି। ରୁଷିଆର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ଅନେକ ସହର କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନାଟୋ ଉପରେ ଖୋଲାଖୋଲି ବର୍ଷିଛନ୍ତି। ଯୁଦ୍ଧରେ ପ୍ରତ୍ୟକ୍ଷ…

ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ବିଚ ରାସ୍ତାରେ ହତ୍ୟା

ଇସଲାମାବାଦ,୨୨ ।୩: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ଅପରଣ ଉଦ୍ୟମ କରି ଫେଲ ମାରିବାରୁ ତାଙ୍କୁ ବିଚ୍ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି । ଦ ଫ୍ରାଇଡେ ଟାଇମ୍ସର ସୂଚନା ଅନୁଯାୟୀ ୧୮ ବର୍ଷୀୟା ହିନ୍ଦୁ ଯୁବତୀ…

ଦୁର୍ଘଟଣା ପୂର୍ବରୁ ୩ ମିନିଟ୍‌ ମଧ୍ୟରେ ୨୬ ହଜାର ଫିଟ୍‌ ତଳକୁ ଖସି ଥିଲା ବିମାନ

ନୂଆଦିଲ୍ଲୀ,୨୨।୩: ମୋଟ ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାଇନିଜ ବିମାନ ସୋମବାର ଚାଇନାର ସଦର୍ନ ଗୁଆନଜି ରାଜ୍ୟରେ ଖସି ପଡ଼ିଛି। ତେବେ ଅନଲାଇନ ଫ୍ଲାଇଟ୍‌ ଟ୍ରାକର ଫ୍ଲାଇଟ୍‌ରାଡାର୨୪ ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ ବୋଇଂ ୭୩୭ ବିମାନ ୩ ମିନିଟ୍‌ ମଧ୍ୟରେ…

ଆଲୋଚନାରେ ଅଗ୍ରଗତି ହୋଇନି: କ୍ରେମଲିନ୍‌

ମସ୍କୋ, ୨୨ା୩: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଶାନ୍ତି ଆଲୋଚନାରେ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ଗ୍ରହଣ କରି ନ ପାରିବା ଭଳି ସର୍ତ୍ତ ରଖି ୟୁକ୍ରେନ୍‌ ଆଲୋଚନା ବାଟ ବନ୍ଦ କରୁଛି।…

ରୁଷିଆ ସହ କାରବାର ବନ୍ଦ କର

କ୍ୱିଭ୍‌,୨୨।୩: ୟୁରୋପୀୟ ଦେଶଗୁଡ଼ିକ ତୁରନ୍ତ ରୁଷିଆ ସହ ସବୁ କାରବାର ବନ୍ଦ କରି ମସ୍କୋ ଉପରେ ଅଧିକ ଚାପ ପକାଇବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆହ୍ବାନ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧରେ ପ୍ରୟୋଗ ହେଉଥିବା ରୁଷିଆ ଅସ୍ତ୍ରକୁ ପ୍ରାୟୋଜିତ କରା ନ…

ବଢୁଛି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

ମସ୍କୋ/ୱାଶିଂଟନ,୨୨ ।୩: ୟୁକ୍ରେନ୍ ଉପରେ ରୁଷିଆ ଲଗାତାର ଭାବେ ଆକ୍ରମଣ କରି ଚାଲିଛି । ଏଥିରେ ହଜାର ହଜାର ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ ହେବା ସହ ବଡ ବଡ ସହର ସବୁ ଧ୍ୱଂସ ପାଇ ଗଲାଣି । ରୁଷିଆର ଏହି ଆକ୍ରମଣକୁ…

ୟୁକ୍ରେନ୍‌ରୁ କ୍ୟାଶ୍‌ ନେଇ ପଳାଉଥିଲେ

ବୁଦାପେଷ୍ଟ, ୨୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ପ୍ରାୟ ୨୮ ମିଲିୟନ ଡଲାର ଏବଂ ୧.୩ ମିଲିୟନ ୟୁରୋ ନେଇ ପଳାଉଥିବାବେଳେ ହଙ୍ଗେରୀ ସୀମାରେ ଧରା ପଡ଼ିଛନ୍ତି ପୂର୍ବତନ ଏମ୍‌ପି କୋତ୍‌ଭିତ୍‌ସ୍କିଙ୍କ ସ୍ତ୍ରୀ। ସେ ୟୁକ୍ରେନ୍‌ ଛାଡ଼ି ଜାକରପଟିଆ ପ୍ରଦେଶ ଦେଇ ହଙ୍ଗେରୀରେ…

ନାଟୋ ଆମକୁ ଗ୍ରହଣ କରିବ କି ନା ଖୋଲାଖୋଲି ଭାବେ କହୁ: ଜେଲେନ୍‌ସ୍କି

କ୍ୱିଭ୍‌,୨୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଏକ ବୟାନ ଚର୍ଚ୍ଚାକୁ ଆସିଛି । ସେ କହିଛନ୍ତି ନାଟୋ ଖୋଲାଖୋଲି ଭାବେ କହୁ ସେ ୟୁକ୍ରେନକୁ ଗ୍ରହଣ କରିବାକୁ…

ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏବେ ଟ୍ୟାକ୍ସି ଡ୍ରାଇଭର

ଓ୍ବାଶିଂଟନ,୨୨।୩ : ସମୟ ଯେ କାହା ପାଇଁ କିପରି ଆସିବ, ତାହା କହି ହେବ ନାହିଁ। କୁହାଯାଏ, ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର। ଏଭଳି ଏକ ଘଟଣା ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ତାଲିବାନ…

ଶୁକ୍ରବାର ପୋଲାଣ୍ଡ ଗସ୍ତ କରିବେ ବାଇଡେନ

ଓ୍ବାଶିଂଟନ୍‌,୨୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୬ଦିନରେ ପହଞ୍ଚିଥିବା ବେଳେ ଏହା ଥମିବାର ନାଁ ନେଉନି। ରୁଷିଆ ଲଗାତର ଭାବେ ୟୁକ୍ରେନ ଉପରେ ମିଶାଇଲ ଓ ରକେଟ ମାଡ଼ ଜାରି ରଖିଛି। ତେବେ ୟୁକ୍ରେନ ସଙ୍କଟ ମଧ୍ୟରେ…

ସାଉଥ୍‌ କୋରିଆରେ ୩ ଦିନରେ ୧୧ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ସିଓଲ୍‌,୨୧।୩: ସାରା ବିଶ୍ୱର ଅନେକ ଦେଶରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ସାରା ବିଶ୍ୱରେ ୧୧ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ କରୋନାଜନିତ ୨୯୧୭ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ…

ଉବର କ୍ୟାବ ଚଲାଉଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ

ଓ୍ବାଶିଂଟନ,୨୧।୩: ଦିନେ କାବୁଲରେ ଅର୍ଥ ମନ୍ତ୍ରୀ ଭାବେ ଆଫଗାନିସ୍ତାନର ପାର୍ଲାମେଣ୍ଟରେ ୬ ବିଲିଅନ ଡଲାର ବଜେଟ ଆଗତ କରିଥିଲେ। ମାତ୍ର ବର୍ତ୍ତମାନ ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ଓ୍ବାଶିଂଟନ ଡିସିରେ ଉବର କ୍ୟାବ ଚଳାଉଛନ୍ତି ଖାଲିଦ ପାୟେନ୍ଦା। ଆମେରିକୀୟ ଖବରକାଗଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri