ଯୁଦ୍ଧରେ ରୁଷିଆର ପୁଣି ଜଣେ ଜେନେରାଲଙ୍କ ମୃତ୍ୟୁ, ୮ ଜେନେରାଲ-୩୪ କର୍ନେଲଙ୍କ ଜୀବନ ଗଲାଣି…
ମସ୍କୋ/କ୍ୱିଭ୍, ୧୮।୪ : ୟୁକ୍ରେନ ଯୁଦ୍ଧ ରୁଷିଆ ପାଇଁ ଏବେ ଗଳାର କଣ୍ଟା ପାଲଟିଛି। ଯୁଦ୍ଧ ଯୋଗୁ ରୁଷିଆ ସବୁଆଡୁ ପ୍ରତିରୋଧର ସମ୍ମୁଖୀନ ହେବାରେ ଲାଗିଛି। ରୁଷିଆ କେବେ ବି ଭାବି ନ ଥିଲା ଯେ ୟୁକ୍ରେନ ଏପରି ଚ୍ୟାଲେଞ୍ଜ କରିବ।…
ରୁଷିଆକୁ ଚେତାବନୀ ଦେଲା ୟୁକ୍ରେନ୍!
କ୍ୱିଭ,୧୮ ।୪: ୟୁକ୍ରେନର ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟୁପୋଲରେ ହୋଇଥିବା ଘଟଣାକୁ ହୃଦୟ ବିଦାରକ ଓ ଜଘନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ସେଠାରେ ରୁଷିଆର ଆକ୍ରମଣ ରହିବା ଏକ ‘ଲାଲ ରେଖା’ ସାବ୍ୟସ୍ତ ହୋଇପାରେ । ଯାହା କଥାବାର୍ତ୍ତା…
୧୭୦ କୋଟି ଲୋକ ଭୋକିଲା ରହିବା ଆଶଙ୍କା, ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ…
ଜେନେଭା, ୧୮।୪ : ୟୁକ୍ରେନ ସଙ୍କଟ ସମ୍ପର୍କରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ରୁଷିଆ ଏବଂ ୟୁକେନ୍ ଯୁଦ୍ଧ ଯୋଗୁ ପୃଥିବୀର ଏକ ପଞ୍ଚମାଂଶ ଅନାହାରରେ ଅଛନ୍ତି। ସେ କହିଛନ୍ତି ୟୁକ୍ରେନ…
ପିଟସ୍ବର୍ଗ ପାର୍ଟିରେ ଗୁଳି: ୨ ନିହତ, ୯ ଆହତ
ଓ୍ବାଶିଂଟନ୍, ୧୮ା୪: ଆମେରିକାର ପେନସିଲଭାନିଆସ୍ଥିତ ପିଟସ୍ବର୍ଗର ଏକ ଭଡ଼ାଘରେ ଶନିବାର ବିଳମ୍ବିତ ରାତିରେ ପାର୍ଟି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଛି। ଏଥିରେ ୨ ନାବାଳକ ନିହତ ଓ ୯ ଜଣ ଆହତ ହୋଇଥିବା ପିଟସ୍ବର୍ଗ ବ୍ୟୁରୋ ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ମୁଖ୍ୟ…
ବିକିରଣ ନିରୋଧୀ ଔଷଧ ମହଜୁଦ ରଖ
କିଭ୍, ୧୮ା୪: ୟୁକ୍ରେନ୍ ଯୁଦ୍ଧର ବିନାଶକାରୀ ଅନ୍ତ ଘଟାଇବାକୁ ରୁଷିଆ ନ୍ୟୁକ୍ଲିୟର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ବିପୁଳ ମାତ୍ରାରେ ଆଣ୍ଟାଇ-ରେଡିଏଶନ ବା ବିକିରଣ ନିରୋଧୀ ଔଷଧ ରଖିବା ସହ ଏୟାର ରେଡ୍…
ଖାର୍କିଭରେ ଆପାର୍ଟମେଣ୍ଟକୁ ଟାର୍ଗେଟ କଲା ରୁଷିଆ ମିଶାଇଲ: ୫ ମୃତ ୧୩ ଆହତ
ଖାର୍କିଭ,୧୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ମାସେରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ହେଲେ ଏହା ଥମିବାର କୌଣସି ଅଭାସ ମିଳୁନାହିଁ । ରୁଷିଆ ସେନା ଲଗାତାର ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ଚାଲିଛନ୍ତି । ଏପଟେ ୟୁକ୍ରେନ୍ ସେନା ବି…
ପୁଣି ଚେତାବନୀ ଦେଲା ରୁଷିଆ
ମସ୍କୋ,୧୭।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ମାରିଉପୋଲରେ ୟୁକ୍ରେନ ସୈନିକମାନେ ଆତ୍ମସମର୍ପଣ ନ କଲେ ଧ୍ୱଂସ କରିଦେବୁ ବୋଲି ରୁଷିଆ ସେନା ଚେତାବନୀ ଦେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ୟୁକ୍ରେନ ସୈନ୍ୟମାନଙ୍କୁ ରବିବାର ସ୍ଥାନୀୟ ସମୟ…
ମୁଁ ଭାରତ ବିରୋଧୀ ନୁହେଁ: ଇମ୍ରାନ
ଇସଲାମାବାଦ,୧୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୃଢ଼ ଭାବେ କହିଛନ୍ତି ଯେ, ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାର ତାଙ୍କୁ ଦେଶର ରାଜନୀତିରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ଇମ୍ରାନ ତାଙ୍କ ସରକାରକୁ ଟପିଯିବାର ଘଟଣାକୁ ଏକ ସ୍ଥିର…
ଆମେରିକାରେ ଥମୁନି ଗୁଳି ବର୍ଷଣ
ଓ୍ବାଶିଂଟନ,୧୭ା୪: ଆମେରିକାରେ ଗୁଳି ବିନିମୟ ଥମୁନାହିଁ। ରବିବାର ପୂର୍ବାହ୍ନରେ ଆମେରିକାର ପିଟସବର୍ଗ ସହରରେ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ପୂରା ଘଟଣାର ସବିଶେଷ ତଥ୍ୟ ଦେଇ ପିଟ୍ସବର୍ଗ ପୋଲିସ କହିଛି, ସହରର…
ଇମ୍ରାନଙ୍କୁ ଆଉ ଏକ ଝଟ୍କା
ଇସଲାମାବାଦ,୧୭ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିର ନବନିର୍ବାଚିତ ବାଚସ୍ପତି ରାଜା ପରଭେଜ ଆଶ୍ରାଫ ଶନିବାର ପାକିସ୍ତାନ ତେହେରିକ-ଇ-ଇନସାଫ୍ (ପିଟିଆଇ)ର ୧୨୩ ଏମ୍ପିଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବ ନିୟମାବଳୀ ଅନୁଯାୟୀ, ପିଟିଆଇ ସଦସ୍ୟଙ୍କ ଇସ୍ତଫା ପ୍ରସଙ୍ଗକୁ ସାମ୍ନା କରିବାକୁ ଏବଂ ଆଇନ ଅନୁଯାୟୀ…
‘ଗୋ ଗୋଟା ଗୋ’, ଆର୍ଥିକ ସଙ୍କଟ ଯୋଡୁଛି ୨୬ ବର୍ଷର ସାମ୍ପ୍ରଦାୟିକ ଫାଟ…
କଲମ୍ବୋ, ୧୭।୪ : ଶ୍ରୀଲଙ୍କାର ରକ୍ତାକ୍ତ ସାମ୍ପ୍ରଦାୟିକ ବିବାଦ ୨୬ ବର୍ଷ ତଳେ ୨୦ ମଇ ୨୦୦୯ ରେ ସମାପ୍ତ ହୋଇଥିଲା। କିନ୍ତୁ ଦେଶର ଦୁଇ ଗୋଷ୍ଠୀ, ସିଂହଳୀ ବୁଦ୍ଧ ଏବଂ ତାମିଲଙ୍କ ମଧ୍ୟରେ ମତଭେଦର ଫାଟ କେବେ ବି କମି…
ଦକ୍ଷିଣ ଆଫ୍ରିକାରେ ପ୍ରଳୟଙ୍କରୀ ବନ୍ୟା: ୪୦୦ ଲୋକ ମୃତ, ୪୦ ହଜାର ବାସଶୂନ୍ୟ
କେପଟାଉନ,୧୭ ।୪: ଦକ୍ଷିଣ ଆଫ୍ରିକାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସେଠାରେ ତାଣ୍ଡବ ରଚିଛି । ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୪୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ହଜାର ଲୋକ ବାସଶୂନ୍ୟ ହୋଇ ପଡିଥିବା ଜଣାପଡିଛି । ପ୍ରବଳ ବନ୍ୟା…

