ସାଂଘାଇ ପାଲଟିଲାଣି କରୋନାର ହଟସ୍ପଟ
ବେଜିଂ,୧୯ ।୪: ଚାଇନାକୁ ପୁଣିଥରେ ଫେଣିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ ୨,୪୧୭ ଜଣ ସଂକ୍ରମିତ ରହିଥିବା ଜଣାପଡିଛି । ଏହି ସୂଚନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ…
ଜେଲେନ୍ସ୍କିଙ୍କ ଦାବି ରୁଷିଆ କରିପାରେ ପରମାଣୁ ଆକ୍ରମଣ, ଆଣ୍ଟି ରେଡିଏଶନର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ବିଶ୍ୱ
କ୍ୱିଭ,୧୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୫ ଦିନ ହେଲାଣି । ହେଲେ କେହି ପଛକୁ ହଟିବାକୁ ରାଜି ନୁହେଁ । ଇତିମଧ୍ୟରେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ଯୁଦ୍ଧରେ ରୁଷିଆ ପରମାଣୁ ଆକ୍ରମଣ କରିପାରେ । ବ୍ରିଟେନ…
ଶ୍ରୀଲଙ୍କାରେ ନୂଆ କ୍ୟାବିନେଟ୍
କଲମ୍ବୋ,୧୯।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ସୋମବାର ୧୭ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କ ବ୍ୟତୀତ ଗୋଟାବାୟାଙ୍କ ଅନ୍ୟ ଘନିଷ୍ଠ ସମ୍ପର୍କୀୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ପୂର୍ବରୁ ୩ ଜଣଙ୍କୁ…
ୟୁକ୍ରେନ୍ ସୀମା ନିକଟରେ ନ୍ୟୁକ୍ଲିୟର ବମ୍ବର
କିଭ୍, ୧୯।୪: ପାଖାପାଖି ଦୁଇ ମାସ ହେଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉ ନ ଥିବାବେଳେ କ୍ରେମଲିନ୍ ପକ୍ଷରୁ ନ୍ୟୁକ୍ଲିୟର ଆକ୍ରମଣର ଆଶଙ୍କା ଘନଉଛି। ଏପରି ସ୍ଥିତିରେ ୟୁକ୍ରେନ୍ ସୀମା ନିକଟରେ ରୁଷିଆର ନ୍ୟୁକ୍ଲିୟର ବମ୍ବର ଦେଖିବାକୁ ମିଳିଛି। ଏହି…
ରୁଷିଆ ବ୍ୟବହାର ବଦଳାଇଲେ ଆମେରିକା ହଟାଇପାରେ ପ୍ରତିବନ୍ଧକ
ୱାଶିଂଟନ,୧୯ ।୪: ଚଳିତ ସପ୍ତାହରେ ୱାଶିଂଟନରେ ହେବାକୁ ଥିବା ବଡ ଆର୍ଥିକ ବୈଠକ ପୂର୍ବରୁ ଆମେରିକା ଟ୍ରେଜେରୀର ଜଣେ ଅଧିକାରୀ କହିଛନ୍ତି ଯଦି ମସ୍କୋ ତା’ର ବ୍ୟବହାରରେ ପରିବର୍ତ୍ତନ କରେ, ତେବେ ୟୁକ୍ରେନ ଉପରେ ସେନା ଆକ୍ରମଣ କରିବାକୁ ନେଇ ଆମେରିକା…
ରୁଷିଆ କବ୍ଜାରେ ବ୍ରିଟେନ ନାଗରିକ
ମସ୍କୋ, ୧୯ା୪: ରୁଷିଆ ସହ ଲଢ଼େଇବେଳେ ୟୁକ୍ରେନ୍ରୁ ଦୁଇ ବ୍ରିଟେନ ନାଗରିକଙ୍କୁ ମସ୍କୋ କବ୍ଜାରେ ଅଛନ୍ତି। ସେମାନଙ୍କ ଏକ ଭିଡିଓ ରୁଷିଆ ଷ୍ଟେଟ୍ ଟିଭିରେ ପ୍ରସାରିତ ହୋଇଛି। ଏହି ଦୁଇ ଜଣ ୟୁକ୍ରେନ୍ରେ ବନ୍ଦୀ ଥିବା ରୁଷିଆ ସପକ୍ଷବାଦୀ ରାଜନେତା ଭିକ୍ଟୋର…
କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି
ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦ କୋଟି ଲୋକେ ଦାରିଦ୍ର୍ୟତା ଓ କ୍ଷୁଧାର ଶିକାର ହେବେ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ…
ଇନ୍ଧନ ସଙ୍କଟରୁ ପାକ୍ରେ ବିଦ୍ୟୁତ କାଟ୍
ଇସ୍ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ ଘରୋଇ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ୍ ଯୁଦ୍ଧ ଯୋଗୁ କୋଇଲା ଏବଂ ଗ୍ୟାସ୍…
ବୁଚାରେ ନରସଂହାର କରିଥିବା ଅଭିଯୁକ୍ତ ବ୍ରିଗେଡଙ୍କୁ ସମ୍ମାନୀତ କଲେ ପୁଟିନ
ରୁଷିଆ,୧୯ ।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସୋମବାର ୟୁକ୍ରେନର ବୁଚା ସହରରେ କ୍ରୁରତା କରିଥିବା ଅଭିଯୁକ୍ତ ବ୍ରିଗେଡଙ୍କୁ ମାନଦ ଉପାଧିରେ ସମ୍ମାନୀତ କରିଛନ୍ତି । ନ୍ୟୁଜ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି । ସୂଚନାଯୋଗ୍ୟ, ୟୁକ୍ରେନର ଅଧିକାରୀମାନେ ରୁଷିଆ…
ନିରାଶ ହୋଇପଡିଲେଣି ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ,୧୮।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ଆକ୍ରମଣରେ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି ଆକ୍ରମଣମାରୀ ରୁଷିଆ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ…
ପାକିସ୍ତାନ ଉପରେ ୪୨,୭୪୫ ଶହ କୋଟିରୁ ଅଧିକ ଋଣ ବୋଝ…
ଇସଲାମାବାଦ୍, ୧୮।୪ : ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଏବେ ପାକିସ୍ତାନର ମୋଟ ଋଣ ପରିମାଣ ୪୨,୭୪୫ ଶହ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ପାକିସ୍ତାନର ନୂତନ ସରକାର ପୁଣି ଶହେ…
ଦକ୍ଷିଣ ଆଫ୍ରିକାରେ ହାହାକାର, ୪୪୩ ମୃତ-୪୦ ହଜାରରୁ ଅଧିକ ବେଘର…
କେପ୍ ଟାଉନ୍, ୧୮।୪ : ଦକ୍ଷିଣ ଆଫ୍ରିକା କରୋନା ବିପର୍ଯ୍ୟୟରୁ ମୁକୁଳିବାକୁ ପ୍ରୟାସ କରୁଥିବାବେଳେ ପୁଣି ଏକ ବିପଦ ଯୋଗୁ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୱାଜୁଲୁ-ନାଟାଲ ପ୍ରଦେଶ ଏବଂ ଡର୍ବାନରେ ବନ୍ୟାରେ ମୃତ୍ୟୁ…

