ଆମେରିକା ପତାକା ବଞ୍ଚାଇ ଦେଲା ବିଲେଇର ଜୀବନ
ୱାଶିଂଟନ,୧୪।୯: ନୂଆ ଜୀବନ ପାଇଲା ବିଲେଇ। ଆମେରିକାର ମିଆମିସ୍ଥିତ ହାର୍ଡ ରକ ଷ୍ଟାଡିୟମରେ ରବିବାର ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଏକ ବିଲେଇ ଉପର ମହଲାରୁ ଖସି ପଡ଼ୁଥିବା ଦେଖିବାକୁ ମିଳିଥିଲା। ହଠାତ୍ ଦର୍ଶକଙ୍କ ଧ୍ୟାନ ଖେଳ ଠାରୁ ଦୂରେଇ...
ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୪୮ କୋଟି ସହିତ ସୁନା ଇଟା, ତାଲିବାନ୍ର ଦାବି…
କାବୁଲ,୧୩।୯: ଆଫଗାନିସ୍ତାନର ପଞ୍ଜଶିରରେ ଏକ ଅଞ୍ଚଳ ଉପରେ କବ୍ଜା କରିଥିବା ନେଇ ତାଲିବାନ୍ ଆତଙ୍କବାଦୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କୁ ପଞ୍ଜଶିର ମୁଖ୍ୟ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର (ପ୍ରାୟ ୪୮ କୋଟି ଟଙ୍କା) ପାଇଛନ୍ତି...
ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍ କ୍ଷେପଣାସ୍ତ୍ର…
ପୋୟଙ୍ଗୟାଙ୍ଗ୍,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଦୀର୍ଘ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏପରି କରି ସେ ଆମେରିକାକୁ ଚେତାବନୀ ଦେଇଛନ୍ତି। ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ...
ରୁଷିଆ-ୟୁକ୍ରେନ୍ ମୁହାଁମୁହିଁ…
ମସ୍କୋ/କୈବ,୧୩।୯: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଭୋଲ୍ଡାୟମର ଜେଲେନ୍ସିକ୍ କହିଛନ୍ତି ଯେ, ରୁଷିଆ ସୈନ୍ୟ ବାହିନୀଙ୍କ ସଂଖ୍ୟା ୟୁକ୍ରେନ୍ ସୀମାରେ ଧୀରେଧୀରେ ବଢ଼ିବାରେ ଲାଗିଛି। ଖୁବ୍ ଶୀଘ୍ର ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କ...
ଚାଇନା ଗଣମାଧ୍ୟମର ଚେତାବନୀ: ଆମକୁ ଶତ୍ରୁ ନ ଭାବୁ ଆମେରିକା, ପୁଣି ହୋଇପାରେ ୯/୧୧ ଭଳି ଆକ୍ରମଣ
ବେଜିଂ,୧୩ ।୯: ଚାଇନା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ଜିଜିନ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତିରେ ଏକ ବଡ ବୟାନ ଦେଇଛନ୍ତି । ଜିଜିନ କହିଛନ୍ତି ଆମେରିକା ଚାଇନାକୁ ତା’ର ଶତ୍ରୁ ବୋଲି ଭାବି...
ଅଲ୍-କାଏଦା ମୁଖ୍ୟ ଜୀବିତ ଚର୍ଚ୍ଚା
ବେରୁଟ, ୧୩ା୯: ଆତଙ୍କବାଦୀ ସଙ୍ଗଠନ ଅଲ୍-କାଏଦା ମୁଖ୍ୟ ଆୟାମାନ୍ ଅଲ୍-ଜଓ୍ବାହିରିଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ଏବେ ବି ସେ ଜୀବିତ ଥିବା ନେଇ ସନ୍ଦେହ ବଢ଼ିଛି। କିଛି ମାସ ହେଲା ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି...
ସୈନ୍ୟଙ୍କ କଟା ମୁଣ୍ଡ ଧରି ନାଚିଲେ
କାବୁଲ, ୧୩।୯: ଆଫଗାନିସ୍ତାନରେ ସରକାରକୁ ଫେରିବା ପରେ ତାଲିବାନ୍ ପୁଣି ଥରେ ତା’ର ବର୍ବର ଚେହେରା ଦେଖାଇଛି। ଆଫଗାନ୍ ସୈନ୍ୟଙ୍କ କଟା ମୁଣ୍ଡ ଧରି ତାଲିବାନ୍ ଆତଙ୍କବାଦୀ ଖୁସିରେ ନାଚୁଛନ୍ତି, ଯାହାର ଭିଡିଓ ସାମ୍ନାକୁ ଆସିଛି। ଓ୍ବାଶିଂଟନ୍ ଏକ୍ଜାମିନରେ ପ୍ରକାଶିତ...
ବାଦଲଫଟା ବର୍ଷା, ଭୂସ୍ଖଳନ ନେଲା ୧୬ ଜୀବନ
ଇସ୍ଲାମାବାଦ,୧୨।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅଧୀନ ମାନସେହ୍ରା ଜିଲାରେ ପ୍ରବଳ ବର୍ଷା ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାରେ ଭୂସ୍ଖଳନ ଘଟି ୪ଟି ଘର ମାଟିରେ ମିଶିଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ...
ତାଲିବାନ୍ କ୍ଷମତା ଦଖଲ ନେଇ ୫୫ ପ୍ରତିଶତ ପାକିସ୍ତାନୀ ଖୁସି…
ଇସଲାମାବାଦ,୧୨।୯: ଆଫଗାନିସ୍ତାନରେ ତାଲିବାନ୍ କ୍ଷମତା ଦଖଲ କରିବା ନେଇ ୫୫ ପ୍ରତିଶତ ପାକିସ୍ତାନୀ ନାଗରିକ ଖୁସି ହୋଇଛନ୍ତି। ଏନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ୨,୪୦୦ ଲୋକଙ୍କୁ ସାମିଲ୍ କରାଯାଇଥିଲା। ସେମାନଙ୍କୁ ପଚରାଯାଇଥିଲା, ଆଫଗାନିସ୍ତାନରେ ତାଲିବାନ୍...
ରୁଷିଆର ଚେତାବନୀ, ସୀମାରେ ୧୦ ହଜାରରୁ ଅଧିକ ଆଇଏସ୍ ଆତଙ୍କବାଦୀ, ପଠାଇଲା ଟ୍ୟାଙ୍କ…
ମସ୍କୋ,୧୨।୯: ରୁଷିଆ ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସୀମାରେ ୧୦ ହଜାରରୁ ଅଧିକ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀ ରହିଥିବା ନେଇ ଚେତାବନୀ ଜାରି କରିଛି। ଏହି ଦୁଇଦେଶର ସୀମା ଆଫଗାନିସ୍ତାନକୁ ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ରୁଷିଆ ଦୁଇ ଦେଶର...
ପାକିସ୍ତାନ କମେଡିଆନ ଉମର ଶରିଫ ଗୁରୁତର: ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ପତ୍ନୀ
କରାଚି,୧୨ ।୯: ପାକିସ୍ତାନର ବରିଷ୍ଠ ହାସ୍ୟ ଅଭିନେତା ତଥା ଟେଲିଭିଜନ ଦୁନିଆର ଜଣାଶୁଣା ଚେହେରା ଉମର ଶରିଫ ଗୁରୁତର ହୋଇ ପଡିଛନ୍ତି । ତାଙ୍କର ଚିକିତ୍ସା ପାଇଁ ଆମେରିକା ଯିବା ଆବଶ୍ୟକ ବୋଲି ପରିବାର ଲୋକେ କହିବା ସହ ଏନେଇ...
୯/୧୧ ଆକ୍ରମଣ ପଛରେ ସୌଦି ଆରବ ହାତ? ଏଫ୍ବିଆଇର ଜାରି କଲା ଗୁପ୍ତ ରିପୋର୍ଟ…
ଓ୍ବାଶିଂଟନ,୧୨।୯: ଆମେରିକାର ଓ୍ବାଲ୍ଡ ଟ୍ରେଡ୍ ସେଣ୍ଟରରେ ହୋଇଥିବା ୯/୧୧ ଆକ୍ରମଣରେ କେବଳ ଆତଙ୍କବାଦୀ ସଂଗଠନ ଅଲ୍-କାଏଦାର ହାତ ନ ଥିଲା। ଏଥିରେ ସୌଦି ଆରବ ପକ୍ଷରୁ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏନେଇ ଆମେରିକାର ଫେଡେରାଲ ବ୍ୟୁରୋ...
Archives


