ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର…

ପୋୟଙ୍ଗୟାଙ୍ଗ୍‌,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦୀର୍ଘ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏପରି କରି ସେ ଆମେରିକାକୁ ଚେତାବନୀ ଦେଇଛନ୍ତି।

ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସଂସ୍ଥା କୋରିଆନ୍‌ ସେଣ୍ଟାଲ ନ୍ୟୁଜ୍‌ ଏଜେନ୍ସି (କେସିଏନ୍‌ଏ) ଏସମ୍ପର୍କରେ ସୂଚନା ଦେଇଛି। ଏହି କ୍ଷେପଣାସ୍ତ୍ର ୧୫୦୦ କିଲୋମିଟର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। କ୍ଷେପଣାସ୍ତ୍ରର ପରୀକ୍ଷା ସେପ୍ଟେମ୍ବର ୧୧-୧୨ ମଧ୍ୟରେ କରାଯାଇଛି।

୭,୫୮୦ ସେକେଣ୍ଡରେ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିଥିବା ନ୍ୟୁଜ୍‌ ଏଜେନ୍ସି କହିଛି। ଆମେରିକାର ତାଗିଦ୍‌ ସତ୍ତ୍ୱେ କିମ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଚ୍ୟାଲେଞ୍ଜ୍‌ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାକା ବସ୍ତିରେ ଅଗ୍ନିକାଣ୍ଡ: ୧୦ ହଜାର ବାସହରା

ଢାକା,୧୯ା୮(ଏଏଫ୍‌ପି): ବାଂଲାଦେଶ ରାଜଧାନୀ ଢାକାର ଏକ ଜନଗହଳିପୂର୍ଣ୍ଣ ବସ୍ତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ...

ପ୍ରାଣୀଙ୍କ ମିନି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ରାଜରାସ୍ତା ଉପରେ ବେଶ୍‌ ଆରାମରେ ବୁଲୁଛନ୍ତି ବିଭିନ୍ନ ଜୀବ। ରାସ୍ତା ଉପରେ ସେମାନଙ୍କୁ ହଇରାଣ କରିବା...

ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ ଲଣ୍ଡନକୁ ଡାଇଭର୍ଟ

ଲଣ୍ଡନ,୨୦।୨: ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ (ଏଆଇ-୧୦୨)ସୋମବାର ଲଣ୍ଡନରେ ଜରୁରୀ ଅବତରଣ କରିଛି। ମେଡିକାଲ ଜରୁରୀକାଳୀନ ପରିସ୍ଥିତି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏୟାର ଇଣ୍ଡିଆର...

ପୁଣି ଯୁଦ୍ଧ, ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ଚାଇନା, ଜେନେରାଲଙ୍କ ଅଡ଼ିଓ ଲିକ୍‌…

ବେଜିଂ, ୨୩।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ପୁଣି ନୂଆ ଯୁଦ୍ଧ ହେବାକୁ ଯାଉଛି। ଚାଇନା ଶୀଘ୍ର ତାଇୱାନ ଉପରେ...

ଚାଇନା ସେନାଙ୍କୁ ଦିଆଗଲା କରୋନା ଟିକା !

ବେଜିଂ,୧୧।୮: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା ରଖିଥିବା ବେଳେ ରୁଷିଆ ଅଗଷ୍ଟ ୧୨ରେ କରୋନା ଟିକା ପ୍ରଥମ କରି ଆଣିବ ବୋଲି ଦାବି କରିଛି।...

ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ

ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍‌ ଉପରେ...

୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର

ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି।...

ତାଇଓ୍ବାନ ପାଇଁ ପୃଥିବୀ ଦୁଇଭାଗ…

ବେଜିଂ/ଓ୍ବାଶିଂଟନ, ୪।୮ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦରେ ପୃଥିବୀର ଅନ୍ୟ ଦେଶ ଯୋଗ ଦେଇଛନ୍ତି। ଫଳରେ ତାଇଓ୍ବାନ ପାଇଁ...

Advertisement
Archives

Model This Week