ଓଲଟିଲା ଯାତ୍ରୀବାହୀ ବୋଟ୍
ବେଜିଂ, ୧୯।୯: ଚାଇନାର ଗୁଇଝୋଉ ପ୍ରଦେଶରେ ରବିବାର ଏକ ଯାତ୍ରୀବାହୀ ବୋଟ୍ ଓଲଟି ପଡ଼ିଛି। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୟ ୬ ଜଣ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢିପାରେ। ସ୍ଥାନୀୟ ସମୟ ଅପରାହ୍ନ...
୩ ବର୍ଷ ପରେ ଏକାଠି ହେଲେ କତାର-ସୌଦି-ୟୁଏଇ…
ରିୟାଦ୍,୧୯।୯: କତାର, ସୌଦି ଆରବ ଏବଂ ୟୁଏଇ ମଧ୍ୟରେ ଗତ ୩ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି। ଶେଷରେ ୩ ଦେଶର ମୁଖ୍ୟମାନେ ଏବଂ ଶୀର୍ଷ ଅଧିକାରୀମାନେ ଏକାଠି ହୋଇଛନ୍ତି। ଏକ ବୈଠକ ତିନି ଦେଶର...
୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…
ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ। ଜାପାନର ଡାଇସୁକେ ହୋରି ନାମକ ଏହି ଯୁବକ କୁହନ୍ତି, ସେ ଦିନକୁ ୮...
ଶିକ୍ଷାରୁ ବଞ୍ଚିତ ହେବେ ଅର୍ଦ୍ଧାଧିକ ଆଫଗାନ୍
କାବୁଲ, ୧୯ା୯: ଉଚ୍ଚ ବିଦ୍ୟାଳୟରେ କେବଳ ଛାତ୍ରଙ୍କୁ ଶିକ୍ଷାଦାନର ଅନୁମତି ଦେଇ ତାଲିବାନ୍ ଆଫଗାନିସ୍ତାନର ସମସ୍ତ ଛାତ୍ରୀଙ୍କୁ ଏଥିରୁ ବଞ୍ଚିତ କରିଛି। ଏହା ଦ୍ୱାରା କୌଣସି ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ମାଧ୍ୟମିକ ଶିକ୍ଷାରୁ ବାଦ୍ ପଡ଼ିବାରେ ଆଫଗାନିସ୍ତାନ ବିଶ୍ୱର ପ୍ରଥମ...
ବିପର୍ଯ୍ୟୟ ପଥରେ ବିଶ୍ୱ
ବର୍ଲିନ,୧୯ା୯: ସବୁଜଗୃହ ବାଷ୍ପ (ଗ୍ରୀନ୍ହାଉସ୍ ଗ୍ୟାସ୍) ଉତ୍ସର୍ଜନ ହ୍ରାସ ପାଇଁ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ। ଏହାର ପରିଣତି ସ୍ବରୂପ ଆମେ ଏକ ଉତ୍ତପ୍ତ ଭବିଷ୍ୟତ ଆଡ଼କୁ ଗତି କରୁଛେ। ଏହା ଶୁଣିଲେ ଯେତିକି ବ୍ୟତିବ୍ୟସ୍ତ ଲାଗୁଛି ତା’ଠାରୁ...
ଯୌନ ପୀଡ଼ିତାଙ୍କ କଥା ଶୁଣ
ରୋମ୍, ୧୯ା୯: ଚର୍ଚ୍ଚରେ ବଢ଼ୁଛି ଯୌନ ନିର୍ଯାତନା, ବଳାତ୍କାର ଭଳି ଘୃଣ୍ୟ ଅପରାଧ। ଖୋଦ୍ ଧର୍ମଗୁରୁଙ୍କ ନାଁରେ ଆସୁଛି ସଙ୍ଗିନ ଅଭିଯୋଗ। ଏଥିରେ ସମ୍ପୃକ୍ତ ବିଶପ୍ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଉଛି। ପୀଡ଼ିତାଙ୍କ କଥା...
ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ, ସମୁଦ୍ରରେ ଓହ୍ଲାଇଲା ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ
ଫ୍ଲୋରିଡା,୧୯ ।୯: ‘ସ୍ପେସଏକ୍ସ’ ୩ ଦିନ ପର୍ଯ୍ୟନ୍ତ ପୃଥିବୀ କକ୍ଷରେ ପରିକ୍ରମା କରିବା ପାଇଁ ୪ଜଣ ବ୍ୟକ୍ତି ଏକ ଘରୋଇ ଉଡାଣରେ ବାହାରିଥିଲେ । ଏବେ ଏହି ୪ ଜଣ ସାଧାରଣ ନାଗରିକ ପୃଥିବୀ ପରିକ୍ରମା କରି ସଫଳତାପୂର୍ବକ ଫେରି...
ରେଷ୍ଟୁରାଣ୍ଟରେ କରୋନା ଭାକ୍ସିନ ସାର୍ଟିଫିକେଟ୍ ମାଗିବାରୁ ରାଗିଗଲେ ୩ ମହିଳା, ଆଉ ତା’ ପରେ…
ଓ୍ବାଶିଂଟନ,୧୮ା୯: ଆମେରିକାର ନ୍ୟୁୟର୍କସ୍ଥିତ ଏକ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀ ୩ ଗ୍ରାହକଙ୍କୁ କରୋନା ଭାକ୍ସିନ ସାର୍ଟିଫିକେଟ୍ ମାଗିବା ମହଙ୍ଗା ପଡ଼ିଛି। ଏହି ଘଟଣାର ଭିଡିଓ କେହି ଜଣେ ଗ୍ରାହକ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରି...
ଜଲାଲାବାଦରେ ବିସ୍ଫୋରଣ: ୨ ମୃତ, ୨୦ ଆହତ
କାବୁଲ,୧୮ା୯: ପୂର୍ବ ଆଫଗାନିସ୍ତାନ ସହର ଜଲାଲାବାଦରେ ଶନିବାର ହୋଇଥିବା ତିନୋଟି ବିସ୍ଫୋରଣରେ ଅତି କମ୍ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ବୋଲି ତାଲିବାନର ଜଣେ ଅଧିକାରୀ କହିଛନ୍ତି। ତେବେ ପାଟ୍ରୋଲିଂ ଗାଡିକୁ ଟାର୍ଗେଟ...
ଲକ୍ଡାଉନ୍ ବିରୋଧରେ ପ୍ରଦର୍ଶନ, ବିକ୍ଷୋଭକାରୀଙ୍କ ଉପରେ ଲାଲ୍ ଲଙ୍କା ସ୍ପ୍ରେ…
ମେଲବୋର୍ନ,୧୮।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଷ୍ଟ୍ରେଲିଆରେ ମେଲବୋର୍ନରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହାକୁ ବିରୋଧ କରି ଲୋକେ ଶନିବାର ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀଙ୍କୁ ରୋକିବା ସହିତ ଭିଡ଼ ହଟାଇବା ଲାଗି ପୋଲିସ ପକ୍ଷରୁ ଲାଲ୍ ଲଙ୍କା ସ୍ପ୍ରେ...
ତାଲିବାନ୍ ଖୋଜୁଛି ରତ୍ନ ଭଣ୍ଡାର…
କାବୁଲ,୧୮।୯: ଆଫାଗାନିସ୍ତାନରେ କ୍ଷମତା ଦଖଲ ପରେ ଏବେ ତାଲିବାନ ପ୍ରଥମ ଶତାବ୍ଦୀର କୁଶାଣ ସାମ୍ରାଜ୍ୟର ବିରାଟ ରତ୍ନ ଭଣ୍ଡାର ଖୋଜିବା ଆରମ୍ଭ କରିଛି। ୪ ୦ ବର୍ଷ ତଳେ ଉତ୍ତର ଜଓ୍ବାଜଜାନ୍ ପ୍ରଦେଶର ଶେରବର୍ଘନ ଜିଲାର ତେଲା ତାପା ଅଞ୍ଚଳରେ...
ମହିଳା ମନ୍ତ୍ରଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରଣାଳୟ
କାବୁଲ୍, ୧୮।୯: ଆଫଗାନିସ୍ତାନର ତାଲିବାନ୍ ସରକାର ମହିଳା ମନ୍ତ୍ରଣାଳୟ ନାଁ ବଦଳାଇ ଏହାକୁ ‘ପାପ-ପୁଣ୍ୟ’ ମନ୍ତ୍ରଣାଳୟ ଭାବେ ନାମିତ କରିଛନ୍ତି। ସରକାରୀ ମନ୍ତ୍ରଣାଳୟରେ ପୁରୁଷଙ୍କ ସହ ମହିଳା କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ଲାଗି ଅନୁମତି ମିଳିବ ନାହିଁ ବୋଲି ତାଲିବାନ...
Archives


