ଜଲାଲାବାଦରେ ବିସ୍ଫୋରଣ: ୨ ମୃତ, ୨୦ ଆହତ

କାବୁଲ,୧୮ା୯: ପୂର୍ବ ଆଫଗାନିସ୍ତାନ ସହର ଜଲାଲାବାଦରେ ଶନିବାର ହୋଇଥିବା ତିନୋଟି ବିସ୍ଫୋରଣରେ ଅତି କମ୍‌ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ବୋଲି ତାଲିବାନର ଜଣେ ଅଧିକାରୀ କହିଛନ୍ତି। ତେବେ ପାଟ୍ରୋଲିଂ ଗାଡିକୁ ଟାର୍ଗେଟ କରାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି,ଆହତମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି।କ୍ଷୟକ୍ଷତିର ପରିମାଣ ଏବଂ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଆମେରିକାର ଆଫଗାନିସ୍ତାନରୁ ପ୍ରତ୍ୟାହାର ପରେ ଏହା ପ୍ରଥମ ତଥା ମାରାତ୍ମକ ବିସ୍ଫୋରଣ।

 


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ଆକ୍ରମଣରେ ୨୬ ଆଫ୍‌ଗାନ ସୈନ୍ୟ ନିହତ

କାବୁଲ,୨ା୧: ଉତ୍ତର ଆଫଗାନିସ୍ତାନରେ ତାଲିବାନମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସ୍ଥାନରେ ସେମାନେ ଆକ୍ରମଣ କରିଥିବାବେଳେ ଏଥିରେ ୨୬ ଜଣ ଆଫ୍‌ଗାନ ସୈନ୍ୟ ପ୍ରାଣ ହରାଇଥିବା...

ମଙ୍ଗଳ -୨୦୨୦ ରୋଭର୍‌ର ‘ଆଏ’ ଟେଷ୍ଟ କଲା ନାସା

ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି।...

ଇରାନ କ୍ରୀଡା ମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହରାନ,୨୩।୨: ଇରାନ କ୍ରୀଡା ମନ୍ତ୍ରୀ ହମିଦ ସଜ୍ଜାଦିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ଇରାନର ଅଫିସିଆଲ ନ୍ୟୁଜ ଏଜେନ୍ସି ଆଇଆରଏନ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର...

ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକା ପ୍ରବେଶ ନେଇ ଚାଇନାର ଚେତାବନୀ, ଏଠାରେ ଚଳିବନି ନାଟୋ ନୀତି…

ବେଜିଂ/ଓ୍ବାଶିଂଟନ,୨୧।୩ : ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆମେରିକାର ପ୍ରବେଶକୁ ଚାଇନା ବିରୋଧ କରିଛି। ଚାଇନା କହିଛି ୟୁରୋପରେ ନାଟୋର ବିସ୍ତାରବାଦୀ ନୀତି...

ବିଶ୍ୱ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ପାକିସ୍ତାନ ରିକ୍ସାରେ ଅଟକିଛି: ଆରିଫ

ଲଣ୍ଡନ,୧୦।୯: ପାକିସ୍ତାନ ଅଧିକୃତ କଶ୍ମୀରର ମାନବାଧିକାର କର୍ମୀ ଆରିଫ ଆଜକିଆ ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି, ଏବେ ବିଶ୍ୱ ଯେତେବେଳେ ମେଟ୍ରୋରେ ଦୌଡୁଛି ସେତେବେଳେ ପାକିସ୍ତାନ...

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କଲେ ଜୟଶଙ୍କର…

ମେଲବୋର୍ନ,୧୧।୧୦ : ଭାରତ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତ ସମୟରେ ୟୁକ୍ରେନ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିଛନ୍ତି। ରୁଷିଆର ଏହି...

ଭିଡିଓ କଲ୍‌ରେ ଜିନ୍‌ପିଙ୍ଗ୍‌ଙ୍କୁ ଚେତାବନୀ ଦେଲେ ବାଇଡେନ

ଓ୍ବାଶିଂଟନ୍‌/ବେଜିଂ,୧୯।୩: ୟୁକ୍ରେନ ଓ ରୁଷିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ କଥା...

କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ...

Advertisement
Archives

Model This Week