ଅନ୍ତର୍ଜାତୀୟ

କାବୁଲ ମସ୍‌ଜିଦରେ ବିସ୍ଫୋରଣ: ୧୦ ମୃତ

କାବୁଲ,୩୦।୪: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସ୍‌ଜିଦରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା…

ରୁଷିଆର ୟୁକ୍ରେନ୍‌ ଆକ୍ରମଣ: ଗଲାଣି ୮ ଖବରଦାତାଙ୍କ ଜୀବନ

କ୍ୱିଭ୍‌,୩୦।୪: ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେବା ପରଠୁ ଏଯାଏ ଅନେକ ନିରୀହଙ୍କ ଜୀବନ ଯାଇଛି। ଏପରି କି ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧର ଘନଘଟାକୁ ଲୋକଲୋଚନକୁ…

ଖାର୍କିବ ନିକଟ ଗାଁକୁ ପୁଣି ନିଜ କବଜାକୁ ନେଲେ ୟୁକ୍ରେନ୍ ସେନା

କ୍ୱିଭ,୩୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ହେଲାଣି । ହେଲେ ଏବେବି ପରସ୍ପର ମଧ୍ୟରେ ପୂର୍ବଭଳି ଲଢେଇ ଜାରି ରହିଛି । ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ରୁଷିଆ କବଜାରେ ଥିବା ୟୁକ୍ରେନର ରୁସ୍କା ଲୋଜାବା…

ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି ଥରେ ନିଜ କମ୍ପାନୀ ଟେସଲାର ଶେୟାର ବିକ୍ରି କରିଛନ୍ତି। ଆମେରିକାର ସିକ୍ୟୁରିଟି ଫାଇଲରୁ ଏହି…

୨୮ ସହରରେ ଲକ୍‌ଡାଉନ୍‌ ଘୋଷଣା

ବେଜିଂ,୧୯।୪: ଚାଇନାରେ କରୋନା ଏବେ ବ୍ୟାପିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ୨୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ନିୟମ ଏତେ କଠୋର ରହିଛି, ୧୬.୫ କୋଟି ଲୋକ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।…

ଭାରତ ପାଇଁ ଆମ ଦ୍ୱାର ଖୋଲା: ଆମେରିକା

ଓ୍ବାଶିଂଟନ,୨୯ା୪: ଆମେରିକା କହିଛି ୫୫ରୁ ଅଧିକ ଦେଶ ଇଣ୍ଟରନେଟର ଭବିଷ୍ୟତ ବିଷୟରେ ଏକ ଘୋଷଣାପତ୍ର ଜାରି କରିଛନ୍ତି। ଭାରତ ଭଳି ଦେଶ ପାଇଁ ଏହାର ଦ୍ୱାର ଏବେ ବି ଖୋଲା ଅଛି, ଯିଏ କି ଏଥିରେ ଯୋଗ ଦେଇପାରିବ। ଆମେରିକା କହିଛି,…

‘ମୁଁ ଏବେ ବି ଟୁଇଟରରେ ଅଛି’

ନ୍ୟୁୟର୍କ,୨୯ା୪: ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର ଅଧିଗ୍ରହଣ ପରେ ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ବାହାର କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଏହାର ମୁଖ୍ୟ କାରଣ ହେଉଛି ମୁକ୍ତ ଭାଷଣ ଉପରେ ମସ୍କଙ୍କ ସହିତ ତାଙ୍କର ମତପାର୍ଥକ୍ୟ। ପରାଗ ଟୁଇଟରକୁ ଏକ ମୁକ୍ତ…

ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୯ ।୪: ଆଫଗାନିସ୍ତାନରେ ବଲ୍‌ଖ ଅଞ୍ଚଳରେ ହର ମଜାର-ଏ-ଶରିଫରେ ମିନି ବସ୍‌ରେ ହୋଇଥିବା ୨ଟି ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ନିକଟସ୍ଥ ସ୍ୱାସ୍ଥ୍ୟ…

ଆଫଗାନିସ୍ତାନରେ ବିସ୍ଫୋରଣ: ୯ ମୃତ

କାବୁଲ,୨୯।୪: ଆଫଗାନିସ୍ତାନର ବାଲଖ ପ୍ରଦେଶର ସହର ମଜାର-ଇ-ସରିଫରେ ମିନିବସ ଉପରେ ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଉଭୟ ବିସ୍ଫୋରଣରେ ଜନସାଧାରଣ ପରିବହନକୁ ଟାର୍ଗେଟ କରାଯାଇଥିଲା। ମୃତକଙ୍କ ମୃତଦେହକୁ…

ଆମେରିକା ବି ଦେଇଛି ତାଲିମ

ଓ୍ବାଶିଂଟନ୍‌, ୨୯ା୪: ମେରାଇନ୍‌ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍‌ଫିନ୍‌, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍‌ ଏବଂ କାଲିଫର୍ନିଆର ସମୁଦ୍ର ସିଂହଙ୍କୁ ଆମେରିକା ତାଲିମ ଦେଇ ୧୯୫୯ ମସିହାରୁ ଏହାକୁ ବ୍ୟବହାର କରିଆସୁଛି। ସମୁଦ୍ର…

କୃଷ୍ଣସାଗରରେ ଡଲ୍‌ଫିନ୍‌ ଦଳ

ମସ୍କୋ, ୨୯ା୪: ସବୁଠୁ ବୁଦ୍ଧିମାନ ମତ୍ସ୍ୟ ଡଲଫିନ୍‌କୁ ରୁଷିଆ କୃଷ୍ଣସାଗର ନୌସେନା ଘାଟିର ସୁରକ୍ଷା ପାଇଁ ମୁତୟନ କରିଛି। ୟୁଏସ୍‌ ନାଭାଲ ଇନଷ୍ଟିଚ୍ୟୁଟ୍‌ (ୟୁଏସ୍‌ଏନ୍‌ଆଇ) ଉପଗ୍ରହ ଚିତ୍ରରୁ ଏହା ଜାଣିବାକୁ ପାଇଛି। ରୁଷିଆର ଗୁରୁତ୍ୱପୂର୍ଣ୍ଣ ନାଭାଲ ବେସ୍‌ ସୋଭାସ୍ତୋପୋଲ ହାର୍ବର ପ୍ରବେଶପଥରେ…

ମଦିନାରେ ପାକିସ୍ତାନ ନେତାଙ୍କୁ ଦେଖି ଚୋର ଚୋର ବୋଲି ସ୍ଲୋଗାନ ଦେଲେ ମସଜିଦରେ ଥିବା ଲୋକେ

ମଦିନା,୨୯ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳଙ୍କୁ ଦେଖି ମଦିନାରେ ମସଜି-ଏ-ନବାବିରେ ଲୋକେ ଚୋର ଚୋର ବୋଲି ସ୍ଲୋଗାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିନିଧି ମଣ୍ଡଳଙ୍କ ସହ ୩ ଦିନିଆ ଅଧିକାରୀ ସ୍ତରୀୟ ଯାତ୍ରାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri