ଅନ୍ତର୍ଜାତୀୟ

ବାୟୁ ପ୍ରଦୂଷଣ ଅଧିକ ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…

ଜେନେଭା, ୫।୬ : କରୋନା ମହାମାରୀ ସଂକ୍ରମଣକୁ ଅଢ଼େଇ ବର୍ଷରୁ ଅଧିକ ଦିନ ପୂରଣ ହେଲାଣି। ଏହାକୁ ଶତାବ୍ଦୀର ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ଭାବରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ କରୋନା ମହାମାରୀ ସଙ୍କଟ ଜାରି ରହିଛି।…

ସ୍ପେସ୍‌ ଷ୍ଟେଶନ ନିର୍ମାଣ କରୁଛି ଚାଇନା, ମହାକାଶ ଗଲେ ୩ ମହାକାଶଚାରୀ…

ବେଜିଂ, ୫।୬ : ମହାକାଶରେ ନିଜର ସ୍ପେସ୍‌ ଷ୍ଟେଶନ ପ୍ରତିଷ୍ଠା ପାଇଁ ଚାଇନା ପ୍ରୟାସ ଆରମ୍ଭ କରିଛି। ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଚାଇନା ଜଣଙ୍କ ପରେ ଜଣେ ମହାକାଶଚାରୀମାନଙ୍କୁ ମହାକାଶକୁ ପଠାଯାଉଛି। ଏହି କ୍ରମରେ ଚାଇନ ତିନିଜଣ ମହାକାଶଚାରୀଙ୍କୁ…

ଆମେରିକାର ଚେତାବନୀ ପରେ ବି ମାନୁ ନାହାନ୍ତି କିମ, ଏକାଥରେ ୮ ବାଲେଷ୍ଟିକ ମିଶାଇଲର କଲେ ପରୀକ୍ଷଣ

ପୋଙ୍ଗୟାଙ୍ଗ,୫ ।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜନ ଉନ ତାଙ୍କ କାର୍ଯ୍ୟକଳାପକୁ ନେଇ ଥାଆନ୍ତି ଖୁବ ଚର୍ଚ୍ଚାରେ । ପଡୋଶି ଦେଶ ଦକ୍ଷିଣ କୋରିଆର ଚେତାବନୀ ପରେ ବି କିମ ମଶାଇଲ ପରୀକ୍ଷଣ କରି ଚାଲିଛନ୍ତି । ଏବେ…

ଗିରଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ

ଇସଲାମାବାଦ,୫ ।୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହମଜା ଶହବାଜଙ୍କ ମୁଣ୍ଡରେ ଝୁଲୁଛି ଗିରଫ ହେବାର ଖଣ୍ଡା । ପାକିସ୍ତାନର ସଂଘିୟ ଯାଞ୍ଚ ଏଜେନ୍ସି(ଏଫଏଆଇ) ମନି ଲଣ୍ଡରିଂ ମାମଲାରେ ଏମାନଙ୍କ ନାଁରେ…

ସେଫ୍ ହାଉସ ସିଫ୍ଟ ହେଲେ ବାଇଡେନ

ୱାଶିଂଟନ,୫ ।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ସାମାନ୍ୟ ଢିଲା ନଜର ଆସିଛି । ଡୋଲାବେୟରର ରେହୋବୋଥ ବିଚରେ ଛୁଟି କାଟିବାକୁ ଯାଇଥିବା ବାଇଡେନଙ୍କ ଭ୍ୟାକେସନ ହୋମ ଉପରେ ଏକ ଅଜ୍ଞାତ ବିମାନ ନଜର ଆସିବାକୁ ନେଇ ଚର୍ଚ୍ଚା ଯୋର…

ପେଟ୍ରୋଲ, ବିଜୁଳି ପାଇଁ ରାସ୍ତାକୁ ଓହ୍ଲାଇବେ ସରକାରୀ କର୍ମଚାରୀ

ଇସଲାମାବାଦ,୪ା୬: ଆଜିକାଲି ପାକିସ୍ତାନ ଖରାପ ଅର୍ଥନୈତିକ ପରିସ୍ଥିତି ଦେଇ ଗତି କରୁଛି। ଅତ୍ୟାବଶ୍ୟକ ଅଭାବ ପୂରଣ ପାଇଁ ପ୍ରତିଦିନ ସଂଘର୍ଷ ସହ ଦେଶର ଲୋକମାନେ ବଞ୍ଚୁଛନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାରୀ କର୍ମଚାରୀମାନେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ ସେମାନେ…

ତାଲିମ୍‌ ପାଇଁ ଭାରତକୁ ସୈନ୍ୟ ପଠାଇବାକୁ ଚାହୁଁଛି ଆଫଗାନିସ୍ତାନ…

କାବୁଲ, ୪।୬ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସ୍ଥିତି ଅସ୍ଥିର ଏବଂ ଦୁର୍ବଳ ରହିଛି। ଆଫଗାନିସ୍ତାନକୁ କ୍ଷୁଧା ଏବଂ ରୋଗର ସଙ୍କଟରୁ ରକ୍ଷା କରିବା ପାଇଁ ଭାରତ କ୍ରମାଗତ ଭାବରେ ଗହମ, ଚିକିତ୍ସା ସହାୟତା ଏବଂ ଟିକା…

କଲମ୍ବୋକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ କଲା ରୁଷିଆ

ମସ୍କୋ,୪ା୬: ରୁଷିଆ ଏକ ବଡ଼ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷ ଏହାର ଏୟାରବସ A-୩୩୦ ବିମାନକୁ ଅଟକାଇବା ପରେ ଶନିବାର ରୁଷିଆର ଏରୋଫ୍ଲଟ୍‌ କଲମ୍ବୋକୁ ଏହାର ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରଖିଛି। ରୁଷିଆ କମ୍ପାନୀ ଏରୋଫ୍ଲଟ୍‌ ପକ୍ଷରୁ ପ୍ରକାଶିତ ଏକ…

ବଢ଼ିଲା ପେଟ୍ରୋଲ ଦାମ୍‌, ଗଧରେ ବସି ଅଫିସ୍‌ ଆସିବାକୁ ଅନୁମତି ଲୋଡିଲେ କର୍ମଚାରୀ…

ଇସଲାମାବାଦ, ୪।୬ : ପାକିସ୍ତାନରେ ପେଟ୍ରୋଲର ଦାମ୍‌ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି ପ୍ରସଙ୍ଗରେ ପୂର୍ବତନ ଇମ୍ରାନ ଖାନ ସରକାରଙ୍କୁ ଘେରି ଶାହାବାଜ ସରିଫ ସରକାର କ୍ଷମତାକୁ ଆସିଥିଲେ। ବର୍ତ୍ତମାନ ସମାନ ପ୍ରସଙ୍ଗ ତାଙ୍କ ସାମ୍ନାରେ…

ଲାହୋର ହସ୍ପିଟାଲରେ ଅଗ୍ନିକାଣ୍ଡ, ବହୁ ଔଷଧ ଜଳିଗଲା…

ଲାହୋର, ୪।୬ : ଶନିବାର ପାକିସ୍ତାନର ଲାହୋରର ଗୁଲବର୍ଗର ଶିଶୁ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୃତୀୟ ମହଲାରେ ଥିବା ଫାର୍ମାସି ଗୋଦାମରେ ନିଆଁ ଲାଗିଯାଇଥିଲା । ଫଳରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଔଷଧ ପୋଡି ପାଉଁଶ…

୨୦ ପ୍ରତିଶତ ଅଞ୍ଚଳକୁ ଫେରାଇ ନେଲା ୟୁକ୍ରେନ

କ୍ୱିଭ୍‌,୪ା୬: ୟୁକ୍ରେନ-ରୁଷିଆ ଯୁଦ୍ଧ ହେବାର ତିନି ମାସରୁ ଅଧିକ ହୋଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପୂର୍ବ ୟୁକ୍ରେନ ସହରଗୁଡ଼ିକରେ ରୁଷିଆ ଏବଂ ୟୁକ୍ରେନର ସୈନ୍ୟବାହିନୀ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ୟୁକ୍ରେନ ସୈନ୍ୟମାନେ ଡୋନାବାସର ବୃହତ୍ତମ ତଥା ଗୁରୁତ୍ୱପୂର୍ଣ୍ଣ…

ହରିନୀ ‘ନ୍ୟାଶନାଲ ସ୍ପେଲିଙ୍ଗ୍‌ ବି’ ବିଜୟିନୀ

ଓ୍ବାଶିଂଟନ,୪।୬: ଭାରତୀୟ ବଂଶୋଦ୍ଭବ ହରିନୀ ଲୋଗାନ ଚଳିତବର୍ଷର ‘ନ୍ୟାଶନାଲ ସ୍ପେଲିଙ୍ଗ୍‌ ବି’ ପ୍ରତିଯୋଗିତା ଜିତିଛନ୍ତି। ୯୦ ସେକେଣ୍ଡରେ ୨୧ଟି ଓ୍ବାର୍ଡର ସ୍ପେଲିଙ୍ଗ୍‌ କହି ସେ ଏହି ଟାଇଟଲ୍‌ର ଅଧିକାରୀ ହୋଇଛନ୍ତି। ହରିନି ଟେକ୍ସାସ୍‌ରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ନ୍ତି। ପ୍ରତିଯୋଗିତାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?