ଜୁମ୍ ମିଟିଂରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପରେ ଛୁଟିରେ ଗଲେ ସିଇଓ
ନ୍ୟୁୟର୍କ,୧୨।୧୨: ଆମେରିକାର ବେଟର୍ ଡଟ କମର ସିଇଓ ବିଶାଲ ଗର୍ଗ ଛୁଟିରେ ଯାଇଛନ୍ତି। ଜୁମ କଲ ସମୟରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିବା ବିଶାଲ ଗର୍ଗଙ୍କୁ କମ୍ପାନୀ ଏକ ଦୀର୍ଘ ଛୁଟିରେ ପଠାଇଛି। ଜୁମ ମିଟିଂ ସମୟରେ କମ୍ପାନୀରୁ...
ଆମେରିକାରେ ଭେଣ୍ଟିଲେଟର ଅଭାବ, ସ୍ବିଜରଲାଣ୍ଡରେ ଲକ୍ଡାଉନ୍ ସ୍ଥିତି…
ଓ୍ବାଶିଂଟନ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଓମିକ୍ରନ୍ ଅଣାୟତ୍ତ ହୋଇ ତାଣ୍ଡବ ଆରମ୍ଭ କରିଛି। ଆମେରିକା ଏବଂ ୟୁରୋପରେ କରୋନା...
୨୪ ଘଣ୍ଟାରେ ୧୦ ଥର ନେଲେ କରୋନା ଡୋଜ୍…
ଓ୍ବିିଲିଂଣ୍ଟନ୍, ୧୨।୧୨: ଥରେ ନୁହେଁ ଦୁଇଥର ନୁହେଁ। ଲାଗ ଲାଗ ୧୦ ଥର କରୋନା ଡୋଜ୍ ନେଇଛନ୍ତି ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି। ସେ ୨୪ ଘଣ୍ଟାରେ ୧୦ ଥର କରୋନା ଡୋଜ୍ ନେଇଛନ୍ତି। ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ...
ଅଢ଼େଇ ଦିନରେ ଦୁଇଗୁଣା ହେଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା…
ଲଣ୍ଡନ, ୧୨।୧୨: ବ୍ରିଟେନ୍ରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି। ପ୍ରତି ଅଢ଼େଇ ଦିନରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେବାରେ ଲାଗିଛି।...
ଆମେରିକାରେ ପ୍ରଳୟଙ୍କରୀ ବାତ୍ୟା
ଓ୍ବାଶିଂଟନ,୧୧।୧୨: ସାମୁଦ୍ରିକ ବାତ୍ୟା ପ୍ରଭାବରେ ଆମେରିକାର କେଣ୍ଟୁକି ସମେତ କେତେକ ରାଜ୍ୟ କ୍ଷତିିଗ୍ରସ୍ତ ହୋଇଛି। ବାତ୍ୟାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ଶୁକ୍ରବାର ରାତିଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ବାତ୍ୟା ଲାଗି ରହିଥିଲା। ସମୁଦ୍ର କୂଳଠାରୁ...
ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା
ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି। ତେବେ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଆସାମ...
ଘର ଖୋଳୁଥିଲେ ପାଇପ୍ ମିସ୍ତ୍ରୀ, ଭିତରୁ ମିଳିଲା ଖାଲି ବିଡ଼ା ବିଡ଼ା ଟଙ୍କା; ଆଉ ତା’ ପରେ…
ଓ୍ବାଶିଂଟନ,୧୧ା୧୨: ଆମେରିକାର ଜଣେ ପାଇପ ମିସ୍ତ୍ରୀ ବାଥ୍ରୁମ ମରାମତି କରୁଥିବା ସମୟରେ ଭିତରୁ ଖାଲି ବିଡ଼ା ବିଡ଼ା ଟଙ୍କା ବାହାରିଥିଲା। ମାତ୍ର ସେ ସଚ୍ଚୋଟତା ଦେଖାଇ ଏହି ପଇସାକୁ ଫେରାଇ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟେକ୍ସାସ ସହରରେ...
ରହସ୍ୟମୟ ବ୍ଲାକ୍ ବକ୍ସ୍ରେ ରେକର୍ଡ ହେବ ପୃଥିବୀ ଧ୍ୱଂସର କାହାଣୀ…
ସିଡ୍ନୀ,୧୧।୧୨: ଅଷ୍ଟ୍ରେଲିଆର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ସ୍କୁଲ ବସ ଆକାରର ଏକ ଷ୍ଟିଲ ଟ୍ରେଜେରୀ ପୃଥିବୀର ବୃଦ୍ଧି ପାଉଥିବା ତପାମାନ ସହିତ ବଦଳୁଥିବା ପାଣିପାଗ ରେକର୍ଡ କରିବା ଲାଗି ସ୍ଥାପନ କରାଯିବ। ଏହି ମେସିନ ମଣିଷର ପ୍ରତିଟି...
ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…
ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହା ପୃଥିବୀର ପ୍ରାୟ ସମସ୍ତ ଜୀବନର ସୃଷ୍ଟି,ବିକାଶ ଏବଂ ବୃଦ୍ଧି ପାଇଁ...
ଆସିଲା ଖୁସି ଖବର, ଓମିକ୍ରନ୍ ପାଇଁ ଆଣ୍ଟିବଡ଼ି କକ୍ଟେଲ୍ ଥେରାପିକୁ ମଞ୍ଜୁରୀ…
ବେଜିଂ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଖୁସି ଖବର ମିଳିଛି। ଚାଇନା ଏହାର ଆଣ୍ଟିବଡି କକ୍ଟେଲ୍ ଥେରାପିକୁ ଜରୁରୀକାଳୀନ କ୍ଷେତ୍ରରେ ବ୍ୟବହାର କରିବା ଲାଗିମଞ୍ଜୁର ପ୍ରଦାନ କରାଯାଇଛି। ଯାହା ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା...
ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ କରିବ ବ୍ରିଟେନ
ଲଣ୍ଡନ, ୧୧ା୧୨: ମିଡିଆ ସଂସ୍ଥା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ ହାଇକୋର୍ଟରେ ଆମେରିକା କରିଥିବା ଆବେଦନକୁ ଶୁକ୍ରବାର ମଞ୍ଜୁରୀ ମିଳିଛି। ଏବେ ତାଙ୍କୁ ହାଇ ସିକ୍ୟୁରିଟି ବେଲମାର୍ଶ ଜେଲରୁ ଆମେରିକା ପଠାଯିବା ଏକ ପ୍ରକାର ନିଶ୍ଚିତ।...
ନେତନ୍ୟାହୁ ବିଶ୍ୱାସଘାତକ: ଟ୍ରମ୍ପ
ୱାଶିଂଟନ,୧୧ ।୧୨: ଶାସନ ଗାଦି ହାତରୁ ଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଭାବେ ଭିନ୍ନ ଭିନ୍ନ ନେତାଙ୍କୁ ଟାର୍ଗେଟ କରୁଛନ୍ତି । ଏଥର ସେ ପୂର୍ବତନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ପାଇଁ କଡା...
Archives


