ଶେହବାଜ୍ ଶରିଫ୍ କିଏ
ଇସ୍ଲାମାବାଦ, ୧ା୪ :ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ଇମ୍ରାନ୍ ଖାନ୍ ଶାସନରୁ ହଟିବେ। ତାଙ୍କ ପରେ ଶେହବାଜ୍ ଶରିଫ୍ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପାକିସ୍ତାନ ମୁସ୍ଲିମ୍ ଲିଗ୍-ନଓ୍ବାଜ (ପିଏମ୍ଏଲ୍-ଏନ୍)ର ଅଧ୍ୟକ୍ଷ ଶେହବାଜ୍ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ଶରିଫ୍ଙ୍କ ଭାଇ। ଏବେ…
‘ଯୁଦ୍ଧକୁ ଇନ୍ଧନ ଦେଉଛି ଭାରତ’
ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ୟୁକ୍ରେନ୍ ଆକ୍ରମଣ ପରେ ଆମେରିକା ଓ ୟୁରୋପୀୟ କ୍ରେତାମାନେ ମସ୍କୋଠାରୁ ତେଲ କିଣିବା ବନ୍ଦ କରିଦେବାରୁ ରୁଷିଆ ନୂଆ ବଜାର ଖୋଜୁଛି। ଏବେ ଏସିଆକୁ ରୁଷିଆର ତେଲ ଯୋଗାଣ ବଢ଼ିଯାଇଛି। ଭାରତ ଏହାର ଫାଇଦା ନେବାକୁ ଯାଇ ଅନ୍ତର୍ଜାତୀୟ ଚାପ…
ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରୁ ହଟିଲେ ରୁଷୀୟ ସୈନ୍ୟ
କ୍ୱିଭ୍,୩୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୩୬ ଦିନରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ୟୁକ୍ରେନ ଉପରେ ରୁଷିଆ ସୈନ୍ୟଙ୍କ ଆକ୍ରମଣ ହ୍ରାସ ପାଇନାହିଁ। କିନ୍ତୁ ୟୁକ୍ରେନର ଦୁଇଟି ସହର ଉପରେ ଆକ୍ରମଣ ହ୍ରାସ କରିବ ବୋଲି ରୁଷିଆ…
‘ବିଶ୍ୱର ଏକତୃତୀୟାଂଶ ଟିକା ନେଇନାହାନ୍ତି’
ଜେନେଭା,୩୧।୩: କେତେକ ଧନୀ ଦେଶରେ କୋଭିଡ୍ ଟିକାର ଚତୁର୍ଥ ଓ ପଞ୍ଚମ ଡୋଜ୍ ଦିଆଗଲାଣି। ଅଥଚ ବିଶ୍ୱ ଜନସଂଖ୍ୟାର ଏକ-ତୃତୀୟଂଶ ଏପର୍ଯ୍ୟନ୍ତ ଟିକାର ଗୋଟିଏ ହେଲେ ଡୋଜ୍ ନେଇ ନ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଟେଡ୍ରୋସ୍ ଆଧାନମ…
ଇସ୍ତଫା ଦେବିନି, ଶେଷ ବଲ୍ ଯାଏ ଲଢ଼ିବି: ଇମ୍ରାନ୍
ଇସ୍ଲାମାବାଦ, ୩୧ା୩: ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସ୍ଥଗିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗୁରୁବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କରିଛନ୍ତି। ଏହି ବାର୍ତ୍ତାରେ ଇମ୍ରାନ୍ ଇସ୍ତଫା ନ ଦେବା କଥା ସ୍ପଷ୍ଟ କରିଛନ୍ତି। ପରାଜୟ ସ୍ବୀକାର ନ…
ଲକ୍ଡାଉନ ଯୋଗୁ ଅଫିସ୍ରେ କର୍ମଚାରୀଙ୍କ ବିତୁଛି ରାତି
ବେଜିଂ,୩୧।୩: ଚାଇନାରେ କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନାଜନିତ ଶତାଧିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଚାଇନାରେ ଥିବା ବ୍ୟାଙ୍କ ଓ ନିବେଶ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଅଫିସ୍…
ଚା’ କପ୍କୁ ୧୦୦, ଲଙ୍କା କିଲୋ ୭୦୦
କଲମ୍ବୋ,୩୧।୩: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏବେ ଆର୍ଥିକ ଓ ଖାଦ୍ୟ ଅଭାବ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ ଏତେ ମହଙ୍ଗା ହୋଇଛି ଯେ, ଲୋକେ ଭୋକ ଉପସାରେ ରହିବାକୁ ବାଧ୍ୟ ହେଉଛନ୍ତି। ପେଟ୍ରୋଲ ଅପେକ୍ଷା କ୍ଷୀର ସବୁଠାରୁ ମହଙ୍ଗା ହୋଇଛି। ଏକ ଲିଟର…
ଇମ୍ରାନଙ୍କୁ ମିଳିଲା ୭୨ ଘଣ୍ଟା: ନ୍ୟାଶନାଲ ଆସେମ୍ଲି ୩ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ
ଇସଲାମାବାଦ,୩୧ ।୩: ପାକିସ୍ତାନର ଅବସ୍ଥା ବେଳକୁ ବେଳ ବଦଳିବାରେ ଲାଗିଛି । ପାକିସ୍ତାନ ଆସେମ୍ଲିର ଡେପୁଟି ସ୍ପିକର ସଂସଦରେ ଭୋଟିଂ ପୂର୍ବରୁ ୩ ଏପ୍ରିଲ ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଭୋଟିଂ ୩ ଏପ୍ରିଲରେ ହେବ ।…
ଶ୍ରୀଲଙ୍କାରେ ଡିଜେଲ ଶେଷ
କଲମ୍ବୋ,୩୧।୩: ଆର୍ଥିକ ଏବଂ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ପାଖରେ ଆଉ ଡିଜେଲ ନାହିଁ। ଡିଜେଲ ଅଭାବରୁ ଦେଶର ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପୁରା ଠପ ହୋଇଯାଇଛି। କେବଳ ଏତିକି ନୁହେଁ, ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ୨୨ ନିୟୁତ ନାଗରିକ…
ପାଭିଲିଅନ୍ ଫେରିବେ ନା ବ୍ୟାଟିଂ କରିବେ ?…
ଇସଲାମାବାଦ୍, ୩୧।୩ : ପାକିସ୍ତାନର ରାଜନୈତିକ ସ୍ଥିତି ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି। ନ୍ୟାଶନାଲ୍ ଆସେମ୍ବ୍ଲିରେ ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍କତ୍ରୀ ଇମ୍ରାନ୍ ଖାଁଙ୍କକ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ତର୍କ ହେବା ସହିତ ମତଦାନ ହେବ। ଏହା…
ପାକିସ୍ତାନ ଅଭିଯୋଗକୁ ଖଣ୍ଡନ କଲା ଆମେରିକା
ଇସଲାମାବାଦ,୩୧ା୩: ପାକିସ୍ତାନର ଖରାପ ରାଜନୈତିକ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦେଶ ତଥା ବିଶ୍ୱ ରାଜନୈତିକ ଉଷ୍ଣତା ବଢ଼ାଇଥିବା ସିକ୍ରେଟ ଲେଟରକୁ ଆମେରିକା ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ…
ରୁଷିଆକୁ ଗ୍ୟାସ ଯୋଗାଣ ପାଇଁ ରାଜି ହେଲା ଜର୍ମାନୀ
ବର୍ଲିନ,୩୧ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧ ମାସରୁ ଅଧିକ ହେବ ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର କୋଟିକୋଟି ଟଙ୍କାର କ୍ଷତି ହୋଇସାରିଲାଣି। ଅନ୍ୟପକ୍ଷରେ ରୁଷିଆର ମଧ୍ୟ କ୍ଷତି ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ହେତୁ ରୁଷିଆ ଏକ…
Archives


